ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମୁଣ୍ଡବିନ୍ଧାର କାରଣ ପାଲଟିଛି ନୂଆ ଟ୍ରାଫିକ୍ ନିୟମ। ପ୍ରଚଳିତ ହୋଇଥିବା ନୂଆ ନିୟମ ଆଧାରରେ ନିୟମ ଭାଙ୍ଗିବା ପରେ ଗାଡ଼ି ଚାଳକମାନଙ୍କୁ ତଣ୍ଡ ଗଣିବାକୁ ପଡ଼ିବ। ନୂଆ ତଣ୍ଡ ବ୍ୟବସ୍ଥା ପୂର୍ବରୁ ଥିବା ତଣ୍ଡର ଦଶ ଗୁଣା ଅଧିକ। ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଟ୍ରାଫିକ୍ ପୁଲିସ୍ ଲୋକଙ୍କୁ ସଚେତନ କରାଇବା ପାଇଁ ଗଣେଶଙ୍କୁ ସିଟ୍ ବେଲ୍ଟ ପିନ୍ଧାଇବାର ଦୃଶ୍ୟ ସାମ୍ନାକୁ ଆସିଛି।
ସେଶାଲ୍ ମିଡିଆରେ ଏ ସମ୍ପର୍କିତ ଏକ ଫୋଟୋ ଭାଇରାଲ୍ ହେଉଛି। ଟ୍ରାଫିକ୍ ପୁଲିସ କର୍ମଚାରୀ ପାର୍ଶ୍ୱ ସିଟ୍ରେ ଗଣେଶଙ୍କୁ ବସାଇ ବିସର୍ଜନ ପାଇଁ ନେଉଛନ୍ତି, ଗଣେଶଙ୍କ ଦେହରେ ସିଟ୍ ବେଲ୍ଟ ଲଗାଯାଇଛି।ଏହାଦ୍ୱାରା ଲୋକମାନେ ସଚେତନ ହେବେ ବୋଲି ସେ କହିଛନ୍ତି।
ଘଟଣାଟି ମଧ୍ୟପ୍ରଦେଶ ମଦସୋରରେ ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସଂସଦରେ ମାରପିଟ ଘଟଣା; ରାହୁଲଙ୍କ ବିରୋଧରେ ରୁଜୁ ହେଲା ମାମଲା
ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଦୁଇ ବିଜେପି ସାଂସଦ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ଖଡଗେଙ୍କୁ ବିଜେପି ସାଂସଦ ଧକ୍କା ମାରିଥିବା ଅଭିଯୋଗ ବି ହୋଇଛି।
Accident
ଫେରିନି ମୋ ସାନ ଭାଇ...
ଡଙ୍ଗା ଦୁର୍ଘଟଣାରେ ଏବେ ବି ନିଖୋଜ ଥିବା ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି ହଂସରାମ ଭଟି। ହସ୍ପିଟାଲରୁ ହସ୍ପିଟାଲ ବୁଲି ସାନ ଭାଇକୁ ଖୋଜୁଛନ୍ତି ବଡ଼ ଭାଇ ଜୋଗାରାମ।
National
ବଢ଼ିଲା କେଟିଆରଙ୍କ ଅଡ଼ୁଆ: ଦୁର୍ନୀତି ନିବାରଣ ଶାଖା ରୁଜୁ କଲା ମାମଲା
ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା କିଛି ଦିନ ତଳେ କେଟିଆରଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଏସିବି ତାଙ୍କ ନାଁରେ ମାମଲା କରିଛି।
Politics
'ଦିନେ ତୁମେ ମୁଖ୍ୟମନ୍ତ୍ରୀ ହେବ'; ଅଜିତ ପାୱାରଙ୍କୁ କାହିଁକି କହିଲେ ଫଡନାବିସ୍?
ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଫଡନାବିସ। କହିଲେ ମହାୟୁତି ସରକାର ରାଜ୍ୟ ପାଇଁ ୨୪ ଘଣ୍ଟା କାମ କରିବ।
National
ଗର୍ଲଫ୍ରେଣ୍ଡ୍ ସହ ଫେରାର ହୋଇଗଲେ ୭ ମାସର ଗର୍ଭବତୀ, ସ୍ୱାମୀ ଜଳକା
୨୦୨୨ରେ ତାଙ୍କର ବିବାହ ହୋଇଥିଲା। ବାହାଘର ପୂର୍ବରୁ ମହିଳା ଜଣଙ୍କ ସମଲିଙ୍ଗୀ ଓ ତାଙ୍କର ଜଣେ ଗର୍ଲଫ୍ରେଣ୍ଡ ରହିଛନ୍ତି ବୋଲି ସେ ଜାଣିଥିଲେ। ତଥାପି ସବୁ ଜାଣି ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ।