ଗୁଜରାଟରେ ବଡ଼ ଧରଣ ଅଦଳବଦଳ ଯୋଜନାରେ ବିଜେପି

ରାଜକୋଟ: ଗୁଜରାଟରେ ବଡ ଧରଣର ଅଦଳବଦଳ କରିବାକୁ ଯୋଜନା କରୁଛି ବିଜେପି। ଏପରି କି ଆନନ୍ଦିବେନ୍‌ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ଭଳି ସୂଚନା ମିଳୁଛି। ଗୁଜରାଟରେ ରାଜନୈତିକ ସ୍ଥିତିକୁ ନେଇ ଓମ୍‌ ପ୍ରକାଶ ମାଥୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ବଡ଼ ଧରଣ ଅଦଳବଦଳ କରାଯିବା ପାଇଁ ପରାମର୍ଶ ଦିଆଯାଇଛି। ଗୁଜରାଟରେ ରାଜନୈତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ରିପୋର୍ଟ ମାଗିଥିଲେ। ଏହାପରେ ଓମ୍‌ […]

anandiben-patel

anandiben-patel

Rakesh Mallick
  • Published: Monday, 16 May 2016
  • Updated: 16 May 2016, 03:22 PM IST

Sports

Latest News

ରାଜକୋଟ: ଗୁଜରାଟରେ ବଡ ଧରଣର ଅଦଳବଦଳ କରିବାକୁ ଯୋଜନା କରୁଛି ବିଜେପି। ଏପରି କି ଆନନ୍ଦିବେନ୍‌ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ଭଳି ସୂଚନା ମିଳୁଛି। ଗୁଜରାଟରେ ରାଜନୈତିକ ସ୍ଥିତିକୁ ନେଇ ଓମ୍‌ ପ୍ରକାଶ ମାଥୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିରେ ବଡ଼ ଧରଣ ଅଦଳବଦଳ କରାଯିବା ପାଇଁ ପରାମର୍ଶ ଦିଆଯାଇଛି।

ଗୁଜରାଟରେ ରାଜନୈତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ରିପୋର୍ଟ ମାଗିଥିଲେ। ଏହାପରେ ଓମ୍‌ ପ୍ରକାଶ ମାଥୁର ରିପୋର୍ଟ ପ୍ରସ୍ତୁତ କରିଥିଲେ। ମୋଦି ଓମ୍‌ ପ୍ରକାଶ ଏବଂ ନିତିନ ପଟେଲଙ୍କ ସହ ଅଲଗା ଅଲଗା ଆଲୋଚନା କରିଥିଲେ।

ରାଜ୍ୟରେ ପଟ୍ଟିଦାରଙ୍କ ଆନ୍ଦୋଳନରେ ହୋଇଥିବା କର୍ପୋରେଟ ନିର୍ବାଚନରେ ବିଜେପିକୁ ସହରାଞ୍ଚଳରୁ ଅଧିକ ଭୋଟ୍‌ ମିଳିଥିବା ବେଳେ ଗ୍ରାମାଞ୍ଚଳରେ ଭୋଟ୍‌ ହ୍ରାସ ପାଇଛି। ଏହା କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଚିନ୍ତା ବଢାଇ ଦେଇଛି। ଏହାର ପ୍ରଭାବ ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ପଡିବ ବୋଲି ଦଳ ଆଶଙ୍କା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story