ରାତି ପାହିବା ବେଳକୁ ନଥିବ ଚାକିରି ! ଆଇଟି ବଜାରରେ ଚଡ଼କ, ଚିନ୍ତାରେ କର୍ମଚାରୀ

ବେଙ୍ଗାଲୁର: IT ବଜାରରେ ଏବେ ଭାରତ ଏକ ନୂଆ ଶକ୍ତି ରୂପେ ଉଭା ହୋଇଛି। ଅନେକ କ୍ଷେତ୍ରରେ ମଧ୍ୟ ସଫଳତା ପାଇଛି। ତେଣୁ ଯୁବଗୋଷ୍ଠି ଆଇଟି ଉଦ୍ୟୋଗରେ ଚାକିରି ପାଇବା ପାଇଁ ବେଶ କସରତ୍ କରୁଛନ୍ତି। ଅଧିକ ଦରମା ସାଙ୍ଗକୁ ଏକ ସୁନ୍ଦର ଜୀବନ କାଟୁଛନ୍ତି  ଆଇଟି ଉଦ୍ୟୋଗରେ ଚାକିରି କରିଥିବା କର୍ମଚାରୀ ମାନେ। କିନ୍ତୁ ଏବେ ଆଇଟି ବଜାରରେ ପଡିଛି ଚଡ଼କ। ଏକ ବଡଧରଣର ପରିବର୍ତ୍ତନ ଆଡକୁ ମନ ବଳାଇଲେଣି ଦେଶର ବିଭିନ୍ନ ପ୍ରତିଷ୍ଠିତ ଆଇଟି […]

Young man dismissed by his employer

Young man dismissed by his employer

Rakesh Mallick
  • Published: Monday, 15 May 2017
  • Updated: 15 May 2017, 09:25 PM IST

Sports

Latest News

ବେଙ୍ଗାଲୁର: IT ବଜାରରେ ଏବେ ଭାରତ ଏକ ନୂଆ ଶକ୍ତି ରୂପେ ଉଭା ହୋଇଛି। ଅନେକ କ୍ଷେତ୍ରରେ ମଧ୍ୟ ସଫଳତା ପାଇଛି। ତେଣୁ ଯୁବଗୋଷ୍ଠି ଆଇଟି ଉଦ୍ୟୋଗରେ ଚାକିରି ପାଇବା ପାଇଁ ବେଶ କସରତ୍ କରୁଛନ୍ତି। ଅଧିକ ଦରମା ସାଙ୍ଗକୁ ଏକ ସୁନ୍ଦର ଜୀବନ କାଟୁଛନ୍ତି  ଆଇଟି ଉଦ୍ୟୋଗରେ ଚାକିରି କରିଥିବା କର୍ମଚାରୀ ମାନେ। କିନ୍ତୁ ଏବେ ଆଇଟି ବଜାରରେ ପଡିଛି ଚଡ଼କ। ଏକ ବଡଧରଣର ପରିବର୍ତ୍ତନ ଆଡକୁ ମନ ବଳାଇଲେଣି ଦେଶର ବିଭିନ୍ନ ପ୍ରତିଷ୍ଠିତ ଆଇଟି କମ୍ପାନୀ। ଏହିପାଇଁ ଆଇଟି କମ୍ପାନୀ ବହୁମାତ୍ରାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଯାହା ଏବେ ଆଇଟି ଚାକିରିଆଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏକ ଗବେଷଣା ସଂସ୍ଥା ଅନୁଯାୟୀ, ଭାରତରେ ଆଗାମୀ ୩ ବର୍ଷ ମଧ୍ୟରେ ଆଇଟି କମ୍ପାନୀ ଗୁଡିକ ପ୍ରାୟ ୮ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଛନ୍ତି। ତେଣୁ କେଉଁ ମୁହୂର୍ତ୍ତରେ କାହାର ଚାକିରି ଚାଲିଯିବ ତାକୁ ନେଇ ଚିନ୍ତାରେ ଆଇଟି ପ୍ରଫେସନାଲ୍‌।  ଇନଫୋସିସ୍, ୱିପ୍ରୋ, ଟେକ୍ ମହିନ୍ଦ୍ରା ଭଳି ବଡ ବଡ ଆଇଟି କମ୍ପାନୀ ଏଥିପାଇଁ ପ୍ରସ୍ତୁତି ପର୍ବ ମଧ୍ୟ ଏକରକମ ଆରମ୍ଭ କରି ସାରିଲେଣି।

ସମୟ ସାଙ୍ଗରେ ଟେକ୍ନୋଲୋଜିରେ ମଧ୍ୟ ପରିବର୍ତ୍ତନ ଆସିଛି ଆଇଟି କ୍ଷେତ୍ରରେ। ତେବେ ଟେକ୍ନୋଲୋଜି ସାଙ୍ଗରେ ତାଳ ଦେଇ ଚାଲି ପାରୁନାହାନ୍ତି ଆଇଟି ଉଦ୍ୟୋଗରେ କାମ କରୁଥିବା ପୂରୁଣା କର୍ମଚାରୀ। ତେଣୁ ନୂଆ ଦକ୍ଷ ଚେହେରାଙ୍କୁ ସାମ୍ନାକୁ ଆଣି ପୁରୁଣା କର୍ମଚାରୀଙ୍କୁ ଛଟେଇ କରୁଛନ୍ତି ଆଇଟି କମ୍ପାନୀ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଆଗରେ ମୁଣ୍ଡ ନୁଆଁଇଛି ଭାରତୀୟ ଆଇଟି ଉଦ୍ୟୋଗ।

Courtesy- Business standard

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story