ଧାନ ସହିତ ଅନ୍ୟ ଫସଲର ଏମଏସପି ବଢ଼ିବା ଦରକାର: ବାନାର୍ଜୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଏହାରି ଭିତରେ କୃଷି ସୁଧାର ନେଇ ମତ ରଖିଛନ୍ତି ଅର୍ଥନୀତିରେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ। ଧାନର ଏମଏସପି ଯେଉଁଭଳି ରହିଛି ଅନ୍ୟ ଫସଲର ଏମଏସପି ମଧ୍ୟ ସେଭଳି ବଢ଼ିବା ଦରକାର ବୋଲି ବାନାର୍ଜୀ କହିଛନ୍ତି। ବାନାର୍ଜୀ ଆହୁରି କହିଛନ୍ତି ଯେ “କୃଷି କ୍ଷେତ୍ରରେ ସଂସ୍କାର ଆବଶ୍ୟକ ରହିଛି। ହେଲେ କେନ୍ଦ୍ର ସରକାର ଯେଉଁ କୃଷି ସଂସ୍କାର କରିଛନ୍ତି ସେଥିରେ […]

abhijit-banerjee

abhijit-banerjee

Subhransu Sekhar
  • Published: Saturday, 02 January 2021
  • Updated: 02 January 2021, 05:58 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଏହାରି ଭିତରେ କୃଷି ସୁଧାର ନେଇ ମତ ରଖିଛନ୍ତି ଅର୍ଥନୀତିରେ ନୋବେଲ ବିଜେତା ଅଭିଜିତ ବାନାର୍ଜୀ। ଧାନର ଏମଏସପି ଯେଉଁଭଳି ରହିଛି ଅନ୍ୟ ଫସଲର ଏମଏସପି ମଧ୍ୟ ସେଭଳି ବଢ଼ିବା ଦରକାର ବୋଲି ବାନାର୍ଜୀ କହିଛନ୍ତି।

ବାନାର୍ଜୀ ଆହୁରି କହିଛନ୍ତି ଯେ “କୃଷି କ୍ଷେତ୍ରରେ ସଂସ୍କାର ଆବଶ୍ୟକ ରହିଛି। ହେଲେ କେନ୍ଦ୍ର ସରକାର ଯେଉଁ କୃଷି ସଂସ୍କାର କରିଛନ୍ତି ସେଥିରେ ଏମଏସପିରେ ଫସଲ ବିକ୍ରି କଲେ ଚାଷୀ କମ୍ ଲାଭ ପାଇବେ। ଫସଲ ବିକ୍ରି କରିବା ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ସେଥିରେ କିଛି ଲାଭରେ ରହିବେ ଆଉ କିଛି କ୍ଷତିରେ ରହିବେ। ସରକାର ଆବଶ୍ୟକ ପଡ଼ିଲେ କ୍ଷତି ସହୁଥିବା ଚାଷୀକୁ କ୍ଷତିପୂରଣ ଦେବାକୁ ଚେଷ୍ଟା କରିପାରନ୍ତି”।

ସେ ଆହୁରି କହିଛନ୍ତି, ଧାନ ଉତ୍ପାଦନ ପାଇଁ ପଞ୍ଜାବରୁ ପାଣି ଶେଷ ହୋଇଯିବ। ଅନୁମାନ କରାଯାଉଛି ଆଗାମୀ ୨୦ ବର୍ଷ ପରେ ପଞ୍ଜାବରେ ଆଉ ପାଣି ରହିବ ନାହିଁ। ଧାନର ଏମଏସପି ଅଧିକ ରହିଛି ବୋଲି ପଞ୍ଜାବରେ ଅଧିକାଂଶ ରୋଜଗାର ଆଶାରେ ଧାନ ଚାଷ କରୁଛନ୍ତି। ଅନ୍ୟ ଫସଲ ଗୌଣ ହେଉଛି। ତେଣୁ ଅନ୍ୟ ଫସଲକୁ ପ୍ରୋତ୍ସାହନ କରିବା ଦରକାର। ଏଥିପାଇଁ ଏହିସବୁ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର। ଏଭଳି ହେଲେ କୃଷି ସଂସ୍କାର ହୋଇପାରିବ। ଏମଏସପି ପ୍ରଣାଳୀ ଅପରିବର୍ତ୍ତିତ ରହିଲେ ସୁଧାର ଆସିବ ନାହିଁ।

ସୂଚନାଯୋଗ୍ୟ, କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ୩୮ ଦିନ ହେବ ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି। ତିନି କୃଷି ଆଇନକୁ ରଦ୍ଦ କରିବା ପାଇଁ ଚାଷୀ ଦାବି କରୁଛନ୍ତି। ଏହାରି ଭିତରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ୬ ଥର ବୈଠକ ହୋଇଛି। ହେଲେ ସମାଧାନର ବାଟ ବାହାରି ପାରି ନାହିଁ। ଜାନୁଆରୀ ୪ରେ ସପ୍ତମ ପର୍ଯ୍ୟାୟ ବୈଠକ ବସିବ। ଏହି ବୈଠକରେ ସମାଧାନର ବାଟ ବାହାରିବ ବୋଲି ଆଶା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story