ଗୁଜରାଟରୁ ରାଜ୍ୟସଭା ଯିବେ ଜୟଶଙ୍କର!

ନୂଆଦିଲ୍ଲୀ: ମୋଦି-୨ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ଏସ୍‌ ଜୟଶଙ୍କରଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଛନ୍ତି, ହେଲେ ସେ କେଉଁ ରାଜ୍ୟରୁ ରାଜ୍ୟସଭାକୁ ଯିବେ, ତା’କୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି। କୁହାଯାଉଛି, ବିଜେପି ଜୟଶଙ୍କରଙ୍କୁ ମୋଦି-ଶାହଙ୍କ ଗଡ଼ ଗୁଜରାଟ୍‌ରୁ ରାଜ୍ୟସଭାକୁ ପଠାଇବ। ନିୟମ ଅନୁଯାୟୀ, ମନ୍ତ୍ରୀ ଭାବେ ଶପଥ ନେଇଥିବା ଜଣେ ବ୍ୟକ୍ତି ୬ ମାସ ମଧ୍ୟରେ ରାଜ୍ୟସଭା କିମ୍ବା ଲୋକସଭାକୁ ନିର୍ବାଚିତ ହେବା ଦରକାର। […]

l

l

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 08:08 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ଏସ୍‌ ଜୟଶଙ୍କରଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରଧାନମନ୍ତ୍ରୀ ତାଙ୍କୁ ନିଜ କ୍ୟାବିନେଟ୍‌ରେ ସ୍ଥାନ ଦେଇଛନ୍ତି, ହେଲେ ସେ କେଉଁ ରାଜ୍ୟରୁ ରାଜ୍ୟସଭାକୁ ଯିବେ, ତା’କୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି। କୁହାଯାଉଛି, ବିଜେପି ଜୟଶଙ୍କରଙ୍କୁ ମୋଦି-ଶାହଙ୍କ ଗଡ଼ ଗୁଜରାଟ୍‌ରୁ ରାଜ୍ୟସଭାକୁ ପଠାଇବ। ନିୟମ ଅନୁଯାୟୀ, ମନ୍ତ୍ରୀ ଭାବେ ଶପଥ ନେଇଥିବା ଜଣେ ବ୍ୟକ୍ତି ୬ ମାସ ମଧ୍ୟରେ ରାଜ୍ୟସଭା କିମ୍ବା ଲୋକସଭାକୁ ନିର୍ବାଚିତ ହେବା ଦରକାର। ନଚେତ୍‌ ସେ ଆଉ ମନ୍ତ୍ରୀ ପଦରେ ରହିପାରିବେ ନାହିଁ।

ସେହିପରି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶ୍ୱାନ ମଧ୍ୟ ଗୁଜରାଟ୍‌ରୁ ହିଁ ରାଜ୍ୟସଭାକୁ ଯିବେ। ଗୁଜରାଟରେ ବିଜେପି ସମସ୍ତ ୨୬ଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଛି। ରାମ ବିଲାସ ପାଶ୍ୱାନଙ୍କ ଏଲଜେପି ମଧ୍ୟ ବିହାରର ୬ଟି ଲୋକସଭା ଆସନ ଜିତିଛି।

ବିଜେପି ରାଜ୍ୟସଭାକୁ ଗୁଜରାଟରୁ ୨ ଜଣଙ୍କୁ ପଠାଇ ପାରିବ। ଏଥିପାଇଁ ୨ଟି ପଦବୀ ଖାଲି ରହିଛି। ଏହାର କାର୍ଯ୍ୟକାଳ ପ୍ରାୟ ୪ ବର୍ଷ ଲେଖାଏ ରହିଛି। ସେହିପରି ବିହାରରୁ ମଧ୍ୟ ବିଜେପି ଜଣଙ୍କୁ ରାଜ୍ୟସଭା ପଠାଇ ପାରିବ। ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅମିତ ଶାହ, ସ୍ମୃତି ଇରାନୀ ଓ ରବି ଶଙ୍କର ପ୍ରସାଦ ଏବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତେଣୁ ଏହି ୩ଟି ଆସନ ଖାଲି ରହିଛି। ସ୍ମୃତି ଇରାନୀ ଓ ଅମିତ ଶାହ ଗୁଜରାଟରୁ ରାଜ୍ୟସଭା ଯାଇଥିବା ବେଳେ ରବିଶଙ୍କର ପ୍ରସାଦ ବିହାରରୁ ସଂସଦର ଉଚ୍ଚ ସଦନକୁ ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story