ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଜଣେ ଅଜଣା ଯାତ୍ରୀଙ୍କ ଶିଶୁକୁ ସ୍ତନ୍ୟପାନ କରାଇ ଚର୍ଚ୍ଚାରେ ଏବେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍। ନିଜ ଡ୍ୟୁଟିରୁ ବାହାରି ଏମିତି ମାନବିକତା ଦେଖାଇଥିବା ମହିଳାଙ୍କୁ ଏବେ ଭୁରି ଭୁରି ପ୍ରଶଂସା ମିଳୁଛି। ଏଥିସହ ସ୍ତନ୍ୟପାନ ସମୟର ଫଟୋ ସେଶାଲ୍ ମିଡ଼ିଆରେ ଭାଇରାଲ୍ ମଧ୍ୟ ହେଉଛି।
ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଜଣଙ୍କ ହେଉଛନ୍ତି ଫିଲିପିନ୍ସର ପେଟିସ୍ ଓରଗାନୋ। ପେଟିସ୍ଙ୍କ କହିବା ଅନୁଯାୟୀ, ‘ସବୁକିଛି ଠିକ୍ ଚାଲିଥିଲା। ହଠାତ୍ ଗୋଟେ ପିଲା କାନ୍ଦିବା ଆରମ୍ଭ କଲା। ପିଲା ଭୋକରେ କାନ୍ଦୁଥିଲା। ହେଲେ ଛୁଆଟିର ମା’ ପାଖରେ ଖୀର ପାଉଡର୍ ସରିଯାଇଥିଲା। ଫ୍ଲାଇଟ୍ ସପ୍ଲାଇ ପାଖରେ ମଧ୍ୟ କ୍ଷୀର ନ ଥିଲା। ଏଣୁ ମୁଁ ନିଜେ ଶିଶୁଟିକୁ ସ୍ତନ୍ୟପାନ କରାଇ କାନ୍ଦ ବନ୍ଦ କରାଇଥିଲି। କ୍ଷୀର ପିଇବା ପରେ ପିଲାଟି ଶୋଇପଡିଥିଲା।’
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପିଲାଙ୍କ ଅଣ୍ଡା ଚୋରି କରୁଛନ୍ତି ପ୍ରଧାନ ଶିକ୍ଷକ, ଆକ୍ସନ୍ ମୁଡ୍ରେ ଜିଲ୍ଲା ଶିକ୍ଷା ଅଧିକାରୀ
ପ୍ରଧାନ ଶିକ୍ଷକ ପିଲାଙ୍କ ପାଇଁ ଆସିଥିବା ଅଣ୍ଡା ଚୋରି କରି ବ୍ୟାଗ୍ରେ ଭର୍ତ୍ତି କରୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
National
ବ୍ରିଟେନରେ ପ୍ରେମିକାକୁ ମାରିଲେ, ଏବେ ଭାରତରେ କାଟିବେ ସଜା
୨୦୨୦ ମସିହାରେ ବ୍ରିଟେନରେ ନିଜ ପ୍ରେମିକାକୁ ହତ୍ୟା ମାମଲାରେ ଦୋଷୀ ପ୍ରେମିକକୁ ଭାରତକୁ ପ୍ରତ୍ୟାର୍ପଣ କରିଛି ବ୍ରିଟେନ୍ । ଏବେ ସୁରତର ଲାଜପୁର ସେଣ୍ଟ୍ରାଲ ଜେଲରେ ଅବଶିଷ୍ଟ ସଜା କାଟିବ ଅଭିଯୁକ୍ତ ।
National
ଏନ୍କାଉଣ୍ଟର, ଟଳିଲେ ୫ ଆତଙ୍କବାଦୀ
ସେହିପରି ଆତଙ୍କୀଙ୍କ ଗୁଳିମାଡ଼ରେ ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
National
ବୋଟ୍ରେ ନଥିଲା ଲାଇଫ୍ ଜ୍ୟାକେଟ୍, ନେଭି ଡ୍ରାଇଭର୍ଙ୍କ ବିରୋଧରେ FIR
ମୁମ୍ବାଇ ଗେଟ୍ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
National
କାର୍କୁ ପିଟିଲା ଟ୍ରକ୍; ୫ ମୃତ, ୫ ଗୁରୁତର
ଏକ ଟ୍ରକ୍ କାର୍କୁ ପିଟିବାରୁ ଘଟଣାସ୍ଥଳରେ ଏକ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି।