ଇମ୍ରାନ୍ ସରକାରଙ୍କ ପୋଲ୍ ଖୋଲିଲେ ପାକିସ୍ତାନ ମାନବାଧିକାର କମିଶନ

ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁ ମାନେ (ହିନ୍ଦୁ, ଖ୍ରୀଷ୍ଟିଆନ୍ ଓ ଶିଖ)‌ ନିର୍ଯାତନାର ଶିକାର ହେଉଛନ୍ତି। ଏ ନେଇ ବିଭିନ୍ନ ମଞ୍ଚରେ ପାକିସ୍ତାନ ବିରୋଧରେ ସ୍ୱର ଉଠିଛି। ହେଲେ ଏହାକୁ ବାରମ୍ବାର ଅସ୍ୱୀକାର କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ସରକାର।  କିନ୍ତୁ ତାଙ୍କ ପୋଲ୍ ଖୋଲି ଦେଇଛନ୍ତି ଖୋଦ୍ ପାକିସ୍ତାନ ମାନବାଧିକାର କମିଶନ। ୨୦୧୯ରେ ମାନବାଧିକାର ଉଲ୍ଲଂଘନ ନେଇ କମିଶନ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ ତାଙ୍କ ଦେଶରେ ସଂଖ୍ୟାଲଘୁଙ୍କ ସହିତ ଭେଦଭାବ କରାଯାଉଛି। ସଂଖ୍ୟାଲଘୁ ସଂପ୍ରଦାୟର […]

imran khan

imran khan

Subhransu Sekhar
  • Published: Saturday, 02 May 2020
  • Updated: 02 May 2020, 10:17 AM IST

Sports

Latest News

ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁ ମାନେ (ହିନ୍ଦୁ, ଖ୍ରୀଷ୍ଟିଆନ୍ ଓ ଶିଖ)‌ ନିର୍ଯାତନାର ଶିକାର ହେଉଛନ୍ତି। ଏ ନେଇ ବିଭିନ୍ନ ମଞ୍ଚରେ ପାକିସ୍ତାନ ବିରୋଧରେ ସ୍ୱର ଉଠିଛି। ହେଲେ ଏହାକୁ ବାରମ୍ବାର ଅସ୍ୱୀକାର କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ସରକାର।  କିନ୍ତୁ ତାଙ୍କ ପୋଲ୍ ଖୋଲି ଦେଇଛନ୍ତି ଖୋଦ୍ ପାକିସ୍ତାନ ମାନବାଧିକାର କମିଶନ।

୨୦୧୯ରେ ମାନବାଧିକାର ଉଲ୍ଲଂଘନ ନେଇ କମିଶନ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ ତାଙ୍କ ଦେଶରେ ସଂଖ୍ୟାଲଘୁଙ୍କ ସହିତ ଭେଦଭାବ କରାଯାଉଛି। ସଂଖ୍ୟାଲଘୁ ସଂପ୍ରଦାୟର ଯୁବତୀମାନଙ୍କ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି ଓ ବିବାହ କରାଯାଉଛି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସଂଖ୍ୟାଲଘୁମାନେ ପ୍ରତାରିତ ହେଉଛନ୍ତି।

କମିଶନ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ପାଇଁ ଦେଶରେ ସଂଖ୍ୟାଲଘୁଙ୍କ ସ୍ଥିତି ଆହୁରି ଖରାପ ହେବ।

ମାନବାଧିକାର କମିଶନ୍‌ର ମହାସଚିବ ହାରିସ ଖାଲିକ କହିଛନ୍ତି, ଆଗାମୀ ଦିନରେ ରାଜନୀତିକ ବିରୋଧ କାରଣରୁ ଗଣମାଧ୍ୟମର ସ୍ୱାଧୀନତା ହ୍ରାସ ପାଇପାରେ। ବେଲୁଚିସ୍ତାନରେ ଥିବା ଖାଦାନ ଗୁଡ଼ିକରେ ନାବାଳକଙ୍କ ଉପରେ ଅତ୍ୟାଚାର ହେଉଛି। ଏପରିକି ସେମାନଙ୍କୁ ଦୁଷ୍କର୍ମ କରାଯାଉଥିବା ଖବର ରହିଛି, ଯାହା ଆଗାମୀ ଦିନରେ ଚିନ୍ତାଜନକ ହୋଇପାରେ।

ସୂଚନାଯୋଗ୍ୟ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ଏବଂ ତାଙ୍କ ଦଳ କହେ, ପାକିସ୍ତାନରେ ସମସ୍ତ ଧର୍ମର ସମାନ ଅଧିକାର ରହିଛି। ସଂଖ୍ୟାଲଘୁଙ୍କୁ ମୁଖ୍ୟ ସ୍ରୋତରେ ସାମିଲ୍ କରିବା ସେମାନଙ୍କର ଲକ୍ଷ୍ୟ। ଯେଉଁମାନେ ସେମାନଙ୍କୁ ଅତ୍ୟାଚାର କରିବେ, ସେମାନଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ଏବେ ବି ପାକିସ୍ତାନରେ ହିନ୍ଦୁ, ଶିଖ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୁବତୀଙ୍କୁ ବଳପୂର୍ବକ ଘରୁ ଉଠାଇ ନେଇ ଧର୍ମ ପରିବର୍ତ୍ତନ କରାଯାଇ ବିବାହ କରାଯାଏ। ଏ ନେଇ ବାରମ୍ୱାର ଅଭିଯୋଗ ହେଉଥିଲେ ହେଁ ପାକିସ୍ତାନ ସରକାର ଏହାକୁ ଖାରଜ କରିଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story