ଦଶମ ପରୀକ୍ଷାରେ ଫେଲ ହୋଇଗଲା ପୁଅ, ବାଜା ବାଣ ରୋଶଣୀ ଡାକି ସ୍ୱାଗତ କଲା ବାପା

ଭୋପାଲ: ଯଦି କେହି ପିଲା ପରୀକ୍ଷାରେ ଫେଲ ହୁଏ ତେବେ ତା’ ମନରେ ଡର ଆସେ। ବିଶେଷ କରି ପରିବାର ଲୋକଙ୍କ ଠାରୁ ନିଜକୁ କେମିତି ବଞ୍ଚାଇବ ସେହି ଚିନ୍ତାରେ ସେ ଘାରି ହୋଇଥାଏ। କିନ୍ତୁ ମଧ୍ୟପ୍ରଦେଶରେ ଏହାର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ବୋର୍ଡ଼ ପରୀକ୍ଷାରେ ଜଣେ ପିଲା ଫେଲ ହେବା ପରେ ମଧ୍ୟ ଏଥିରେ ତା’ର ବାପା ନିରାଶ ହୋଇ ନାହିଁ। ବରଂ ଏହି ଦୁଃଖକୁ ହସଖୁସିରେ ପରିଣତ କରିଦେଇଛି ପିଲାର […]

Fail

Fail

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 06:31 PM IST

Sports

Latest News

ଭୋପାଲ: ଯଦି କେହି ପିଲା ପରୀକ୍ଷାରେ ଫେଲ ହୁଏ ତେବେ ତା’ ମନରେ ଡର ଆସେ। ବିଶେଷ କରି ପରିବାର ଲୋକଙ୍କ ଠାରୁ ନିଜକୁ କେମିତି ବଞ୍ଚାଇବ ସେହି ଚିନ୍ତାରେ ସେ ଘାରି ହୋଇଥାଏ। କିନ୍ତୁ ମଧ୍ୟପ୍ରଦେଶରେ ଏହାର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶ ବୋର୍ଡ଼ ପରୀକ୍ଷାରେ ଜଣେ ପିଲା ଫେଲ ହେବା ପରେ ମଧ୍ୟ ଏଥିରେ ତା’ର ବାପା ନିରାଶ ହୋଇ ନାହିଁ। ବରଂ ଏହି ଦୁଃଖକୁ ହସଖୁସିରେ ପରିଣତ କରିଦେଇଛି ପିଲାର ବାପା। ପୁଅ ପରୀକ୍ଷାରେ ଫେଲ ହୋଇଥିଲେ ବି ତା’ର ବାପା ଜୋରଦାର ଉତ୍ସବ ପାଳନ କରି ଏହାକୁ ସ୍ୱାଗତ କରିଛି ।

ଏମିତି ସେଲିବ୍ରେସନ କୌଣସି ସଫଳତା ହାସଲକୁ ନେଇ ଆୟୋଜନ ହେଉ ନଥିବ। ପିଲାଟି ଦଶମ ପରୀକ୍ଷାରେ ଫେଲ ହୋଇଥିବା ଜାଣିବା ପରେ ମଧ୍ୟ ତାର ବାପା ଏହି ଫଳାଫଳକୁ ସକାରାତ୍ମକ ଭାବେ ଗ୍ରହଣ କରିଛି। ଏଥିପାଇଁ ଉତ୍ସବର ଆୟୋଜନ ହୋଇଥିଲା। ବାଜାବାଣ ରୋଶଣୀ କମ୍ପିଥିଲା ପରିବାର। ଖାଲି ସେତିକି ନୁହଁ ଭୋଜିଭାତ ଓ ନାଚଗୀତର ମଧ୍ୟ ଆୟୋଜନ କରାଯାଥିଲା। ଆଉ ପଡ଼ୋଶୀଙ୍କୁ ମିଠା ବଣ୍ଟାଯାଇଥିଲା। ବାପାର ନାଁ ସୁରେନ୍ଦ୍ର ବ୍ୟାସ ହୋଇଥିବା ବେଳେ ପୁଅର ନାଁ ହେଉଛି ଆସୁ ବ୍ୟାସ।  ତେବେ ଏମିତି ଉତ୍ସବ ଆୟୋଜନକୁ ନେଇ ପଡ଼ୋଶୀ ଆଶ୍ଚର୍ଯ୍ୟ ହୋଇଯାଥିଲେ। ଏନେଇ ପିଲାର ବାପା ସୁରେନ୍ଦ୍ର ପ୍ରତିକ୍ରୀୟା ରଖିଥିଲେ। କହିଥିଲେ ମୁଁ ଯେତେବେଳେ ଶୁଣିବାକୁ ପାଇଲି ମୋ ପୁଅ ୬ଟି ବିଷୟରୁ ୪ଟିରେ ଫେଲ ହୋଇଯାଇଛି ସଙ୍ଗେ ସଙ୍ଗେ ଘରେ ପାର୍ଟି ଆୟୋଜନର ଘୋଷଣା କରିଦେଲି। କାରଣ ମୁଁ ଭାବିଲି  ମୋ ପୁଅକୁ ପ୍ରେରଣା(ମୋଟିଭେଟ) ଯୋଗାଇବାର ଏହାଠାରୁ ଅନ୍ୟ କିଛି ଭଲ ଉପାୟ ହୋଇ ନ ପାରେ।

କାରଣ ଫେଲ ହୋଇଯିବା ପରେ ମୋ ପୁଅ କାଳେ ଆତ୍ମହତ୍ୟା  କରିବା ନେଇ ନିଷ୍ପତ୍ତି ନେଇପାରେ ସେନେଇ ମୁଁ  ଚିନ୍ତିତ ଥିଲି । ସେ କହିଛନ୍ତି ଯେ,ଅନେକ ସମୟରେ ଦେଖାଯାଏ ଯେ, ପିଲାମାନେ କୌଣସି ପରୀକ୍ଷାରେ ଫେଲ ହୋଇଗଲେ ଆତ୍ମହତ୍ୟା କରିଦିଅନ୍ତି। ଏହା କରି ସେମାନେ ନିଜର କ୍ଷତି କରାନ୍ତି। ସେମାନେ ଭାବନ୍ତି ଯେ, ପରୀକ୍ଷାରେ ଫେଲ ହେଲାମାନେ ଆଉ କୌଣସି ଜୀବନ ହିଁ ନାହିଁ। ତେଣୁ ସେ ବିଜୟ ନୁହେଁ ପରାଜୟର ଉତ୍ସବ ପାଳନ କରି ସମାଜକୁ କିଛି ବାର୍ତ୍ତା ଦେବାକୁ ଚାହିଁଛନ୍ତି। ଯେଉଁ ପିଲାମାନେ ପରୀକ୍ଷାରେ ଫେଲ ହେଉଛନ୍ତି ସେମାନେ କିମ୍ବା ସେମାନଙ୍କ ଅଭିଭାବକ ବିଚଳଳିତ ହେବା ଆବଶ୍ୟକ ନୁହେଁ। କାରଣ ଦଶମ ବୋର୍ଡ଼ ପରୀକ୍ଷା ଜୀବନର ଶେଷ ପରୀକ୍ଷା ନୁହେଁ ବୋଲି ତାଙ୍କର ମତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story