ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବି ଦୋହରାଇଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଚଳିତ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି। କେନ୍ଦ୍ରରୁ ମୋଦି-ଶାହ ଯୋଡ଼ିଙ୍କୁ ହଟାଇବା ପାଇଁ ନିର୍ବାଚନ ଫଳାଫଳ ପରେ ଯେ କୋଣସି ମେଣ୍ଟ ସହ ଆପ୍ ସାମିଲ ହେବ ବୋଲି ଦଳର ମୁଖ୍ୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି। ସମସ୍ତ ସାତ ଆସନରେ ଆମ୍ ଆଦମି ପାର୍ଟିର ପ୍ରାର୍ଥୀ ଜିତିଲେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ବୋଲି ଦଳ ପ୍ରତିଶୃତି ଦେଇଛି।   […]

AAP-manifesto-release-image-by-ThePrint-696x392

Subhransu Sekhar
  • Published: Thursday, 25 April 2019
  • Updated: 26 April 2019, 10:24 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଚଳିତ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି। କେନ୍ଦ୍ରରୁ ମୋଦି-ଶାହ ଯୋଡ଼ିଙ୍କୁ ହଟାଇବା ପାଇଁ ନିର୍ବାଚନ ଫଳାଫଳ ପରେ ଯେ କୋଣସି ମେଣ୍ଟ ସହ ଆପ୍ ସାମିଲ ହେବ ବୋଲି ଦଳର ମୁଖ୍ୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି। ସମସ୍ତ ସାତ ଆସନରେ ଆମ୍ ଆଦମି ପାର୍ଟିର ପ୍ରାର୍ଥୀ ଜିତିଲେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ବୋଲି ଦଳ ପ୍ରତିଶୃତି ଦେଇଛି।
 
ରାଜ୍ୟର ମାନ୍ୟତା ପାଇଲେ ଦିଲ୍ଲୀବାସୀ କଣ କଣ ପାଇବେ ସେ ନେଇ କେଜ୍ରିଓ୍ୱାଲ କହିଛନ୍ତି ସବୁ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇ ପାରିବ। ୮୫% ପିଲାଙ୍କୁ କଲେଜରେ ନାମଲେଖା ସୁବିଧା ମିଳିପାରିବ, କେନ୍ଦ୍ରର ପୁଲିସ ରାଜ୍ୟ ପୁଲିସ ନିକଟରେ ଉତ୍ତରଦାୟୀ ରହିବ। ଏହାଦ୍ୱାରା ଦିଲ୍ଲୀର ମହିଳା ସୁରକ୍ଷିତ ମନେ କରିବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି। ଦିଲ୍ଲୀବାସୀଙ୍କ ସହିତ ଦ୍ୱିତୀୟ ଶ୍ରେଣୀ ନାଗରିକ ଭଳି କେନ୍ଦ୍ର ବ୍ୟବହାର କରୁଛି ବୋଲି ଆପ୍ କହିଛି। ଏମସିଡି ରାଜ୍ୟ ସରକାରଙ୍କ ଅଧୀନକୁ ଆସିଲେ ଦିଲ୍ଲୀ ଆହୁରି ଅଧିକ ସ୍ୱଚ୍ଛ ରହିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story