ବାଜପେୟୀଙ୍କ ତୈଳଚିତ୍ର ଉନ୍ମୋଚନକୁ ଗଲେନି ମମତା

କୋଲକାତା: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ରହିଥିବା ତୁ ତୁ ମେଁ ମେଁ ବାବଦରେ କାହାକୁ ମଧ୍ୟ ଅଛପା ନାହିଁ। ତେବେ ଏହି ବିବାଦ ଏବେ ଭିନ୍ନ ସ୍ତରରେ ପହଞ୍ଚିଯାଇଛି। ଆଜି ପଶ୍ଚିମବଙ୍ଗ ରାଜଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ର ଉନ୍ମୋଚନ ପାଇଁ ମମତା ନିମନ୍ତ୍ରିତ ଥିଲେ ମଧ୍ୟ ସେ ଯାଇନାହାନ୍ତି। ତେବେ ଏହା ପ୍ରଥମ ଥର ନୁହେଁ। ଗତ ଜୁଲାଇ ମାସରେ ଧନକରଙ୍କ ନିଯୁକ୍ତି ପରଠାରୁ […]

atal

atal

Subrat Kumar Nayak
  • Published: Wednesday, 25 December 2019
  • Updated: 25 December 2019, 09:57 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ରହିଥିବା ତୁ ତୁ ମେଁ ମେଁ ବାବଦରେ କାହାକୁ ମଧ୍ୟ ଅଛପା ନାହିଁ। ତେବେ ଏହି ବିବାଦ ଏବେ ଭିନ୍ନ ସ୍ତରରେ ପହଞ୍ଚିଯାଇଛି। ଆଜି ପଶ୍ଚିମବଙ୍ଗ ରାଜଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ର ଉନ୍ମୋଚନ ପାଇଁ ମମତା ନିମନ୍ତ୍ରିତ ଥିଲେ ମଧ୍ୟ ସେ ଯାଇନାହାନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ। ଗତ ଜୁଲାଇ ମାସରେ ଧନକରଙ୍କ ନିଯୁକ୍ତି ପରଠାରୁ ଦୁହେଁ କେବେ ମଧ୍ୟ ଭଲରେ କଥା ହେବାର କେହି ଦେଖିନାହାନ୍ତି। ଗତ ୫ ମାସରେ ଏଭଳି ଅନେକ ଘଟଣା ଘଟିଛି ଯେଉଁଥିରେ ରାଜ୍ୟପାଳଙ୍କୁ ହଟହଟା ହେବାକୁ ପଡ଼ିଛି। ଏପରିକି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମଧ୍ୟ ଦୁହିଁଙ୍କ ମଧ୍ୟରେ ମତଭେଦ ଗଣମାଧ୍ୟମକୁ ଅନେକ ଥର ଆସିଛି।

ତେବେ ଆଜିର ଘଟଣା ତାଙ୍କୁ ଆଘାତ ଦେଇଥିବା ରାଜ୍ୟପାଳ ଧନକର କହିଛନ୍ତି। ସେ କହିଛନ୍ତି ମମତାଙ୍କ ସହ ଅନ୍ୟ ବରିଷ୍ଠ ଆଇଏଏସ୍‌ମାନେ ମଧ୍ୟ ଏତିରେ ଯୋଗ ନଦେବା ତାଙ୍କୁ କଷ୍ଟ ଦେଇଛି। ବାଜପେୟୀଙ୍କ ମନ୍ତ୍ରଣାଳୟରେ ୨୦୦୧ରୁ ୨୦୦୪ ଯାଏ ମନ୍ତ୍ରୀ ଥିବା ମମତା ଆଜି ଟ୍ୱିଟ୍‌ କରି ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଅଟଳଙ୍କର ମମତାଙ୍କ ସହ ପୂର୍ବରୁ ରହିଥିବା ଏହି ସୁସମ୍ପର୍କକୁ ରାଜ୍ୟପାଳ ଏହି ଅବସରରେ ମନେ ପକାଇଛନ୍ତି। ସେ କହିଛନ୍ତି, “ଅଟଳ ବିହାର ବାଜପେୟୀ ସବୁବେଳେ କହି ଆସୁଥିଲେ କିଛି କଥାକୁ ନେଇ ମତ ଭେଦ ରହିବା ଶତ୍ରୁତା ନୁହେଁ। ୨୦୦୧ରୁ ୨୦୦୪ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର କ୍ୟାରିଅର ଗଢ଼ିବାରେ ଅଟଳଙ୍କର ବଡ଼ ଭୂମିକା ରହିଛି। ଏହି ତୈଳଚିତ୍ର ଉନ୍ମୋଚନରେ ସରକାରଙ୍କର ଆଦୌ ପ୍ରତିନିଧିତ୍ୱ ନ ରହିବା ମୋତେ କଷ୍ଟ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story