କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ଜି. ପରମେଶ୍ୱର

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍‌ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ଏଥିପାଇଁ ବେଙ୍ଗଲୁରୁର କାନ୍ତିରବା ଷ୍ଟାଡିୟମରେ ଭବ୍ୟ ଆୟୋଜନ ହୋଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ ପାଇଁ ବିରୋଧୀମାନେ ମଧ୍ୟ ଏକାଠି ହେବାର ଯୋଜନା ରହିଛି। କୁମାରସ୍ୱାମୀଙ୍କ ସରକାରରେ ଦୁଇ ଜଣ କଂଗ୍ରେସ ନେତାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। କଂଗ୍ରେସ ନେତା ଜି. ପରମେଶ୍ୱରଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ କେ.ଆର. ରମେଶ କୁମାରକୁ ବାଚସ୍ପତି ପଦବୀ ମିଳିଛି। କୁମାରସ୍ୱାମୀଙ୍କ […]

g parameswara

g parameswara

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 09:10 PM IST

Sports

Latest News

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିଏସ୍‌ ବିଧାୟକ ଦଳ ନେତା ଏଚ.ଡି. କୁମାରସ୍ୱାମୀ। ଏଥିପାଇଁ ବେଙ୍ଗଲୁରୁର କାନ୍ତିରବା ଷ୍ଟାଡିୟମରେ ଭବ୍ୟ ଆୟୋଜନ ହୋଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ଶକ୍ତି ପ୍ରଦର୍ଶନ ପାଇଁ ବିରୋଧୀମାନେ ମଧ୍ୟ ଏକାଠି ହେବାର ଯୋଜନା ରହିଛି।

କୁମାରସ୍ୱାମୀଙ୍କ ସରକାରରେ ଦୁଇ ଜଣ କଂଗ୍ରେସ ନେତାଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି। କଂଗ୍ରେସ ନେତା ଜି. ପରମେଶ୍ୱରଙ୍କୁ ଉପମୁଖ୍ୟମନ୍ତ୍ରୀ ଏବଂ କେ.ଆର. ରମେଶ କୁମାରକୁ ବାଚସ୍ପତି ପଦବୀ ମିଳିଛି।

କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ତାଙ୍କ ମାଆ ସୋନିଆ ଗାନ୍ଧି ଉପସ୍ଥିତି ରହିବେ। ଏହାସହ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ଶପଥ ଗ୍ରହଣ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ରହିବାକୁ ସମ୍ମତି ଦେଇଛନ୍ତି।

ଏଥିସହିତ ବିଏସପି ମୁଖ୍ୟ ମାୟାବତୀ, ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ସିପିଏମ ମହାସଚିବ ସୀତାରାମ ୟେଚୁରୀ ବି ଉପସ୍ଥିତ ରହିବେ। ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଏକ ବୃହତ ମେଳି ପାଇଁ ବିରୋଧୀମାନେ ଏକାଠି ହେଉଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story