ଅକ୍ଟୋବର ୪ରେ ବଜାରକୁ ଆସିପାରେ ଗୁଗୁଲ୍‌ର ସେକେଣ୍ଡ ଜେନେରେସନ୍ Pixel ଫେ।ନ୍

ଲଣ୍ଡନ: ସାନ୍ ଫ୍ର।ନ୍ସିସ୍କୋ, ଆସନ୍ତା ଅକ୍ଟୋବର ମାସ ୪ ତାରିଖରେ ଗୁଗୁଲ୍ କମ୍ପାନୀ ଏହାର ସେକେଣ୍ଡ ଜେନେରେସନ୍ Pixel ଫେ।ନ୍ ଅଫିସିଆଲୀ ଲଞ୍ଚ୍ କରିବ ବୋଲି ଖବର ମିଳିଛି। ଏ ସଂପର୍କରେ କମ୍ପାନୀ ଖୁଲାସା କରିଛି। କମ୍ପାନୀ ତରଫରୁ ଏ ସଂପର୍କରେ ଏକ ଭିଡିଓ ଛଡ଼ାଯାଇଛି। ଯେଉଁଥିରେ ପରୋକ୍ଷରେ ସୂଚନା ଦିଇଯାଇଛି ଯେ, ସ୍ମାର୍ଟଫେ।ନ୍ ଧାରୀ ପ୍ରସ୍ତୁତ ରୁହନ୍ତୁ, ଆସନ୍ତା ଅକ୍ଟୋବର ୪ ତାରିଖରେ ସେମାନେ କିଛି ଖୁସି ଖବର ପାଇପାରନ୍ତି। ମୋବାଇଲ୍ ଓ ଅତ୍ୟାଧୁନିକ ଗାଜେଟ୍ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 05:55 PM IST

Sports

Latest News

ଲଣ୍ଡନ: ସାନ୍ ଫ୍ର।ନ୍ସିସ୍କୋ, ଆସନ୍ତା ଅକ୍ଟୋବର ମାସ ୪ ତାରିଖରେ ଗୁଗୁଲ୍ କମ୍ପାନୀ ଏହାର ସେକେଣ୍ଡ ଜେନେରେସନ୍ Pixel ଫେ।ନ୍ ଅଫିସିଆଲୀ ଲଞ୍ଚ୍ କରିବ ବୋଲି ଖବର ମିଳିଛି। ଏ ସଂପର୍କରେ କମ୍ପାନୀ ଖୁଲାସା କରିଛି। କମ୍ପାନୀ ତରଫରୁ ଏ ସଂପର୍କରେ ଏକ ଭିଡିଓ ଛଡ଼ାଯାଇଛି। ଯେଉଁଥିରେ ପରୋକ୍ଷରେ ସୂଚନା ଦିଇଯାଇଛି ଯେ, ସ୍ମାର୍ଟଫେ।ନ୍ ଧାରୀ ପ୍ରସ୍ତୁତ ରୁହନ୍ତୁ, ଆସନ୍ତା ଅକ୍ଟୋବର ୪ ତାରିଖରେ ସେମାନେ କିଛି ଖୁସି ଖବର ପାଇପାରନ୍ତି।

ମୋବାଇଲ୍ ଓ ଅତ୍ୟାଧୁନିକ ଗାଜେଟ୍ ଜଗତ ସଂପର୍କରେ ଖବର ରଖୁଥିବା, ଇଭାନ୍ ବ୍ଲାସ୍ ନାମକ ବ୍ୟକ୍ତି ପୂର୍ବରୁ ଗୁଗୁଲ୍‌ର ଏହି ନୂଆ ମୋବାଇଲ୍ ସେଟ୍ ଲଞ୍ଜ୍ ତାରିଖ ସଂପର୍କରେ ଏକ ଆନୁମାନିକ ଟ୍ୱିଟ୍ କରିଥିଲେ। ଏବେ ତାହା ସତ ହେବାକୁ ଯାଉଛି। ଗୁଗୁଲ୍‌ର ଏହି ସେକେଣ୍ଡ-ଜେନ୍ ପିକ୍ସେଲ୍ ହ୍ୟାଣ୍ଡସେଟ୍‌ରେ  ସ୍ନାପ୍‌ଡ୍ରାଗନ୍‌-୮୩୫ ଚିପ୍ ସେଟ୍ ପରି ଫିଚର ରହିବ ବୋଲି ଅନୁମାନ କରାଯାଉଛି। ଯେମିତି କି ଅନ୍ୟ ହାଇଫ।ଇ ଆଣ୍ଡ୍ରଏଡ୍ ସ୍ମାର୍ଟଫେ।ନ୍‌ରେ ରହେ। ଶୁଣାଯାଉଛି କମ୍ପାନୀ ଏହାର ନାଁ Pixel-2 ରଖିବ। ଅବଶ୍ୟ ଅଫିସିଆଲୀ ଏହାର ନାଁ ଘୋଷଣା କରାଯାଇ ନାହିଁ। ଏଥିରେ 4 GB Ram ରହିବ ଏବଂ ସ୍ମାର୍ଟଫେ।ନ୍ ଧାରୀଙ୍କୁ HTC କମ୍ପାନୀର U11  ସ୍ମାର୍ଟଫେ।ନ୍ ପରି ଏଥିରେ ସ୍କୁଇଜେବୁଲ୍ ପ୍ରେସର୍ ସେନ୍ସିଟିଭ୍ ସାଇଡ୍ ରହିବ। ଏଥିରେ ୱାଟର ଓ ଡଷ୍ଟ ରେଜିଷ୍ଟାନ୍ସ ବ୍ୟବସ୍ଥା ବି ରହିବ। କୁହାଯାଉଛି ଏହାର ଲୁକ୍ ସାମସଙ୍ଗ କମ୍ପାନୀର S8, S8+, Galaxy Note-8 ପରି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story