କେବେ କରିଥିଲେ ଆଧାରକାର୍ଡ: ଶୀଘ୍ର କରି ନିଅନ୍ତୁ ଫିଙ୍ଗର ପ୍ରିଣ୍ଟ ଅପଡେଟ୍, ନଚେତ୍ ହୋଇ ପାରନ୍ତି ହଇରାଣ

ନୂଆଦିଲ୍ଲୀ:ବ୍ୟାଙ୍କରେ ଖାତା ଖୋଲିବା ହେଉ ବା ନୂଆ ପାନକାର୍ଡ କିମ୍ୱା ଘରକୁ ନୂଆ ଗ୍ୟାସ ସଂଯୋଗ ନେବାକୁ ଏବେ ଆଧାରକାର୍ଡ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଆଧାରକାର୍ଡକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଧାରକାର୍ଡ ଥିବା ସମସ୍ତ ବ୍ୟକ୍ତି ଏହି ତଥ୍ୟ ବିଷୟରେ ଜାଣିବା ଆବଶ୍ୟକ। ୟୁନିକ୍ ଆଇଡେଣ୍ଟିଫିକେସନ ଅଫ ଇଣ୍ଡିଆର ନିୟମ ମୁତାବିକ ଆଧାର କାର୍ଡ ଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରତି ପାଞ୍ଚ ବର୍ଷରେ ଫିଙ୍ଗର ପ୍ରିଣ୍ଟ ଅପଡେଟ୍ କରିବା ନିହାତି ଆବଶ୍ୟକ। ଆଧାରକାର୍ଡକୁ […]

adhar

adhar

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 04:36 PM IST

Sports

Latest News

ନୂଆଦିଲ୍ଲୀ:ବ୍ୟାଙ୍କରେ ଖାତା ଖୋଲିବା ହେଉ ବା ନୂଆ ପାନକାର୍ଡ କିମ୍ୱା ଘରକୁ ନୂଆ ଗ୍ୟାସ ସଂଯୋଗ ନେବାକୁ ଏବେ ଆଧାରକାର୍ଡ ଅପରିହାର୍ଯ୍ୟ ହୋଇପଡିଛି। ତେବେ ଆଧାରକାର୍ଡକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଧାରକାର୍ଡ ଥିବା ସମସ୍ତ ବ୍ୟକ୍ତି ଏହି ତଥ୍ୟ ବିଷୟରେ ଜାଣିବା ଆବଶ୍ୟକ। ୟୁନିକ୍ ଆଇଡେଣ୍ଟିଫିକେସନ ଅଫ ଇଣ୍ଡିଆର ନିୟମ ମୁତାବିକ ଆଧାର କାର୍ଡ ଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରତି ପାଞ୍ଚ ବର୍ଷରେ ଫିଙ୍ଗର ପ୍ରିଣ୍ଟ ଅପଡେଟ୍ କରିବା ନିହାତି ଆବଶ୍ୟକ।

ଆଧାରକାର୍ଡକୁ ପାଞ୍ଚ ବର୍ଷ ହେଲା ବୋଲି କିପରି ଜାଣିବେ

ପ୍ରତ୍ୟେକ ଆଧାର କାର୍ଡର ପଛ ପାର୍ଶ୍ୱରେ ଆଧାର କାର୍ଡ ପ୍ରଚଳନ ହୋଇଥିବାର ବର୍ଷ ଓ ତାରିଖ ଉଲ୍ଲେଖ ଥାଏ। ସେହି ତାରିଖ ଓ ବର୍ଷକୁ ହିସାବକୁ ନେଇ ଆଧାରକାର୍ଡକୁ ଅପଡେଟ୍ କରି ପାରିବେ।

କେତେବେଳେ ହେବ ସମସ୍ୟା

ବିଭିନ୍ନ ସରକାରୀ ଯୋଜନା ସର୍ଭରରେ ଆଧାରକାର୍ଡ ସର୍ଭରକୁ ଲିଙ୍କ କରାଯାଇଛି। ଯଦି କିଛି ସରକାରୀ ଯୋଜନା ପାଇଁ ପାଞ୍ଚ ବର୍ଷର ପୁରୁଣା ଆଧାରକାର୍ଡ ଜମା କରିବେ ତେବେ ଏହାର ଷ୍ଟାଟସ୍ ହେଖାଇବ ନାହିଁ। ଏଭଳି କ୍ଷେତ୍ରରେ ଆଧାରକାର୍ଡ ଅପଡେଟ୍ କରିବା ପାଇଁ ମୋବାଇଲକୁ ମେସଜେ ମାଧ୍ୟମରେ ଜଣାଇ ଦିଆଯିବ।

ମୋବାଇଲ ସିମ ପାଇଁ ମଧ୍ୟ ଆଧାର ବାଧ୍ୟ

ଯଦି ଆପଣ ଭୋଟର କାର୍ଡ, ଡ୍ରାଇଭିଂ ଲାଇସେନ୍ସ କିମ୍ୱା ଅନ୍ୟ ପ୍ରମାଣ ପତ୍ର ଦେଇ ସିମ୍ କିଣିଛନ୍ତି ତେବେ ଏହାକୁ ଆଧାରକାର୍ଡ ସହ ଲିଙ୍କ କରନ୍ତୁ। ଯିଦଓ ଏବେ କୌଣସି ଟେଲିକମ୍ କଂପାନୀ ଏନେଇ ସମୟ ସୀମା ଜାରି କରି ନାହାନ୍ତି। ତେବେ ଆଗକୁ ଲିଙ୍କ କରିବାକୁ ନିଦ୍ଦେର୍ଶ ଜାରି କରି ପାରନ୍ତି।

ଆଧାରକାର୍ଡ ଅପଡେଟ୍ କରିବାକୁ କ’ଣ କରିବେ

ଆଧାରକାର୍ଡ ପ୍ରସ୍ତୁତ କରୁଥିବା ନିକଟସ୍ଥ କେନ୍ଦ୍ରକୁ ଯାଆନ୍ତୁ। ସାଥୀରେ କାର୍ଡକୁ ନେଇଥାନ୍ତୁ। ଯଦି କାର୍ଡ ନାହିଁ ତେବେ ଆଧାରକାର୍ଡ ନମ୍ୱରକୁ ନେଇ ଯାଆନ୍ତୁ। ସେଠାରେ ଏ ସଂପର୍କିତ ଏକ ଫର୍ମ ମିଳିବ। ଆବଶ୍ୟକ ତଥ୍ୟ ସହ ସେହି ଫର୍ମକୁ ପୂରଣ କରି ଦିଅନ୍ତୁ। ଯେଉଁମାନେ ୨୦୧୧-୧୨ରେ ଆଧାରକାର୍ଡ କରିଥିଲେ, ସେମାନେ ତୁରନ୍ତ ଯାଇ ନିଜ ଫିଙ୍ଗର ପ୍ରିଣ୍ଟକୁ ଅପଡେଟ୍ କରନ୍ତୁ। ଏହା ୟୁନିକ୍ ଆଇଡେଣ୍ଟିଫିକେସନ ଅଫ ଇଣ୍ଡିଆର ପୂର୍ବରୁ ନିୟମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story