ଅକ୍ଟୋବର-ଡିସେମ୍ୱରର ଅଭିବୃଦ୍ଧି ହାର ୪.୭ ପ୍ରତିଶତ

ନୂଆଦିଲ୍ଲୀ: ମାନ୍ଦାବସ୍ଥାରେ ଯୁଝି ହେଉଥିବା ଦେଶର ଆର୍ଥିକ ସ୍ଥିତିରେ ସେତେଟା ସୁଧାର ଆସିନି। ଆଜି ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ୱର)ର ଅଭିବୃଦ୍ଧି ହାର ପ୍ରକାଶ ପାଇଛି। ଯାହାକି ଦ୍ୱିତୀୟ ତ୍ରୈମାସିକ ଅଭିବୃଦ୍ଧି ହାରଠାରୁ .୨ ପ୍ରତିଶତ ଅଧିକ। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଅଭିବୃଦ୍ଧି ହାର ୪.୭ ପ୍ରତିଶତ ରହିଛି। ଦେଶରୁ ଅର୍ଥବ୍ୟବସ୍ଥାକୁ ଟ୍ରାକରେ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେତେଟା ସୁଫଳ ମିଳିନଥିବା ଦେଖିବାକୁ ମିଳିଛି। ଚଳିତ […]

gdp-new

gdp-new

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 06:41 PM IST

ନୂଆଦିଲ୍ଲୀ: ମାନ୍ଦାବସ୍ଥାରେ ଯୁଝି ହେଉଥିବା ଦେଶର ଆର୍ଥିକ ସ୍ଥିତିରେ ସେତେଟା ସୁଧାର ଆସିନି। ଆଜି ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ୱର)ର ଅଭିବୃଦ୍ଧି ହାର ପ୍ରକାଶ ପାଇଛି। ଯାହାକି ଦ୍ୱିତୀୟ ତ୍ରୈମାସିକ ଅଭିବୃଦ୍ଧି ହାରଠାରୁ .୨ ପ୍ରତିଶତ ଅଧିକ। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଅଭିବୃଦ୍ଧି ହାର ୪.୭ ପ୍ରତିଶତ ରହିଛି। ଦେଶରୁ ଅର୍ଥବ୍ୟବସ୍ଥାକୁ ଟ୍ରାକରେ ଆଣିବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେତେଟା ସୁଫଳ ମିଳିନଥିବା ଦେଖିବାକୁ ମିଳିଛି।

ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଚେମ୍ୱର) ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିଥିଲା। ଯାହାକି ସାଢ଼େ ୬ ବର୍ଷରେ ସବୁଠାରୁ କମ୍ ଅଭିବୃଦ୍ଧି ହାର ଥିଲା। ବର୍ଷେ ପୂର୍ବରୁ କିନ୍ତୁ ଜୁଲାଇ-ସେପ୍ଟେମ୍ୱରରେ ଦେଶର ଅଭିବୃଦ୍ଧି ହାର ୭ ପ୍ରତିଶତ ଥିଲା। ସେହିପରି ପ୍ରଥମ ତ୍ରୈମାସିକ (ଏପ୍ରିଲ୍-ମେ)ର ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା।

ଦେଶର ଅର୍ଥନୀତିକ ବିଶାରଦ କହିଛନ୍ତି, ଅଭିବୃଦ୍ଧି ହାରରେ .୨ ପ୍ରତିଶତ ବଢ଼ିବା ଦେଶର ଅର୍ଥନୀତି ପାଇଁ ଭଲ କଥା। ହେଲେ ଯେତେପର୍ଯ୍ୟନ୍ତ ଅଭିବୃଦ୍ଧି ହାର ୫ ପ୍ରତିଶତ ନହୋଇଛି ସେଯାଏ ଦେଶର ଅଭିବୃଦ୍ଧି ଛବି ଜଣାପଡ଼ିବ ନାହିଁ।

ତୃତୀୟ ତ୍ରୈମାସିକର ଅଭିବୃଦ୍ଧି ହାରକୁ ନେଇ ଜାପାନର ଆର୍ଥିକ ସର୍ଭେକ୍ଷଣ ସଂସ୍ଥା ନୋମୁରା ଏକ ରିପୋର୍ଟ ଦେଇଛି। ଦେଶର ଅଭିବୃଦ୍ଧି ହାର ଏହି ସମୟରେ ମାନ୍ଦା ରହିଛି। ତେଣୁ ଅଭିବୃଦ୍ଧି ହାର ୪.୩ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା ନୋମୁରା। ତେବେ ୨୦୨୦ର ପ୍ରଥମ ତ୍ରମୌସିକ ତଥା (୨୦୧୯-୨୦ର ଅନ୍ତିମ ତ୍ରମୌସିକ) ଅଭିବୃଦ୍ଧି ହାରରେ ସାମାନ୍ୟ ସୁଧାର ଆସି ୪.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି।

ଅଭିବୃଦ୍ଧି ହାର ବଢ଼ାଇବା ପାଇଁ ରିଜର୍ଭ ବ୍ୟାଙ୍କ ୧.୩୫ ପ୍ରତିଶତ ରେପୋ ରେଟ୍ କମାଇଛି। ଏହାପରେ ବି ଲୋକମାନେ ଋଣ ନେବାକୁ ଆଗ୍ରହ ପ୍ରକାଶ କରିନଥିବା ସୂଚନା ରହିଛି। କିନ୍ତୁ ମହଙ୍ଗା ଦର ୪ ପ୍ରତିଶତରୁ ଦୁଇ ଗୁଣା ବଢ଼ିଛି। ଶିଳ୍ପର ଅଭିବୃଦ୍ଧା ହାର ମଧ୍ୟ କମିଚି। ଏହି ସବୁ ସ୍ଥିତିକୁ ଦେଖି ଅକ୍ଟୋବର-ଡିସେମ୍ୱରର ଅଭିବୃଦ୍ଧି ହାର ସେତେଟା ଭଲ ରହିବ ନାହିଁ ବୋଲି ଆକଳନ କରାଯାଉଥିଲା।

ସୂଚନାଯୋଗ୍ୟ, ୨୦୧୮-୧୯ରେ ସରକାର ୨.୧୭ ଲକ୍ଷ କୋଟି ଆମଦାନୀ କରିଥିବା ବେଳେ ୨୦୧୯-୨୦ରେ ସରକାର ୩.୩୯ କୋଟି ଆମଦାନୀ କରିଛନ୍ତି। ସେହିପରି ଚଳିତ ଆର୍ଥିକ ବର୍ଷର ନଭେମ୍ୱର ସୁଦ୍ଧା ସରକାର ମୋଟ୍ ରାଜସ୍ୱ ୨.୧୪ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story