ସ୍ୱାଦ ଓ ଘ୍ରାଣ ଶକ୍ତି ହ୍ରାସ ପାଇଲେ ହେବ କରୋନା ଟେଷ୍ଟ!

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍ଷଣ ମଧ୍ୟରେ ଆଉ ଦୁଇଟି କଥାକୁ ସରକାର ସାମିଲ କରିବାକୁ ଯାଉଛନ୍ତି। ଯଦି କୌଣସି ବ୍ୟକ୍ତି ହଠାତ୍‌ ସ୍ୱାଦ ବାରିବାର ଶକ୍ତି କିମ୍ବା ଘ୍ରାଣ ଶକ୍ତି ହରାଇବେ, ତା’ହେଲେ ଏହାକୁ କରୋନା ଲକ୍ଷଣ ବୋଲି ଧରାଯିବ। ଏପରି କି ସଂପୃକ୍ତ ବ୍ୟକ୍ତିର କରୋନା ଟେଷ୍ଟ ମଧ୍ୟ କରାଯିବ। ଏସଂକ୍ରାନ୍ତରେ ସରକାର ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡ଼ିଛି। କରୋନା ପାଇଁ ଗଠିତ ଜାତୀୟ କୋଭିଡ ଟ୍ୟାକ୍ସ ଫୋର୍ସର ବୈଠକରେ ଏହି ଦୁଇ […]

bn

bn

Hemant Lenka
  • Published: Friday, 12 June 2020
  • Updated: 12 June 2020, 06:09 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍ଷଣ ମଧ୍ୟରେ ଆଉ ଦୁଇଟି କଥାକୁ ସରକାର ସାମିଲ କରିବାକୁ ଯାଉଛନ୍ତି। ଯଦି କୌଣସି ବ୍ୟକ୍ତି ହଠାତ୍‌ ସ୍ୱାଦ ବାରିବାର ଶକ୍ତି କିମ୍ବା ଘ୍ରାଣ ଶକ୍ତି ହରାଇବେ, ତା’ହେଲେ ଏହାକୁ କରୋନା ଲକ୍ଷଣ ବୋଲି ଧରାଯିବ। ଏପରି କି ସଂପୃକ୍ତ ବ୍ୟକ୍ତିର କରୋନା ଟେଷ୍ଟ ମଧ୍ୟ କରାଯିବ।

ଏସଂକ୍ରାନ୍ତରେ ସରକାର ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡ଼ିଛି। କରୋନା ପାଇଁ ଗଠିତ ଜାତୀୟ କୋଭିଡ ଟ୍ୟାକ୍ସ ଫୋର୍ସର ବୈଠକରେ ଏହି ଦୁଇ ଲକ୍ଷଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବୈଠକ ବେଳେ ଅନେକ ସଦସ୍ୟ ହଠାତ୍‌ ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇବାକୁ କରୋନାର ଲକ୍ଷଣ ଭାବେ ବିବେଚନା କରାଯିବା ସପକ୍ଷରେ ମତ ରଖିଥିଲେ। କରୋନା ଟେଷ୍ଟ କରାଇଥିବା ଲୋକମାନଙ୍କ ଶରୀରରେ ଏଭଳି ଲକ୍ଷଣ ବାରମ୍ବାର ଦେଖାଯାଉଥିବାରୁ ଏହାକୁ କରୋନା ଲକ୍ଷଣ ଶ୍ରେଣୀରେ ସାମିଲ କରାଯିବା ଦରକାର ବୋଲି ସେମାନେ କହିଛନ୍ତି।

ସାଧାରଣତଃ ଥଣ୍ଡା ବା ଫ୍ଲୁ ଜନିତ ରୋଗ ଥିଲେ ଲୋକମାନେ ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇଥାଆନ୍ତି। ଦେହରେ ଜ୍ୱର ଓ କାଶ ପୂର୍ବରୁ ବି ଏହି ଲକ୍ଷଣ ଦେଖାଯାଏ। ତେଣୁ କରୋନା ଅଧିକ ସଂକ୍ରମିତ ହୋଇ ଲକ୍ଷଣ ଦେଖାଇବା ପୂର୍ବରୁ ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇଥିବା ଲୋକଙ୍କର କରୋନା ଟେଷ୍ଟ କରାଯିବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story