ଅଙ୍ଗ ସାନ ସୁ କି ଓ ମିଆଁମାର ରାଷ୍ଟ୍ରପତି ଗିରଫ!

ନୂଆଦିଲ୍ଲୀ: ମିଆଁମାରରେ ଶାସନରେ ଥିବା ସରକାରରେ ଫାଟ। ମିଆଁମାରର ସବୁଠୁ ବଡ ନେତା ଅଙ୍ଗ ସାନ ସୁ କି ଓ ରାଷ୍ଟ୍ରପତି  ବିନ୍‌ ମିଣ୍ଟ ଏବଂ ଶାସନରେ ଥିବା ଅନ୍ୟ ବରିଷ୍ଠ ଦଳର ନେତାଙ୍କ ଘରେ ଆଜି ଭୋରୁ ଚଢ଼ାଉ କରି ସେମାନଙ୍କୁ ଅଟକ ରଖିଛି ମିଆଁମାର ସେନା। ଏନେଇ ଶାସନରେ ଥିବା ନ୍ୟାଶନାଲ ଲିଗ୍‌ ଫର ଡେମୋକ୍ରାସିର ଜଣେ ମୁଖପାତ୍ର ସୂଚନ ଦେଇଛନ୍ତି। ତେବେ କିଛି ଆର୍ନ୍ତଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ତାଙ୍କୁ ସେନା ଗିରଫ […]

su ki

su ki

Madhupriya Mistry
  • Published: Monday, 01 February 2021
  • Updated: 01 February 2021, 10:30 AM IST

ନୂଆଦିଲ୍ଲୀ: ମିଆଁମାରରେ ଶାସନରେ ଥିବା ସରକାରରେ ଫାଟ। ମିଆଁମାରର ସବୁଠୁ ବଡ ନେତା ଅଙ୍ଗ ସାନ ସୁ କି ଓ ରାଷ୍ଟ୍ରପତି  ବିନ୍‌ ମିଣ୍ଟ ଏବଂ ଶାସନରେ ଥିବା ଅନ୍ୟ ବରିଷ୍ଠ ଦଳର ନେତାଙ୍କ ଘରେ ଆଜି ଭୋରୁ ଚଢ଼ାଉ କରି ସେମାନଙ୍କୁ ଅଟକ ରଖିଛି ମିଆଁମାର ସେନା। ଏନେଇ ଶାସନରେ ଥିବା ନ୍ୟାଶନାଲ ଲିଗ୍‌ ଫର ଡେମୋକ୍ରାସିର ଜଣେ ମୁଖପାତ୍ର ସୂଚନ ଦେଇଛନ୍ତି। ତେବେ କିଛି ଆର୍ନ୍ତଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ତାଙ୍କୁ ସେନା ଗିରଫ କରିଥିବା ସୂଚନା ମିଳିଛି। ଏଥିସହ ସେନା ବର୍ଷକ ପାଇଁ ମିଆଁମାରେ ଜରୁରୀକାଳିନୀ ପରିସ୍ଥିତି ଘୋଷଣା କରିଥିବା ଜଣାପଡିଛି। ବେସାମରିକ ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାର କିଛି ଦିନ ମଧ୍ୟରେ ଏଭଳି ଘଟଣା ଘଟିଛି।

ଏନ୍‌ଏଲ୍‌ଡିର ମୁଖପାତ୍ର ଦେଇଥିବା ସୂଚନା ଅନୁଯାୟୀ, ସରକାର ଏବଂ ଶକ୍ତିଶାଳୀ ସେନା ମଧ୍ୟରେ ବଢ଼ି ଚାଲିଥିବା ତିକ୍ତତାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯାହାକି ନିର୍ବାଚନ ପରେ ଆରମ୍ଭ ହୋଇଯାଇଥିଲା । ଗତ ନଭେମ୍ବର ମାସରେ ଅନୁଷ୍ଠିତ ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଥିବା କଥା ସେନା ଅଭିଯୋଗ କରିଥିଲା। ତେଣୁ, ନିର୍ବାଚନ ପରେ ସେନା ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ନେବାର ଆଶଙ୍କା ଉପୁଜି ଥିଲା। ଏହି ନିର୍ବାଚନରେ ଏନଏଲଡି ଏକ ବଡ଼ ବିଜୟ ହାସଲ କରିଥିଲା, କିନ୍ତୁ ସେହି ଦିନଠାରୁ ଏହାର ବିଜୟରେ ସନ୍ଦେହ ଦେଖାଦେଇଥିଲା। ମିଆଁମାରର ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା। ଏହାପୂର୍ବରୁ ସେନା ବଡ଼ ନେତାମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଏନ୍‌ଏଲ୍‌ଡି’ ମୁଖପାତ୍ର ମିଓ ନ୍ୟୁଣ୍ଟ୍‌ ‘ରଏଟର୍ସ’କୁ କହିଛନ୍ତି ଯେ, ଆଜି ସକାଳୁ ଚଢ଼ାଉରେ ସୁ କି, ରାଷ୍ଟ୍ରପତି ଓ୍ଵିନ୍‌ ମିଣ୍ଟ ଏବଂ ଅନ୍ୟ ନେତାମାନଙ୍କୁ ଉଠାଇ ନିଆଯାଇଛି। ଆମ ଲୋକମାନଙ୍କୁ କହିବାକୁ ଚାହେଁ, ସେମାନେ ଅଧୈର୍ଯ୍ୟ ହୋଇ ହଠାତ୍‌ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ଆଇନ ଅନୁସାରେ କାମ କରନ୍ତୁ। ଏହାଛଡ଼ା, ତାଙ୍କୁ (ମୁଖପାତ୍ର) ମଧ୍ୟ ଗିରଫ କରାଯାଇ ପାରେ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ୧୦ ବର୍ଷ ପୂର୍ବରୁ ମିଆଁମାରରେ ସେନା ଶାସନ କରୁଥିଲେ । ପରେ ଗଣତନ୍ତ୍ର ନିମନ୍ତେ ସଂଗ୍ରାମ ଚଳାଇ ଦଶନ୍ଧି ଦଶନ୍ଧି ଧରି ଗୃହବନ୍ଦୀ ଥିବା ନୋବେଲ୍‌ ବିଜୟିନୀ ୭୫ ବର୍ଷୀୟ ସୁ କି ୨୦୧୫ରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିଥିଲେ। ଗଣତନ୍ତ୍ର ପାଇଁ ସଂଗ୍ରାମ ତାଙ୍କୁ ଆନ୍ତର୍ଜାତିକସ୍ତରରେ ସୁପରିଚିତ କରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story