ଲାଇଭ୍‌ ଶୋ’ରେ ଆଙ୍କରଙ୍କ ଉପରେ ଖସିଲା ନିଆଁ ଗୋଳା, ଦେଖନ୍ତୁ ଭିଡିଓ

ଲାହୋର: ଟିଭି ଷ୍ଡୁଡିଓରେ ଲାଇଭ୍‌ ବିତର୍କ ବେଳେ ଜଣେ ଆଙ୍କର ସହ ଘଟିଛି ଅଜବ ଘଟଣା। ଲାଇଭ୍‌ ଶୋ’ ଚାଲିଥିବା ବେଳେ ହଠାତ୍‌ ଏକ ଜଳନ୍ତା ନିଆଁ ଗୋଳା ଆଙ୍କରଙ୍କ ଉପରେ ଖସି ପଡ଼ିଥିଲା। ଏଥିରୁ ରକ୍ଷା ପାଇବା ପାଇ ଆଙ୍କର ଜଣଙ୍କ ବିତର୍କରେ ସାମିଲ ଥିବା ଗେଷ୍ଟକୁ ଛାଡ଼ି ଦୌଡ଼ିଥିଲେ। ଏହି ଘଟଣାଟି ପାକିସ୍ତାନରେ ଘଟିଥିବା ବେଳେ ଏହାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ପାକିସ୍ତାନର ଏକ ଟିଭି ଚ୍ୟାନେଲ୍‌ରେ ଆତଙ୍କବାଦ ପ୍ରସଙ୍ଗରେ ଜଣେ […]

d

d

Hemant Lenka
  • Published: Friday, 07 December 2018
  • Updated: 07 December 2018, 04:01 PM IST

Sports

Latest News

ଲାହୋର: ଟିଭି ଷ୍ଡୁଡିଓରେ ଲାଇଭ୍‌ ବିତର୍କ ବେଳେ ଜଣେ ଆଙ୍କର ସହ ଘଟିଛି ଅଜବ ଘଟଣା। ଲାଇଭ୍‌ ଶୋ’ ଚାଲିଥିବା ବେଳେ ହଠାତ୍‌ ଏକ ଜଳନ୍ତା ନିଆଁ ଗୋଳା ଆଙ୍କରଙ୍କ ଉପରେ ଖସି ପଡ଼ିଥିଲା। ଏଥିରୁ ରକ୍ଷା ପାଇବା ପାଇ ଆଙ୍କର ଜଣଙ୍କ ବିତର୍କରେ ସାମିଲ ଥିବା ଗେଷ୍ଟକୁ ଛାଡ଼ି ଦୌଡ଼ିଥିଲେ। ଏହି ଘଟଣାଟି ପାକିସ୍ତାନରେ ଘଟିଥିବା ବେଳେ ଏହାର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ପାକିସ୍ତାନର ଏକ ଟିଭି ଚ୍ୟାନେଲ୍‌ରେ ଆତଙ୍କବାଦ ପ୍ରସଙ୍ଗରେ ଜଣେ ଆଙ୍କର ଅତିଥିମାନଙ୍କ ସହ ଆଲୋଚନା କରୁଥିଲେ। ଏହାର ସିଧାପ୍ରସାରଣ ମଧ୍ୟ ଚାଲିଥିଲା। ଏହି ବିତର୍କ କାର୍ଯ୍ୟକ୍ରମରେ ଆଙ୍କର ଜଣଙ୍କ ଷ୍ଡୁଡିଓରେ ଉପସ୍ଥିତ ଗେଷ୍ଟଙ୍କୁ ପ୍ରଶ୍ନ କରିଥିଲେ। ତେବେ ଏହି ସମୟରେ ହଠାତ୍‌ ଏକ ଜଳନ୍ତା ନିଆଁଗୋଳା ତାଙ୍କ ଉପରେ ଖସି ପଡ଼ିଥିଲା। ନିଆଁ କବଳରୁ ଆଙ୍କର ଜଣଙ୍କ ରକ୍ଷା ପାଇବା ପାଇଁ ସିଟ୍‌ ଛାଡ଼ି ତୁରନ୍ତ ଦୌଡ଼ି ପଳାଇଥିଲେ।

ଦେଖନ୍ତୁ ଭିଡିଓ
https://twitter.com/twitter/statuses/1070290987547811840

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story