ଗୁଜ୍ଜରଙ୍କ ଆନ୍ଦୋଳନ; ଦିନକୁ ୧୫ କୋଟି କ୍ଷତି ସହୁଛି ପଶ୍ଚିମ ରେଳବାଇ

ମୁମ୍ବାଇ: ସଂରକ୍ଷଣ ଦାବିରେ ରାଜସ୍ଥାନରେ ରେଳ ଧାରଣା ଉପରେ ଗୁଜ୍ଜରମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏଥିଯୋଗୁ ପଶ୍ଚିମ ରେଳବାଇକୁ ଦିନକୁ ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଗୁଜ୍ଜରଙ୍କ ଏପ୍ରକାର ଆନ୍ଦୋଳନ ଯୋଗୁ ଦିଲ୍ଲୀ-ମୁମ୍ବାଇ ଯିବାଆସିବା କରୁଥିବା ଟ୍ରେନ୍ ଗୁଡ଼ିକୁ ବାତିଲ କରି ଦିଆଯାଉଛି। ପଶ୍ଚିମ ରେଳବାଇର ବାଣିଜ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜସ୍ଥାନରେ ଗୁଜ୍ଜରଙ୍କ ଆନ୍ଦୋଳନ ଯୋଗୁ ପ୍ରତିଦିନ ସେହି ବାଟ ଦେଇ ଯିବା ଆସିବା କରୁଥିବା ୧୫ରୁ […]

gujarstrick

gujarstrick

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 10:35 AM IST

ମୁମ୍ବାଇ: ସଂରକ୍ଷଣ ଦାବିରେ ରାଜସ୍ଥାନରେ ରେଳ ଧାରଣା ଉପରେ ଗୁଜ୍ଜରମାନଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏଥିଯୋଗୁ ପଶ୍ଚିମ ରେଳବାଇକୁ ଦିନକୁ ପ୍ରାୟ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି। ଗୁଜ୍ଜରଙ୍କ ଏପ୍ରକାର ଆନ୍ଦୋଳନ ଯୋଗୁ ଦିଲ୍ଲୀ-ମୁମ୍ବାଇ ଯିବାଆସିବା କରୁଥିବା ଟ୍ରେନ୍ ଗୁଡ଼ିକୁ ବାତିଲ କରି ଦିଆଯାଉଛି।

ପଶ୍ଚିମ ରେଳବାଇର ବାଣିଜ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜସ୍ଥାନରେ ଗୁଜ୍ଜରଙ୍କ ଆନ୍ଦୋଳନ ଯୋଗୁ ପ୍ରତିଦିନ ସେହି ବାଟ ଦେଇ ଯିବା ଆସିବା କରୁଥିବା ୧୫ରୁ ୨୦ଟି ଟ୍ରେନକୁ ବାତିଲ କରାଯାଉଛି। ଏଥି ମଧ୍ୟରେ ମାଲବାହୀ ଟ୍ରେନ୍ ମଧ୍ୟ ଅଛି। ପ୍ରତିଦିନ ଏତେ ସଂଖ୍ୟକ ଟ୍ରେନ ବାତିଲ ହେଉଥିବା ଯୋଗୁ ୧୨ରୁ ୧୫ କୋଟି ଟଙ୍କାର କ୍ଷତି ସହୁଛି ପଶ୍ଚିମ ରେଳବାଇ।

ଗୁଜ୍ଜରମାନେ ରାଜସ୍ଥାନର ଭାରତପୁର ଜିଲ୍ଲାରେ ରେଳ ଧାରଣା ଉପରେ ଆନ୍ଦୋଳନ ଚଳାଇଛନ୍ତି। ସେମାନେ ଓବିସି ବର୍ଗରେ ୫ ପ୍ରତିଶତ ସଂରକ୍ଷଣ ଦାବି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story