ଟୋଲ୍‌ ଗେଟ୍‌ରେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର, ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼: ଗତ କିଛି ମାସ ଧରି ଟୋଲ ଗେଟ୍‌ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଁଓର ଏକ ଟୋଲ୍‌ ଗେଟ୍‌ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଗେଟ୍‌ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍‌ ହୋଇଯାଇଥିଲେ। ପୁଣି ଥରେ ଗୁରଗାଁଓରେ ସମାନ ଘଟଣା ଦେଖିବାକୁ ମିଲିଛି। ଟୋଲ୍‌ ଗେଟ୍‌ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ ବ୍ୟବହାର କରିଛନ୍ତି। ଟଙ୍କା ନ ଦେଇ ଚାଲି […]

v1

v1

Puspanjali Panda
  • Published: Friday, 30 August 2019
  • Updated: 30 August 2019, 02:30 PM IST

Sports

Latest News

ଚଣ୍ଡିଗଡ଼: ଗତ କିଛି ମାସ ଧରି ଟୋଲ ଗେଟ୍‌ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଁଓର ଏକ ଟୋଲ୍‌ ଗେଟ୍‌ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଗେଟ୍‌ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍‌ ହୋଇଯାଇଥିଲେ।

ପୁଣି ଥରେ ଗୁରଗାଁଓରେ ସମାନ ଘଟଣା ଦେଖିବାକୁ ମିଲିଛି। ଟୋଲ୍‌ ଗେଟ୍‌ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ ବ୍ୟବହାର କରିଛନ୍ତି। ଟଙ୍କା ନ ଦେଇ ଚାଲି ଯାଉଥିବାରୁ ମହିଳା କର୍ମଚାରୀ ତାଙ୍କୁ ଅଟକାଇଥିଲେ। କିନ୍ତୁ ଚାଳକ ଜଣକ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ। ପ୍ରତି ବଦଳରେ ମହିଳା ଜଣକ ମଧ୍ୟ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଏହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ୟୁଜର୍ସମାନେ ଏହି ଘଟଣାକୁ ନିନ୍ଦା କରିବା ସହିତ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ଏହି ଘଟଣା ଖେରକି ଧୋଲା ଟୋଲ ପ୍ଲାଜାରେ ହୋଇଛି ଏବଂ ମାଡ଼ ମାରିଥିବା ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି ବୋଲି ଗୁରଗାଁଓ ପୁଲିସ କହିଛି। ତେବେ ଏହି ଘଟଣା ଘଟିଥିବା ଦିନର ଭିଡିଓ ବର୍ତ୍ତମାନ ଭାଇରାଲ୍‌ ହେଉଛି। ଭିଡିଓରେ ଥିବା ମହିଳା କର୍ମଚାରୀଙ୍କ ସହିତ ବୁଥ୍‌ରେ ତିନି ଜଣ ପୁରୁଷ ସହଯୋଗୀ ମଧ୍ୟ ରହିଛନ୍ତି।

https://www.facebook.com/otvnews/videos/457527228165674/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story