ସୀମାରେ ଗୁଳିବର୍ଷଣ: ତିନି ସାଧାରଣ ନାଗରିକଙ୍କ ମୃତ୍ୟୁ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନ ପଟରୁ ଲଗାତାର ଗୁଳି ମାଡ଼ କରାଯାଉଛି। ମଙ୍ଗଳବାର ପାକ୍‌ ସେନାର ଗୁଳିରେ ସାମ୍ବା ଜିଲ୍ଲାର ରାମଗଢ ସେକ୍ଟରରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ଦୁଇ ଜଣ ଯୁବକ ଅଛନ୍ତି। ୮ ଜଣ ଲୋକ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ  ୬ଟା ୩୦ମିନିଟ୍‌ରୁ ଏଠାରେ ଅନ୍ତର୍ଜାତୀୟ ସୀମାରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ତେବେ ବିଏସ୍‌ଏଫ୍ ପକ୍ଷରୁ ଏହାର କଡ଼ା ଜବାବ […]

army_

army_

Rakesh Mallick
  • Published: Tuesday, 01 November 2016
  • Updated: 01 November 2016, 03:55 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନ ପଟରୁ ଲଗାତାର ଗୁଳି ମାଡ଼ କରାଯାଉଛି। ମଙ୍ଗଳବାର ପାକ୍‌ ସେନାର ଗୁଳିରେ ସାମ୍ବା ଜିଲ୍ଲାର ରାମଗଢ ସେକ୍ଟରରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ଦୁଇ ଜଣ ଯୁବକ ଅଛନ୍ତି। ୮ ଜଣ ଲୋକ ଆହତ ହୋଇଛନ୍ତି।

ଆଜି ସକାଳ ପ୍ରାୟ  ୬ଟା ୩୦ମିନିଟ୍‌ରୁ ଏଠାରେ ଅନ୍ତର୍ଜାତୀୟ ସୀମାରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ତେବେ ବିଏସ୍‌ଏଫ୍ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା।

ଅରନିଆରେ ବି ପାକିସ୍ତାନ ପଟରୁ ଗୁଳିମାଡ଼ ହୋଇଥିଲା। କଲାଳର ନୌସେରା ସେକ୍ଟରରେ ସକାଳ ସାଢ଼େ ପାଞ୍ଚଟାରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ପାକ୍ ସେନା ପକ୍ଷରୁ ଏଠାରେ ମୋର୍ଟର ମାଡ଼ କରାଯାଇଥିଲା। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story