ହାଇଦ୍ରାବାଦ: ୬ ମହଲା କୋଠା ଭୁଶୁଡ଼ି ୨ ମୃତ, ୧୦ ଦବି ରହିଥିବା ଆଶଙ୍କା

ହାଇଦ୍ରାବାଦ: ହାଇଦ୍ରାବାଦର ନାନକରାମଗୁଡାରେ ଗୁରୁବାର ରାତିରେ ଏକ ୬ ମହଲା କୋଠା ଭୁଶୁଡି ପଡିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛିନ୍ତି। ଭଙ୍ଗା କୋଠା ମଧ୍ୟରେ ୧୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ରିପୋର୍ଟ ଅନୁସାରେ କୋଠା କାମ କିଛିଦିନ ପୂର୍ବରୁ ସରିଥିବା ବେଳେ ଏବେ ଏଥିରେ ଟାଇଲ ଓ ପ୍ଲମ୍ବିଙ୍ଗ ଲଗାଯାଉଥିଲା। କୋଠା ଭୁଶୁଡିବା ବେଳେ ଏଥିରେ ୫ଟି ପରିବାର ଥିଲେ। ୪ଟି ପରିବାର […]

hyderabad-building-collapse

hyderabad-building-collapse

Rakesh Mallick
  • Published: Friday, 09 December 2016
  • Updated: 09 December 2016, 01:21 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦର ନାନକରାମଗୁଡାରେ ଗୁରୁବାର ରାତିରେ ଏକ ୬ ମହଲା କୋଠା ଭୁଶୁଡି ପଡିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛିନ୍ତି। ଭଙ୍ଗା କୋଠା ମଧ୍ୟରେ ୧୦ରୁ ଅଧିକ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି।

ରିପୋର୍ଟ ଅନୁସାରେ କୋଠା କାମ କିଛିଦିନ ପୂର୍ବରୁ ସରିଥିବା ବେଳେ ଏବେ ଏଥିରେ ଟାଇଲ ଓ ପ୍ଲମ୍ବିଙ୍ଗ ଲଗାଯାଉଥିଲା। କୋଠା ଭୁଶୁଡିବା ବେଳେ ଏଥିରେ ୫ଟି ପରିବାର ଥିଲେ। ୪ଟି ପରିବାର ଟାଇଲ ଓ ପ୍ଲମ୍ବର କର୍ମଚାରୀ ଓ ଗୋଟିଏ ପରିବାର ଚୌକିଦାରଙ୍କ ଥିଲେ।

ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜଣେ ମହିଳା ଓ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ମିଳିବା ପରେ ତେଲେଙ୍ଗାନା ଗୃହମନ୍ତ୍ରୀ ଏନ୍‌. ରନସିଂହା ରେଡ୍ଡି ଏବଂ ହାଇଦ୍ରାବାଦ ପୋଲିସ ମୁଖ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗ୍ରେଟ୍‌ ହାଇଦ୍ରାବାଦ ନଗର ନିଗମର ମେୟର ବୋନ୍ଥୁ ରାମମୋହନ କହିଛନ୍ତି,“କୋଠା ନିର୍ମାଣ ଠିକ୍‌ ଭାବେ ହୋଇନାହିଁ। ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ଏପରି ଦୁର୍ଘଟଣା ଘଟିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story