ରାମ ମନ୍ଦିର ପାଇଁ ଦିଲ୍ଲୀରେ ହିନ୍ଦୁ ସଂଗଠନଙ୍କ ଗର୍ଜନ

ନୂଆଦିଲ୍ଲୀ:ଅଯୋଧ୍ୟା ରାମଜନ୍ମଭୂମିରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ରାମଲୀଲା ମଇଦାନରେ ଏକାଠି ହୋଇଛନ୍ତି ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ପରି ସଂଗଠନ ଏଥିରେ ସାମିଲ୍‌ ଥିବାବେଳେ ସେମାନଙ୍କ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ସରକାର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ ପାଇଁ ଆଇନର ବାଟ ଉନ୍ମୁକ୍ତ କରନ୍ତୁ। ମଙ୍ଗଳବାର ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ତେଣୁ ଏହି ସମୟରେ […]

rss-vhp-ramlila

rss-vhp-ramlila

Subrat Kumar Nayak
  • Published: Sunday, 09 December 2018
  • Updated: 09 December 2018, 04:17 PM IST

Sports

Latest News

ନୂଆଦିଲ୍ଲୀ:ଅଯୋଧ୍ୟା ରାମଜନ୍ମଭୂମିରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ରାମଲୀଲା ମଇଦାନରେ ଏକାଠି ହୋଇଛନ୍ତି ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ପରି ସଂଗଠନ ଏଥିରେ ସାମିଲ୍‌ ଥିବାବେଳେ ସେମାନଙ୍କ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ସରକାର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ ପାଇଁ ଆଇନର ବାଟ ଉନ୍ମୁକ୍ତ କରନ୍ତୁ।

ମଙ୍ଗଳବାର ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ତେଣୁ ଏହି ସମୟରେ ଅଧ୍ୟାଦେଶ ଆସିବାର ସୁଯୋଗ ରହିଥିବାରୁ ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଗହଳି ବଢ଼ିବାରୁ ଜନତାଙ୍କୁ ନିୟନ୍ତ୍ରଣ କରିବାପାଇଁ ପୁଲିସ୍‌ ପକ୍ଷରୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା। ଏପରିକି ଅବସ୍ଥା ଅସମ୍ଭାଳ ହେବାରୁ ଫାଟକ ବନ୍ଦ ରଖାଯାଇଥିଲା। ତେବେ ଲୋକେ ଜବରଦସ୍ତ ଫାଟକ ଫିଟାଇ ଭିତରକୁ ପଶିଆସିବାର ପ୍ରୟାସ ଜାରି ରଖିଥିଲେ। ପୁଲିସ୍‌ କବାଟକୁ ବଳପ୍ରୟୋଗ କରି ଅଟକାଇ ରଖିଥିଲେ।

ଏହି ବିକ୍ଷୋଭର ଆୟୋଜନକାରୀ ଦକ୍ଷିଣପନ୍ଥୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ଯେ ଏଥିରେ ୧.୫ ଲକ୍ଷ ଲୋକ ଯୋଗଦେବାର ସମ୍ଭାବନା ରହିଛି। ସେମାନେ ମୁଖ୍ୟତଃ ଦିଲ୍ଲୀ ନିକଟବର୍ତ୍ତୀ ଉତ୍ତରପ୍ରଦେଶର ଗାଜିଆବାଦ୍‌, ଗୌତମ ବୁଦ୍ଧ ନଗର ଏବଂ ମିରଟ୍‌ ଆଦି ସ୍ଥାନରୁ ଆସିବାର ଅଛି।

ରାମଜନ୍ମଭୂମି ମାମଲାର ଶୁଣାଣି ଆସନ୍ତା ଜାନୁଆରୀକୁ ଘୁଞ୍ଚିଯାଇଥିବାବେଳେ ରାମ ମନ୍ଦିର ପ୍ରସଙ୍ଗ ଗତ ୨୫ ବର୍ଷ ଧରି ପଡ଼ିରହିଥିବାରୁ କୋର୍ଟକୁ ଅପେକ୍ଷା ନକରି ସରକାର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେବାକୁ ଦାବି କରିଛନ୍ତି।

ବିଜେପି ରାମମନ୍ଦିର ପ୍ରସଙ୍ଗକୁ କେବଳ ରାଜନୀତିକ ମୋହରା ଭାବେ ବ୍ୟବହାର କରୁଛି ବୋଲି ଏନ୍‌ଡିଏ ମେଣ୍ଟରେ ଥିବା ଶିବସେନା ମଧ୍ୟ ଦାବି କରି ଆସିଛି, ଯାହାକି ବିରୋଧୀମାନଙ୍କର ମତ ସହ ଖାପ ଖାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story