ପୁଣି ସଫଳତା; ୬ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ପୁଲିସ୍ ଘଟଣାସ୍ଥଳରୁ ୬ଟି ବନ୍ଧୁକ ଓ ଅନେକ ଗୁଳି ଜବତ କରିଛି। ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ମୁସ୍ତାକ ମୀର୍‌ ଥିବା ଜଣାପଡ଼ିଛି। ତା’ ସହିତ ହିଜ୍‌ବୁଲ୍‌ର ଜିଲ୍ଲା କମାଣ୍ଡର ଅବ୍ବାସ, ହିଜ୍‌ବୁଲର ଜିଲ୍ଲା ଡେପୁଟି କମାଣ୍ଡର ୱସିମ୍ ୱାଗେ […]

srinagar

srinagar

Jitendra Garnayak
  • Published: Sunday, 25 November 2018
  • Updated: 25 November 2018, 12:27 PM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍‌କାଉଣ୍ଟର ହୋଇଥିଲା।

ପୁଲିସ୍ ଘଟଣାସ୍ଥଳରୁ ୬ଟି ବନ୍ଧୁକ ଓ ଅନେକ ଗୁଳି ଜବତ କରିଛି।

ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ମୁସ୍ତାକ ମୀର୍‌ ଥିବା ଜଣାପଡ଼ିଛି। ତା’ ସହିତ ହିଜ୍‌ବୁଲ୍‌ର ଜିଲ୍ଲା କମାଣ୍ଡର ଅବ୍ବାସ, ହିଜ୍‌ବୁଲର ଜିଲ୍ଲା ଡେପୁଟି କମାଣ୍ଡର ୱସିମ୍ ୱାଗେ ଓ ପାକିସ୍ତାନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଏହି ଅପରେସନ୍‌ରେ ସେନା, ସିଆର୍‌ପିଏଫ୍‌ ଓ ରାଜ୍ୟ ପୁଲିସ୍‌ର ଯବାନ ସାମିଲ ହୋଇଥିଲେ।

ଗତ ଶୁକ୍ରବାର ରାଜ୍ୟର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଥିଲେ। ସେନା ଓ ରାଜ୍ୟ ପୁଲିସ୍‌ ପକ୍ଷରୁ ଏହି ଏନ୍‌କାଉଣ୍ଟର କରାଯାଇଥିଲା।

ସେହିଭଳି ଗତ ମଙ୍ଗଳବାର ଶୋପିଆନ ଜିଲ୍ଲାର ନଦୀଗାମ୍‌ ଗାଁରେ ପୁଲିସ୍ ଓ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଅପରେସନ୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story