ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଯୋଗାଯୋଗ ବିଚ୍ଛିନ୍ନ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ  ବହୁ ସ୍ଥାନରେ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଶହ ଶହ ତୀର୍ଥଯାତ୍ରୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଉତ୍ତର କାଶ୍ମୀରରେ ଥିବା ଗଙ୍ଗୋତ୍ରୀ-ଗୋମୁଖ ନଦୀରେ ଅଚାନକ ବନ୍ୟା ପାଣି ଆସିବାରୁ ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ରାଜ୍ୟ ବନ ବିଭାଗ ଓ ବିପର୍ଯ୍ୟୟ ପ୍ରଶମନ ଦଳ। ରଶି ଲଗାଇ ନଦୀର ଗୋଟିଏ ପାର୍ଶ୍ୱରୁ  ଅନ୍ୟ ପାର୍ଶ୍ୱକୁ  ତୀର୍ଥଯାତ୍ରୀ ଓ ସାଧାରଣ  ଲୋକଙ୍କୁ ଉଦ୍ଧାର କରାଯାଇଛି। ବନ୍ୟା […]

flood in uttakhand

flood in uttakhand

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 03:57 PM IST

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ  ବହୁ ସ୍ଥାନରେ  ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଶହ ଶହ ତୀର୍ଥଯାତ୍ରୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି।

ଉତ୍ତର କାଶ୍ମୀରରେ ଥିବା ଗଙ୍ଗୋତ୍ରୀ-ଗୋମୁଖ ନଦୀରେ ଅଚାନକ ବନ୍ୟା ପାଣି ଆସିବାରୁ ଫସି ରହିଥିବା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ରାଜ୍ୟ ବନ ବିଭାଗ ଓ ବିପର୍ଯ୍ୟୟ ପ୍ରଶମନ ଦଳ। ରଶି ଲଗାଇ ନଦୀର ଗୋଟିଏ ପାର୍ଶ୍ୱରୁ  ଅନ୍ୟ ପାର୍ଶ୍ୱକୁ  ତୀର୍ଥଯାତ୍ରୀ ଓ ସାଧାରଣ  ଲୋକଙ୍କୁ ଉଦ୍ଧାର କରାଯାଇଛି।

ବନ୍ୟା ପ୍ଲାବିତ ଅଞ୍ଚଳରେ  ଉଦ୍ଧାର କାର୍ଯ୍ୟ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story