ଚାଷ କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ କୃଷି ଆଇନ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ଆଜି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଏଭଳି ୩ଟି ଆଇନ ଅଣାଯାଇଛି। ଭାରତ ବର୍ତ୍ତମାନ ୪ରୁ ୫ ଜଣ ଲୋକଙ୍କ ମାଲିକାନାରେ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି। କୃଷି ଆଇନ ବିରୋଧରେ ବୁକଲେଟ୍‌ ଜାରି କରି ସେ କହିଛନ୍ତି, ସରକାର ଏହି ଘଟଣାରେ ଲୋକଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। […]

df

df

Hemant Lenka
  • Published: Tuesday, 19 January 2021
  • Updated: 19 January 2021, 04:50 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ଆଜି ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଏଭଳି ୩ଟି ଆଇନ ଅଣାଯାଇଛି। ଭାରତ ବର୍ତ୍ତମାନ ୪ରୁ ୫ ଜଣ ଲୋକଙ୍କ ମାଲିକାନାରେ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।

କୃଷି ଆଇନ ବିରୋଧରେ ବୁକଲେଟ୍‌ ଜାରି କରି ସେ କହିଛନ୍ତି, ସରକାର ଏହି ଘଟଣାରେ ଲୋକଙ୍କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। କିନ୍ତୁ ପ୍ରକୃତ ସତ ହେଉଛି ବହୁତ ବଡ଼ ଟ୍ରାଜେଡି ଆମେ ଦେଶରେ ଘଟି ଚାଲିଛି। ସରକାର ଏହି ବଡ଼ ଟ୍ରାଜେଡିକୁ ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି।

ଦେଶର ଯୁବଗୋଷ୍ଠୀ ମୁଁ କ’ଣ କହୁଛି, ସେକଥା ସେମାନେ ଭଲ ଭାବେ ଶୁଣିବା ଦରକାର। କାରଣ ମୁଁ ଆପଣମାନଙ୍କର ବର୍ତ୍ତମାନର କଥା କହୁନାହିଁ। ମୁଁ ଭବିଷ୍ୟତ କଥା କହୁଛି ଓ ଦେଶର ଅର୍ଥନୀତି କେମିତି ସୁଦୃଢ଼ ହେବ, ସେକଥା ଜଣାଉଛି। ଆପଣମାନେ କେମିତି ଚାକିରି ପାଇବେ ଓ ଅନ୍ୟ ଦେଶମାନଙ୍କ ମଧ୍ୟରେ ଆମେ କେମିତି ଶକ୍ତିଶାଳୀ ହୋଇପାରିବା, ସେ ବିଷୟରେ ସମସ୍ତେ ଜାଣିବା ଉଚିତ।

ବର୍ତ୍ତମାନ ଆମ ଦେଶକୁ ୪ରୁ ୫ ଜଣ ବ୍ୟକ୍ତି କବଜା କରି ରଖିଛନ୍ତି। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦେଶକୁ ପରିଚାଳନା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ସମ୍ପର୍କ ରଖିଥିବା ପୁଞ୍ଜିପତିମାନେ ଦେଶକୁ ଚଳାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ମିଡିଆ ଜରିଆରେ ସେମାନେ ସମର୍ଥନ ମଧ୍ୟ କରୁଛନ୍ତି। ଦେଶର ମୁଖ୍ୟ ବ୍ୟବସାୟ ହେଉଛି ଚାଷ। ଦେଶର ୬୦% ଲୋକ ଏହି କ୍ଷେତ୍ର ସହ ଜଡ଼ିତ। କିନ୍ତୁ ଏହି କୃଷି କ୍ଷେତ୍ରକୁ ଧ୍ୱଂସ କରିବା ପାଇଁ ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର ଚାଲିଥିବା ରାହୁଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story