ଅର୍ଥମନ୍ତ୍ରୀଙ୍କୁ ଭେଟି ଖବରକାଗଜ ସହ ସମାନ ଜିଏସ୍‌ଟି ପ୍ରସ୍ତାବ ଦେଲେ ଏନ୍‌ବିଏଫ୍‌ ସଦସ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନ୍ୟୁଜ୍‌ ବ୍ରଡକାଷ୍ଟର ଫେଡରେସନ୍‌ (ଏନ୍‌ବିଏଫ୍‌)ର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀଠାରେ ଏହି ଭେଟ ହୋଇଥିବା ସୂଚନା ମିଳିଛି। ଏହି ବୈଠକରେ ଏନ୍‌ବିଏଫ୍‌ ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀ, ଉପାଧ୍ୟକ୍ଷ ଜଗୀ ମଙ୍ଗତ ପଣ୍ଡା ଓ ସଞ୍ଜୀବ ନାରାୟଣ ଏବଂ ସାଧାରଣ ସମ୍ପାଦକ ଆର ଜୟକ୍ରିଷ୍ଣା ଉପସ୍ଥିତ ଥିଲେ। ଏନ୍‌ବିଏଫ୍‌ ସଦସ୍ୟମାନେ ଏହି ଅବସରରେ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ଟେଲିଭିଜନ୍‌ ନ୍ୟୁଜ୍‌ କ୍ଷେତ୍ରରେ ମଧ୍ୟ ଖବରକାଗଜ ସହ ସମାନ ପରିମାଣର […]

arnav

arnav

Subrat Kumar Nayak
  • Published: Friday, 17 January 2020
  • Updated: 17 January 2020, 06:52 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନ୍ୟୁଜ୍‌ ବ୍ରଡକାଷ୍ଟର ଫେଡରେସନ୍‌ (ଏନ୍‌ବିଏଫ୍‌)ର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀଠାରେ ଏହି ଭେଟ ହୋଇଥିବା ସୂଚନା ମିଳିଛି। ଏହି ବୈଠକରେ ଏନ୍‌ବିଏଫ୍‌ ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀ, ଉପାଧ୍ୟକ୍ଷ ଜଗୀ ମଙ୍ଗତ ପଣ୍ଡା ଓ ସଞ୍ଜୀବ ନାରାୟଣ ଏବଂ ସାଧାରଣ ସମ୍ପାଦକ ଆର ଜୟକ୍ରିଷ୍ଣା ଉପସ୍ଥିତ ଥିଲେ।

ଏନ୍‌ବିଏଫ୍‌ ସଦସ୍ୟମାନେ ଏହି ଅବସରରେ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ ଟେଲିଭିଜନ୍‌ ନ୍ୟୁଜ୍‌ କ୍ଷେତ୍ରରେ ମଧ୍ୟ ଖବରକାଗଜ ସହ ସମାନ ପରିମାଣର ଜିଏସ୍‌ଟି ଲାଗୁ ହେବ। ବର୍ତ୍ତମରନ ମୁଦ୍ରିତ ଗଣମାଧ୍ୟମ ବା ପ୍ରିଣ୍ଟ ପାଇଁ ୫% ଜିଏସ୍‌ଟି ଲାଗୁ ହେଉଛି। କିନ୍ତୁ ନ୍ୟୁଜ୍‌ ବ୍ରଡକାଷ୍ଟିଂ ପାଇଁ ୧୮% ଜିଏସ୍‌ଟି ଲାଗୁ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ଆଲୋଚନା ସମୟରେ ଅର୍ଣ୍ଣବ ଦେଶରେ ଟିଭି ନ୍ୟୁଜ୍‌ ବ୍ରଡକାଷ୍ଟିଂର ଗୁରୁତ୍ୱ ବିଷୟରେ କହିବା ସହ ଏହାର ବିଜନେସ୍‌ ମଡେଲ ପ୍ରିଣ୍ଟ ସହ ସମାନ ହେବା ଦରକାର ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ ଏନ୍‌ବିଏଫ୍‌ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବର ଏକ ନକଲ ଗ୍ରହଣ କରିଥିଲେ। ସେ ଏହି ପ୍ରସଙ୍ଗକୁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story