କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟର ଜବାବ ଦେଲା ଭାରତ

ନୂଆଦିଲ୍ଲୀ: କଶ୍ମୀରରେ ମଧ୍ୟସ୍ଥି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ଇଚ୍ଛା ଜାହିର କରିଛନ୍ତି। ଏହି ଖବର ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଶ୍ମୀର ପ୍ରସଙ୍ଗରେ କେହି ମଧ୍ୟସ୍ଥତା କରିପାରିବେ ନାହିଁ ବୋଲି ବ୍ୟାଙ୍କକରେ କହିଛନ୍ତି। କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ତୃତୀୟ ପକ୍ଷ ଏଥିରେ ରହି ପାରିବେ ନାହିଁ ବୋଲି ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଆଜି […]

S-Jaishankar-and-Mike-Pompeo

S-Jaishankar-and-Mike-Pompeo

Subhransu Sekhar
  • Published: Friday, 02 August 2019
  • Updated: 02 August 2019, 03:25 PM IST

Sports

Latest News

ନୂଆଦିଲ୍ଲୀ: କଶ୍ମୀରରେ ମଧ୍ୟସ୍ଥି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିଜର ଇଚ୍ଛା ଜାହିର କରିଛନ୍ତି। ଏହି ଖବର ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କଶ୍ମୀର ପ୍ରସଙ୍ଗରେ କେହି ମଧ୍ୟସ୍ଥତା କରିପାରିବେ ନାହିଁ ବୋଲି ବ୍ୟାଙ୍କକରେ କହିଛନ୍ତି। କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗ ହୋଇଥିବାରୁ ତୃତୀୟ ପକ୍ଷ ଏଥିରେ ରହି ପାରିବେ ନାହିଁ ବୋଲି ଆମେରିକା ବୈଦେଶିକ ମନ୍ତ୍ରୀଙ୍କୁ ଆଜି ଅବଗତ କରାଇଛନ୍ତି ଶ୍ରୀ ଜୟଶଙ୍କର।

ସୂଚନାଯୋଗ୍ୟ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପୁଣିଥରେ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ "ମୁଁ ମଧ୍ୟସ୍ଥି କରିବି କି ନାହଁ ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ମୁଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିକଟରେ ଭେଟିଥିଲି। ଉଭୟ ମୋଦି ଏବଂ ଇମ୍ରାନ ଭଲ ଲୋକ।"

ଏହାପୂର୍ବରୁ କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆମେରିକା ଯାଇ ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହାପରେ ଟ୍ରମ୍ପ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ ଜି-୨୦ ଶିଖର ସମ୍ମିଳନୀରେ ପ୍ରସ୍ତାବ ଦେଇଥିଲେ। ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏହାପରେ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଚ କରିଥିଲା ଯେ ମୋଦି ଟ୍ରମ୍ପଙ୍କୁ କେବେ ବି କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବା ପାଇଁ କହି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story