ମେ’୧୦ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ରାୱତ

ନୂଆଦିଲ୍ଲୀ: ମେ’ ୧୦ ତାରିଖରେ ଉତ୍ତରାଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଗାଦିଚ୍ୟୁତ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ହାଇକୋର୍ଟଙ୍କ ଅନୁମତି ମିଳିଲେ ଯାଇ ସଭ୍ୟପଦ ରଦ୍ଦ ହୋଇଥିବା ୯ କଂଗ୍ରେସ ବିଧାୟକ ଏଥିରେ ଭୋଟ୍ ଦେଇ ପାରିବେ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି। କୋର୍ଟ କହିଛନ୍ତି,“୯ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ତେବେ ବାଚସ୍ପତିଙ୍କ ଏ ନିଷ୍ପତ୍ତିକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି। ବିଧାନସଭାରେ […]

harish-rawat

harish-rawat

Rakesh Mallick
  • Published: Friday, 06 May 2016
  • Updated: 06 May 2016, 10:58 AM IST

Sports

Latest News

harish-rawatନୂଆଦିଲ୍ଲୀ: ମେ’ ୧୦ ତାରିଖରେ ଉତ୍ତରାଖଣ୍ଡ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ଗାଦିଚ୍ୟୁତ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ହାଇକୋର୍ଟଙ୍କ ଅନୁମତି ମିଳିଲେ ଯାଇ ସଭ୍ୟପଦ ରଦ୍ଦ ହୋଇଥିବା ୯ କଂଗ୍ରେସ ବିଧାୟକ ଏଥିରେ ଭୋଟ୍ ଦେଇ ପାରିବେ ବୋଲି କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି।

କୋର୍ଟ କହିଛନ୍ତି,“୯ ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ତେବେ ବାଚସ୍ପତିଙ୍କ ଏ ନିଷ୍ପତ୍ତିକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି। ବିଧାନସଭାରେ ବହୁମତ ସାବ୍ୟସ୍ତ ବେଳେ ଯଦି ଏହି ୯ ବିଧାୟକଙ୍କ ଉପରୁ ସଭ୍ୟପଦ ରଦ୍ଦ ନିର୍ଦ୍ଦେଶ ହଟି ନ ଥାଏ, ତା’ହେଲେ ସେମାନେ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ।”

ସଭ୍ୟପଦ ରଦ୍ଦ ହୋଇଥିବା ବିଧାୟକମାନେ କରିଥିବା ଆବେଦନ ଉପରେ ଆସନ୍ତାକାଲି ଉତ୍ତରାଖଣ୍ଡ ହାଇକୋର୍ଟ ଶୁଣାଣି କରିବେ। ଯଦି ଏହି ବିଧାୟକମାନଙ୍କୁ ହାଇକୋର୍ଟ ଭୋଟ୍ ଦେବାକୁ ଅନୁମତି ଦିଅନ୍ତି, ତା’ହେଲେ ୭୦ଟି ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ହରିଶ ରାୱତଙ୍କ ସ୍ଥିତି କ’ଣ ହେବ ତାହା ସ୍ପଷ୍ଟ ହୋଇଯିବ।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ମଙ୍ଗଳବାର ଦିନ ୧୧ଟାରୁ ଗୋଟାଏ ମଧ୍ୟରେ ସଂଖ୍ୟା ଗରିଷ୍ଠତା ପ୍ରମାଣର ପୂରା ପ୍ରକ୍ରିୟା ଶେଷ ହେବ। ପୂରା ପ୍ରକ୍ରିୟାର ଭିଡିଓ ଚିତ୍ର ଉତ୍ତୋଳନ କରାଯିବ। ବିଧାନସଭାର ପ୍ରମୁଖ ସଚିବ ଏ ଉପରେ ନଜର ରଖିବେ।

ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଓ ଶିବ କିର୍ତ୍ତୀ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯେଉଁ ଦୁଇ ଘଣ୍ଟାରେ ବିଧାନସଭାରେ ବିଶ୍ୱାସମତ ଗ୍ରହଣ କରାଯିବ ସେହି ସମୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନକୁ ସାମୟିକ ଭାବେ ପ୍ରତ୍ୟାହୃତ କରାଯିବ ଏବଂ ରାଜ୍ୟର ଦାୟିତ୍ୱରେ ରାଜ୍ୟପାଳ ରହିବେ।

ମେ’୧୧ରେ ବିଶ୍ୱାସମତର ଫଳାଫଳ ସହିତ ଅନ୍ୟାନ୍ୟ କାଗଜପତ୍ର ଏବଂ ପୂରା ପ୍ରକ୍ରିୟାର ଭିଡିଓ ଚିତ୍ର ଦାଖଲ କରିବାକୁ ବିଧାନସଭାର ପ୍ରମୁଖ ସଚିବଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story