ଦଙ୍ଗାକାରୀ ଚିହ୍ନଟ ପାଇଁ ‘ଫେସ୍‌ ରେକଗ୍‌ନିସନ୍‌ ଟେକ୍‌’ ବ୍ୟବହାର କରିବ ଦିଲ୍ଲୀ ପୁଲିସ୍‌

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ୪୦ ଜଣଙ୍କ ଜୀବନ ନେଇଥିବା ଭୟଙ୍କର ଦଙ୍ଗାରେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀ ପୁଲିସ୍ ‘ଫେସ୍‌ ରେକଗ୍‌ନିସନ୍‌ ଟେକ୍ନୋଲୋଜି’ ବ୍ୟବହାର କରିବ। ଗୁଇନ୍ଦା ସଂସ୍ଥା ଏବଂ ଦିଲ୍ଲୀ ପୁଲିସ୍‌ ଏହି ସବୁ ଆଡଭାନ୍ସଡ୍‌ ଟେକ୍ନୋଲୋଜି ବ୍ୟବହାର କରିବେ। କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ ଦଙ୍ଗା ମାମଲାରେ ଉତ୍ତରପ୍ରଦେଶରୁ କିଛି ଲୋକ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହେବାନେଇ ତଦନ୍ତ ହେବ। ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ ଅନୁଯାୟୀ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ […]

delhi-Violence

delhi-Violence

Subrat Kumar Nayak
  • Published: Saturday, 29 February 2020
  • Updated: 29 February 2020, 05:29 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ୪୦ ଜଣଙ୍କ ଜୀବନ ନେଇଥିବା ଭୟଙ୍କର ଦଙ୍ଗାରେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଦିଲ୍ଲୀ ପୁଲିସ୍ ‘ଫେସ୍‌ ରେକଗ୍‌ନିସନ୍‌ ଟେକ୍ନୋଲୋଜି’ ବ୍ୟବହାର କରିବ। ଗୁଇନ୍ଦା ସଂସ୍ଥା ଏବଂ ଦିଲ୍ଲୀ ପୁଲିସ୍‌ ଏହି ସବୁ ଆଡଭାନ୍ସଡ୍‌ ଟେକ୍ନୋଲୋଜି ବ୍ୟବହାର କରିବେ।

କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ, ଦିଲ୍ଲୀ ଦଙ୍ଗା ମାମଲାରେ ଉତ୍ତରପ୍ରଦେଶରୁ କିଛି ଲୋକ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହେବାନେଇ ତଦନ୍ତ ହେବ।

ଖବର ସରବରାହ ସଂସ୍ଥା ଆଇଏଏନ୍‌ଏସ୍‌ ଅନୁଯାୟୀ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ଗୁଇନ୍ଦା ବିଭାଗ ଏବଂ ଦିଲ୍ଲୀ ପୁଲିସ୍‌ ଏକ ବିସ୍ତୃତ ଆକ୍ସନ୍‌ ପ୍ଲାନ୍‌ରେ କାମ କରୁଛନ୍ତି। ଗତ କିଛି ଦିନରେ ସଂଘଟିତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଦିଲ୍ଲୀ ପୁଲିସ୍‌ ଗୁଇନ୍ଦା ବିଭାଗର ସହଯୋଗରେ କାର୍ଯ୍ୟାନୁଷ୍ଠାନ ନେବାର ଅଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରତି ମାମଲା ପାଇଁ ପୃଥକ ପୃଥକ ଏଫ୍‌ଆଇଆର ରୁଜୁ ହେବ। ଏଥିରେ ମୃତ ବା ଆହତ ଏବଂ ଭଙ୍ଗା ରୁଜା କରାଯାଇଥିବା ଗାଡ଼ି ଓ ଅନ୍ୟ ସମ୍ପତ୍ତି ବାବଦରେ ମଧ୍ୟ ତଥ୍ୟ ରଖାଯିବ। ଅଭିଯୁକ୍ତଙ୍କୁ ଠାବ କରାଯିବା ପରେ ସେମାନଙ୍କ ନାମ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯିବ।

୨୦୨୦ ମାର୍ଚ୍ଚ ମାସ ୧ ତାରିଖ ସୁଦ୍ଧା ପୁରୁଣା ସମସ୍ତ ଭିଡିଓ ସଂଗ୍ରହ କରାଯିବା ସହ ‘ଫେସ୍‌ ରେକଗ୍‌ନିସନ୍‌ ଟେକ୍‌ନୋଲୋଜି’ ପ୍ରୟୋଗ କରି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସମସ୍ତ ଉତ୍ସକୁ ବିଚାରକୁ ନିଆଯିବ। ଏହାପରେ ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଦେଶୀ ବନ୍ଧୁକ ବ୍ୟବହାର କରି ଆତଙ୍କ ସୃଷ୍ଟି କରିଥିବା ୧୦ରୁ ୨୫ ଜଣଙ୍କୁ ଗିରଫ କରାଯିବା ମଧ୍ୟ ଏହି ଆକ୍ସନ୍‌ ପ୍ଲାନରେ ରହିଛି। ପ୍ରତିଦିନ ଏନେଇ ଗୁଇନ୍ଦା ବିଭାଗ ଏବଂ ଦିଲ୍ଲୀ ପୁଲିସ୍‌ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ପଠାଉଛି। ସୂଚନାଯୋଗ୍ୟଯେ, ଏଥିରେ ଗୁଇନ୍ଦା ବିଭାଗ ଅଧିକାରୀ ଅଙ୍କିତ ଶର୍ମା ଏବଂ ପୁଲିସ୍‌ ହେଡ୍‌ କନ୍‌ଷ୍ଟେବଲ ରତନ ଲାଲଙ୍କର ଜୀବନ ଯାଇଛି। ଶର୍ମାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ଦାଗ ରହିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story