ବିଶ୍ୱବ୍ୟାପୀ ହିଂସା ଓ ବିନାଶ ପାଇଁ ହିଲାରୀଙ୍କୁ ଦାୟୀ କଲେ ଟ୍ରମ୍ପ

ୱାସିଙ୍ଗଟନ: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ ଦଳର ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଦେଶ ମନ୍ତ୍ରୀ ଥିଲାବେଳେ ହିଲାରୀ ମୃତ୍ୟୁ, ଧ୍ୱଂସ ଓ ଦୁର୍ବଳତାର ଛାପ ଛାଡି ଯାଇଛନ୍ତି। ସାରା ବିଶ୍ୱରେ ହେଉଥିବା ବିନାଶ ପାଇଁ ସେ ହିଲାରୀଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରିଛନ୍ତି। ଗତ ଗୁରୁବାର ରାତିରେ ଟ୍ରମ୍ପ ଏକ ଦଳୀୟ ସଭାକୁ ସମ୍ୱୋଧିତ କରି କହିଥିଲେ, “ଆମେରିକା ସଂକଟ ଦେଇ […]

trump

trump

Rakesh Mallick
  • Published: Friday, 22 July 2016
  • Updated: 04 May 2017, 03:44 PM IST

Sports

Latest News

ୱାସିଙ୍ଗଟନ: ରିପବ୍ଲିକାନ ଦଳର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରେଟିକ ଦଳର ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ବିଦେଶ ମନ୍ତ୍ରୀ ଥିଲାବେଳେ ହିଲାରୀ ମୃତ୍ୟୁ, ଧ୍ୱଂସ ଓ ଦୁର୍ବଳତାର ଛାପ ଛାଡି ଯାଇଛନ୍ତି। ସାରା ବିଶ୍ୱରେ ହେଉଥିବା ବିନାଶ ପାଇଁ ସେ ହିଲାରୀଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତିକୁ ଦାୟୀ କରିଛନ୍ତି।

ଗତ ଗୁରୁବାର ରାତିରେ ଟ୍ରମ୍ପ ଏକ ଦଳୀୟ ସଭାକୁ ସମ୍ୱୋଧିତ କରି କହିଥିଲେ, “ଆମେରିକା ସଂକଟ ଦେଇ ଗତି କରୁଛି। ଯିଏ ବି ହିଂସା, ଘୃଣା ଓ ଅତ୍ୟାଚାରକୁ ସମର୍ଥନ କରୁଛନ୍ତି ତାଙ୍କୁ ଆମେରିକାରେ ପଶିବାକୁ ଦିଆଯିବ ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, “ରାଷ୍ଟ୍ରପତି ବାରାକ ଓବାମା ହିଲାରୀଙ୍କୁ ବିଦେଶ ମନ୍ତ୍ରୀ କରିବା ନିଷ୍ପତ୍ତି ଉପରେ ପଶ୍ଚାତାପ କରିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story