ଶହୀଦଙ୍କ ନାଁରେ ଶପଥ ନେଲେ କେଜ୍ରିୱାଲ୍‌ଙ୍କ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଇଥିବା ବେଳେ ତାଙ୍କ ସହିତ ୬ ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଗୋପାଳ ରାୟ ଅଛନ୍ତି। ସାଧାରଣତଃ ଈଶ୍ୱରଙ୍କ ନାଁରେ ସମସ୍ତେ ଶପଥ ନିଅନ୍ତି। କିନ୍ତୁ ଗୋପାଳ ରାୟ ଆଜି ଈଶ୍ୱରଙ୍କ ନାଁରେ ଶପଥ ନେଇ ନଥିଲେ। ସେ ଦେଶର ଶହୀଦଙ୍କ ନାଁରେ ଶପଥ ନେଇଥିଲେ। ଏହା ଶୁଣି ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୋପାଳ ରାୟ […]

gopalrai

gopalrai

Jitendra Garnayak
  • Published: Sunday, 16 February 2020
  • Updated: 16 February 2020, 03:02 PM IST

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେଇଥିବା ବେଳେ ତାଙ୍କ ସହିତ ୬ ଜଣ ମନ୍ତ୍ରୀ ବି ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ଗୋପାଳ ରାୟ ଅଛନ୍ତି। ସାଧାରଣତଃ ଈଶ୍ୱରଙ୍କ ନାଁରେ ସମସ୍ତେ ଶପଥ ନିଅନ୍ତି। କିନ୍ତୁ ଗୋପାଳ ରାୟ ଆଜି ଈଶ୍ୱରଙ୍କ ନାଁରେ ଶପଥ ନେଇ ନଥିଲେ। ସେ ଦେଶର ଶହୀଦଙ୍କ ନାଁରେ ଶପଥ ନେଇଥିଲେ। ଏହା ଶୁଣି ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଗୋପାଳ ରାୟ ବାବରପୁର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି। ସେ ୭୬, ୧୭୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ନରେଶ ଗୌର ୪୦,୯୦୮ ଖଣ୍ଡ ଭୋଟ୍ ପାଇଥିଲେ।

ଗୋପାଳ ରାୟ ଗତ ଥର ମଧ୍ୟ ଏହି ଆସନରୁ ଜିତିଥିଲେ ଓ କେଜ୍ରିୱାଲଙ୍କ କ୍ୟାବିନେଟ୍‌ର ସଦସ୍ୟ ହୋଇଥିଲେ। ସେ ଏଥର ବି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story