ବାଥ୍‌ରୁମ୍‌ରେ ପଡ଼ିଗଲେ ଦେବେଗୌଡ଼ା

ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ପଡ଼ିଯିବାରୁ ଆହତ ହୋଇଛନ୍ତି। ଶନିବାର ବାଥ୍‌ରୁମ୍‌ରେ ସେ ପଡ଼ି ଯାଇଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ଏଥିପାଇଁ ଦୁଇ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଗାଧୁଆ ଘରେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଶ୍ରୀ ଜୟଦେବ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ କାର୍ଡିଓଭାସ୍କୁଲାର୍‌ ସାଇନ୍ସେସ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର MRI ସ୍କାନ୍‌, ECG ଓ ଇକୋ ଟେଷ୍ଟ୍‌ କରିଥିଲେ। […]

deve

deve

Rakesh Mallick
  • Published: Sunday, 03 February 2019
  • Updated: 03 February 2019, 12:12 PM IST
ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା ପଡ଼ିଯିବାରୁ ଆହତ ହୋଇଛନ୍ତି। ଶନିବାର ବାଥ୍‌ରୁମ୍‌ରେ ସେ ପଡ଼ି ଯାଇଥିଲେ। ତାଙ୍କ ଡାହାଣ ଆଣ୍ଠୁରେ ଆଘାତ ଲାଗିଥିଲା। ଏଥିପାଇଁ ଦୁଇ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।
ଗାଧୁଆ ଘରେ ପଡ଼ିଯିବା ପରେ ତାଙ୍କ ଗୋଡ଼ରେ ଯନ୍ତ୍ରଣା ହୋଇଥିଲା। ତାଙ୍କୁ ଶ୍ରୀ ଜୟଦେବ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ କାର୍ଡିଓଭାସ୍କୁଲାର୍‌ ସାଇନ୍ସେସ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କର MRI ସ୍କାନ୍‌, ECG ଓ ଇକୋ ଟେଷ୍ଟ୍‌ କରିଥିଲେ।
ମେଡ଼ିକାଲ୍‌ର ନିର୍ଦ୍ଦେଶକ ସି.ଏନ୍‌ ମଞ୍ଜୁନାଥଙ୍କ କହିବା ଅନୁସାରେ, ତାଙ୍କୁ ଗୁରୁତର ଆଘାତ ଲାଗିନାହିଁ। ସବୁ ଠିକ୍‌ ଅଛି। କେବଳ ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି। ଆଣ୍ଠୁରେ କୌଣସି ଫ୍ରାକ୍ଚର ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story