ତିନି ଦିନ ପରେ ଲାଗୁ ହେବ GST: ସାଧାରଣ ଲୋକଙ୍କୁ ମିଳିବ ଫାଇଦା, ଟିକସ ଫାଙ୍କିଲେ ରହିଛି ଦଣ୍ଡ ବ୍ୟବସ୍ଥା

ଆସନ୍ତା ଜୁଲାଇ ୧ରୁ ଦେଶରେ ଲାଗୁ ହେବାକୁ ଯାଉଛି ଦ୍ରବ୍ୟ ଓ ସେବା କର ବା GST। ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ସାଙ୍ଗକୁ ଟିକସ କ୍ଷେତ୍ରରେ ସଂସ୍କାର ଲକ୍ଷ୍ୟରେ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଗୋଟିଏ ଦେଶ, ଗୋଟିଏ ଟିକସ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହେବ ଜିଏସଟି। ବାର୍ଷିକ ୨୦ ଲକ୍ଷ କାରବାର କରୁଥିବା ବ୍ୟବସାୟୀ  ଓ କ୍ଷୁଦ୍ର ବ୍ୟବସାୟୀମାନେ ଜିଏସଟି ପରିସରକୁ ଆସିବେ ନାହିଁ ତେବେ ଏହି […]

gst-bill-647_080316033418

gst-bill-647_080316033418

Rakesh Mallick
  • Published: Tuesday, 27 June 2017
  • Updated: 27 June 2017, 09:54 PM IST

Sports

Latest News

ଆସନ୍ତା ଜୁଲାଇ ୧ରୁ ଦେଶରେ ଲାଗୁ ହେବାକୁ ଯାଉଛି ଦ୍ରବ୍ୟ ଓ ସେବା କର ବା GST। ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ସାଙ୍ଗକୁ ଟିକସ କ୍ଷେତ୍ରରେ ସଂସ୍କାର ଲକ୍ଷ୍ୟରେ କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ଗୋଟିଏ ଦେଶ, ଗୋଟିଏ ଟିକସ ଜୁଲାଇ ୧ରୁ ସାରା ଦେଶରେ ଲାଗୁ ହେବ ଜିଏସଟି। ବାର୍ଷିକ ୨୦ ଲକ୍ଷ କାରବାର କରୁଥିବା ବ୍ୟବସାୟୀ  ଓ କ୍ଷୁଦ୍ର ବ୍ୟବସାୟୀମାନେ ଜିଏସଟି ପରିସରକୁ ଆସିବେ ନାହିଁ ତେବେ ଏହି ବ୍ୟବସାୟୀମାନେ ରାଜ୍ୟ ବାହାରେ ସାମଗ୍ରୀ ବିକ୍ରି କଲେ ଜିଏସଟି ପରିସର ଭୁକ୍ତ ହେବ। ଏଥିପାଇଁ ବ୍ୟବସାୟୀଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। ସେହିପରି ବାର୍ଷିକ ୭୫ ଲକ୍ଷ ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ କମ୍ପୋଜିସନ୍ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ ହେବ। ମାନ୍ୟୁଫାକଚର କ୍ଷେତ୍ରରେ ଷ୍ଟେଟ୍ ଜିଏସଟି ଓ ସେଣ୍ଟ୍ରାଲ ଜିଏସଟି ମିଶାଇ ୨ ପ୍ରତିଶତ ଟିକସ ଦେବାକୁ ପଡିବ। ସେହିପରି ଓ୍ୱାର୍କସ କଣ୍ଟ୍ରାକଟର ଏବଂ ରେସ୍ତୋରାଁ କ୍ଷେତ୍ରରେ SGST ଓ CGST ୫ ପ୍ରତିଶତ, ଅନ୍ୟ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ରୀୟ ଟିକସ ମିଶି ୧ ପ୍ରତିଶତ ଲାଗୁ ହେବ। ସେହିପରି ବିଭିନ୍ନ ସାମଗ୍ରୀ କ୍ଷେତ୍ରରେ ସେଣ୍ଟ୍ରାଲ୍ ଏକ୍ସାଇଜ, ଏଣ୍ଟ୍ରି ଟ୍ୟାକ୍ସ, ଭାଟ୍ , ବିକ୍ରି କର ଭଳି ପ୍ରାୟ ୧୭ ପ୍ରକାର ଟିକସ ବଦଳରେ ଏଣିକି ଗୋଟିଏ ପ୍ରକାର ଟିକସ ଲାଗୁ ହେବ। ପନିପରିବା, ଧାନ, ଚାଉଳ,ଫଳ, କ୍ଷୀର, ମାଛ, ଅଟା , ସୁଜି ଭଳି ଖାଦ୍ୟସାମଗ୍ରୀ ଜିଏସଟି ପରିସରରୁ ବାଦ୍ ରହିଥିବାକୁ ଏସବୁ ସାମଗ୍ରୀ ଶସ୍ତାହେବ।

GST କାଯର୍ୟକାରୀ ହେଲେ ଟିକସ ବ୍ୟବସ୍ଥାରେ ସଂସ୍କାର ସାଙ୍ଗକୁ ଟିକସ ଚୋରି ରୋକିବା ସହଜ ହେବ ବୋଲି ଆଶା କରାଯାଉଛି। ସେହପରି କାରବାର କ୍ଷେତ୍ରରେ ଭୁଲ୍ ତଥ୍ୟ ଦେବା, ଟିକସ ଫାଙ୍କିବା ପ୍ରମାଣ ମିଳିଲେ ଜିଏସଟି ଆଇନ ଅନୁସାରେ ଆର୍ଥିକ ଦଣ୍ଡ ସାଙ୍ଗକୁ ଜେଲ୍ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି।

ଷ୍ଟେଟ ଜିଏସଟି ଲାଗୁ କରିବା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ତେବେ ଜିଏସଟିରୁ କେତେ ଫାଇଦା ମିଳିବ ତାହା ଲାଗୁ ହେବା ପରେ ହିଁ ଜଣା ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story