ଦେଶର ଅଭିବୃଦ୍ଧି ହାର ସଂଶୋଧନ କଲେ ସରକାର

ନୂଆଦିଲ୍ଲୀ: ରାତି ପାହିଲେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ଏହା ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୮ରୁ କମାଇ ୬.୧ ସଂଶୋଧିତ କରିଛନ୍ତି ସରକାର। ୩୧ ମାର୍ଚ୍ଚ ୨୦୧୯ରେ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହୋଇଥିଲା। ସେତେବେଳେ ସରକାର କହିଥିଲେ ଦେଶର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିଛି। ହେଲେ ଏବେ ଏହାକୁ ସଂଶୋଧନ କରି ୬.୧ ପ୍ରତିଶତ ବୋଲି କହିଛନ୍ତି ସରକାର। ଏହାବାଦ୍ ୨୦୧୭-୧୮ର […]

gdp

gdp

Subhransu Sekhar
  • Published: Friday, 31 January 2020
  • Updated: 31 January 2020, 09:40 PM IST

Sports

Latest News

ନୂଆଦିଲ୍ଲୀ: ରାତି ପାହିଲେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ଏହା ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୬.୮ରୁ କମାଇ ୬.୧ ସଂଶୋଧିତ କରିଛନ୍ତି ସରକାର।

୩୧ ମାର୍ଚ୍ଚ ୨୦୧୯ରେ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହୋଇଥିଲା। ସେତେବେଳେ ସରକାର କହିଥିଲେ ଦେଶର ଅଭିବୃଦ୍ଧି ହାର ୬.୮ ପ୍ରତିଶତ ରହିଛି। ହେଲେ ଏବେ ଏହାକୁ ସଂଶୋଧନ କରି ୬.୧ ପ୍ରତିଶତ ବୋଲି କହିଛନ୍ତି ସରକାର। ଏହାବାଦ୍ ୨୦୧୭-୧୮ର ଅଭିବୃଦ୍ଧି ହାର ୭.୨ ପ୍ରତିଶତରୁ କମାଇ ୭ ପ୍ରତିଶତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story