ଆନ୍ଦୋଳନରୁ ହଟିଲେ ୧୫ ହଜାର ଚାଷୀ

ନୂଆଦିଲ୍ଲୀ: ଚାଷୀଙ୍କ ୧୫ ଦଫା ଦାବିରୁ ୫ଟି ଦାବିରେ ରାଜି ହେଲେ କେନ୍ଦ୍ର ସରକାର। ଏହାପରେ ଆନ୍ଦୋଳନ ସାମୟିକ ଭଙ୍ଗ କରିଛନ୍ତି ଉତ୍ତର ପ୍ରଦେଶର ଶାହାରଣପୁରରୁ ପଦଯାତ୍ରା କରି ଦିଲ୍ଲୀ ପହଞ୍ଚିଥିବା ୧୫ ହଜାର ଚାଷୀ। ଆଗାମୀ ଦାବି ବାବଦରେ ୧୦ ଦିନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ଭାରତୀୟ କିଷାନ ସଙ୍ଗଠନର ପୁରଣ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧୭ରେ ଉତ୍ତର ପ୍ରଦେଶର ଶାହାରଣପୁରରୁ ୧୫ ହଜାର ଚାଷୀ ପଦଯାତ୍ରା କରି ଦିଲ୍ଲୀ […]

FARMER delhi

FARMER delhi

Subhransu Sekhar
  • Published: Saturday, 21 September 2019
  • Updated: 21 September 2019, 06:26 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀଙ୍କ ୧୫ ଦଫା ଦାବିରୁ ୫ଟି ଦାବିରେ ରାଜି ହେଲେ କେନ୍ଦ୍ର ସରକାର। ଏହାପରେ ଆନ୍ଦୋଳନ ସାମୟିକ ଭଙ୍ଗ କରିଛନ୍ତି ଉତ୍ତର ପ୍ରଦେଶର ଶାହାରଣପୁରରୁ ପଦଯାତ୍ରା କରି ଦିଲ୍ଲୀ ପହଞ୍ଚିଥିବା ୧୫ ହଜାର ଚାଷୀ। ଆଗାମୀ ଦାବି ବାବଦରେ ୧୦ ଦିନ ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ଭାରତୀୟ କିଷାନ ସଙ୍ଗଠନର ପୁରଣ ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧୭ରେ ଉତ୍ତର ପ୍ରଦେଶର ଶାହାରଣପୁରରୁ ୧୫ ହଜାର ଚାଷୀ ପଦଯାତ୍ରା କରି ଦିଲ୍ଲୀ ଆସିଥିଲେ। ଗତକାଲି ନୋଏଡାରେ ପହଞ୍ଚିବା ପରେ ଆଜି ସକଳେ ଦିଲ୍ଲୀ ଅଭିମୁଖେ ଆସିଥିଲେ। ଏହି ସମୟରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

https://twitter.com/ANI/status/1175347863456374784

ଏହାପରେ ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ କୃଷି ମନ୍ତ୍ରଣାଳୟକୁ ଆସି ନିଜର ଦାବି ବାବଦରେ ଜଣାଇଥିଲେ। ଏହାପରେ ୫ ଟି ଦାବିରେ କୃଷି ମନ୍ତ୍ରଣାଳୟ ରାଜି ହେବା ପରେ ସାମୟିକ ଆନ୍ଦୋଳନ ଭଙ୍ଗ କରିଛନ୍ତି।

ଭାରତ କିଷାନ ୟୁନିଅନର ଚାଷୀ ମାନେ ଯେଉଁ ସବୁ ଦାବି ଉପସ୍ଥାପନ କରିଛନ୍ତି ସେଗୁଡ଼ିକ ହେଲା

  • ସମସ୍ତ ପ୍ରଦୂଷିତ ନଦୀ ଗୁଡ଼ିକ ପୁଣି ଥରେ କାର୍ଯ୍ୟକ୍ଷମ ହେବ। ଯେଉଁମାନେ ପ୍ରଦୂଷଣ କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
  • ସମସ୍ତ ଚାଷୀଙ୍କ ଋଣ ଛାଡ଼ ହେବ। ତରଭୁଜ ଚାଷୀଙ୍କ ବକେୟା ଟଙ୍କା ୧୪ ଦିନ ମଧ୍ୟରେ ସୁଧା ହାର ସହିତ ଦିଆଯିବ।
  • ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ବିଦ୍ୟୁତ୍ ମାଗଣା ଯୋଗାଇ ଦେବାକୁ ଦାବି।
  • ଚାଷୀଙ୍କ ପାଇଁ ଯେଉଁ ବୀମା ହୋଇଛି ସେଥିରୁ ଚାଷୀଙ୍କ ପରିବାରକୁ ସାମିଲ୍ କରିବାକୁ ଦାବି।
  • ସ୍ୱାମୀନାଥନ କମିଶନଙ୍କ ରିପୋର୍ଟକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି।
  • ମାଗଣା ଶିକ୍ଷା ଏବଂ ଔଷଧ ସାରା ଦେଶରେ ଲାଗୁ କରିବା ପାଇଁ ଦାବି।
  • ଯେଉଁ ଚାଷ ଜମି ସରକାରଙ୍କ ଦ୍ୱାରା ଅଧିଗ୍ରହଣ କରିବାକୁ ଥିବ ସେସବୁ ଶୀଘ୍ର ଶେଷ କରିବା ପାଇଁ ଦାବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story