ହିମାଚଳ ଓ ମଣିପୁରରେ ଲାଗିଲା କର୍ଫ୍ୟୁ, ସମଗ୍ର ୟୁପି ଲକ ଡାଉନ

ନୂଆଦିଲ୍ଲୀ: କରୋନା ଭାଇରସରର ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି ହିମାଚଳ ପ୍ରଦେଶ ଓ ମଣିପୁର ସରକାର। ପ୍ରଥମେ କରୋନା ପାଇଁ ସମଗ୍ର ରାଜ୍ୟକୁ ଲକ ଡାଉନ ଘୋଷଣା କରିଥିବା ଏହି ଦୁଇ ସରକାର ଆଜି ନୂଆ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇ ରଜ୍ୟରେ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ। କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେବଳ ଅତ୍ୟାବଶ୍ୟକ […]

dc

dc

Hemant Lenka
  • Published: Tuesday, 24 March 2020
  • Updated: 24 March 2020, 04:04 PM IST

ନୂଆଦିଲ୍ଲୀ: କରୋନା ଭାଇରସରର ମୁକାବିଲା ପାଇଁ ଆହୁରି କଠୋର ହୋଇଛନ୍ତି ହିମାଚଳ ପ୍ରଦେଶ ଓ ମଣିପୁର ସରକାର। ପ୍ରଥମେ କରୋନା ପାଇଁ ସମଗ୍ର ରାଜ୍ୟକୁ ଲକ ଡାଉନ ଘୋଷଣା କରିଥିବା ଏହି ଦୁଇ ସରକାର ଆଜି ନୂଆ ଘୋଷଣା କରିଛନ୍ତି। ଏଣିକି ଏହି ଦୁଇ ରଜ୍ୟରେ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ନିୟମ କାର୍ଯ୍ୟକାରୀ କରାଯିବ।

କର୍ଫ୍ୟୁ ଲାଗୁ ହୋଇଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ଫଳ ଠାରୁ ପନି ପରିବା କ୍ଷୀର, ମାଂସ, ମାଛ ଓ ଅଣ୍ଡା ଦୋକାନ ଖୋଲା ରହିବ। ଲୋକମାନେ ଏକ ନିର୍ଦ୍ଦଷ୍ଟ ସମୟରେ ଭିଡ଼ ନ କରି ଏସବୁ ଜରୁରୀ ସାମଗ୍ରୀ କିଣିବେ। ଯଦି କେହି କର୍ଫ୍ୟୁ ନିୟମକୁ ଉଲ୍ଲଙ୍ଘନ କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏହାପୂର୍ବରୁ କରୋନା ମୁକାବିଲା ପାଇଁ ପଞ୍ଜାବ ଓ ମହାରାଷ୍ଟ୍ର ସରକାର ସେମାନଙ୍କ ରାଜ୍ୟରେ ଆସନ୍ତା ୩୧ ଯାଏ କର୍ଫ୍ୟୁ ଲାଗୁ କରିଥିଲେ।

ଅନ୍ୟପକ୍ଷରେ ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ ସମଗ୍ର ରାଜ୍ୟରେ ଲକ ଡାଉନ ଜାରି କରିବାକୁ ଘୋଷଣା କରିଛନ୍ତି। ଏହି ଲକ ଡାଉନ ନିୟମ ଆସନ୍ତାକାଲି ଠାରୁ ୩ ଦିନ ଯାଏ ବଳବତ୍ତର ରହିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ବର୍ତ୍ତମାନ ରାଜ୍ୟରେ କରୋନାରେ ୩୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଶାମିଲର ଜଣେ ବ୍ୟକ୍ତି ରହିଛନ୍ତି। ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୧୫ରେ ସାଉଦିରୁ ଫେରିଥିଲେ। ସ୍ଥିତିକୁ ଦୃଷ୍ଟିରେ ରଖି ଲକ ଡାଉନ ଘୋଷଣା କରାଯାଇଛି।

ପୂର୍ବରୁ ୧୭ଟି ଜିଲ୍ଲାକୁ ଲକ ଡାଉନ କରାଯାଇଥିଲା। ହେଲେ ଏବେ ଏହାକୁ ବୃଦ୍ଧି କରାଯାଇଛି। ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ। ବର୍ତ୍ତମାନ ରାଜ୍ୟରେ ୧୧ ହଜାର ନୂଆ ଆଇସୋଲେସନ କେନ୍ଦ୍ର ଖୋଲା ଯାଇଛି। ନେପାଳ-ଭାରତ ଓ ହରିଆଣା-ଦିଲ୍ଲୀକୁ ଲାଗିଥିବା ରାଜ୍ୟର ସୀମାନ୍ତକୁ ସିଲ କରାଯାଇଛି। ଅନ୍ତଃରାଜ୍ୟ ବସ ଚଳାଚଳ ମଧ୍ୟ ବାତିଲ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story