୩୫ ଲକ୍ଷ ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବେ ସରକାର

ଲକ୍ଷ୍ମୌ: ମହାମାରୀ କରୋନା ପ୍ରଭାବରେ ଦୋକାନା ବଜାର ସାଙ୍ଗକୁ ବ୍ୟବସାୟ ଠପ୍ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଦିନ ମଜୁରିଆ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି ଉତ୍ତର ପ୍ରଦେଶ ସରକାର। ମାସକୁ ହଜାରେ ଟଙ୍କା ଲେଖାଏଁ ରାଜ୍ୟର ୩୫ ଲକ୍ଷ ଲୋକଙ୍କୁ ଦିଆଯିବ ବୋଲି ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦୩ କୋଟି ଟଙ୍କାର ଆର୍ଥିକ ବୋଝ ନେବେ ସରକାର। ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି […]

DAILY WAGERS

DAILY WAGERS

Subhransu Sekhar
  • Published: Saturday, 21 March 2020
  • Updated: 21 March 2020, 06:06 PM IST

Sports

Latest News

ଲକ୍ଷ୍ମୌ: ମହାମାରୀ କରୋନା ପ୍ରଭାବରେ ଦୋକାନା ବଜାର ସାଙ୍ଗକୁ ବ୍ୟବସାୟ ଠପ୍ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଦିନ ମଜୁରିଆ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି ଉତ୍ତର ପ୍ରଦେଶ ସରକାର। ମାସକୁ ହଜାରେ ଟଙ୍କା ଲେଖାଏଁ ରାଜ୍ୟର ୩୫ ଲକ୍ଷ ଲୋକଙ୍କୁ ଦିଆଯିବ ବୋଲି ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦୩ କୋଟି ଟଙ୍କାର ଆର୍ଥିକ ବୋଝ ନେବେ ସରକାର। ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସରକାର କହିଛନ୍ତି।

ଏହି ୩୫ ଲକ୍ଷ ଲୋକଙ୍କ ମଧ୍ୟରେ ୨୦,୩୭,୦୦୦ ଦିନ ମଜୁରିଆ ଏବଂ ରିକ୍ସା ଚାଳକ ରହିଥିବା ବେଳେ ୧୫ ଲକ୍ଷ ଲୋକ ଛୋଟ ଦୋକାନ ଖୋଲି ବ୍ୟବସାୟ କରନ୍ତି। ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରି କହିଛନ୍ତି। ଯେଉଁମାନେ ଶ୍ରମ ବିଭାଗରେ ପଞ୍ଜିକରଣ କରିଥିବେ ସେମାନେ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାରା ଦେଶରେ ଏବେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ ୨୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉତ୍ତର ପ୍ରଦେଶରୁ କେବଳ ୨୪ ଜଣ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story