ହିଟ୍ ଏଣ୍ଡ ରନ୍ ମାମଲା:ବିଦେଶକୁ ଯାଇ ପାରିବେ ସଲ୍ଲୁ

ମୁମ୍ୱାଇ: ହିଟ୍ ଏଣ୍ଡ ରନ୍ ମାମଲାରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ବଲିଉଡ୍ ଷ୍ଟାର ସଲମନ୍ ଖାଁଙ୍କୁ। ବମ୍ୱେ ହାଇକୋର୍ଟ ମଙ୍ଗଳବାର ସଲମାନଙ୍କୁ ଦୁବାଇ ଯିବା ପାଇଁ ଅନୁମତି ଦେଇଛନ୍ତି। ଦୁବାଇରେ ସଲମାନ୍ ଏକ ଆୱାର୍ଡ ଶୋ’ରେ ଯୋଗ ଦେବାକୁ ସେଠାକୁ ଯିବେ । ଏହି ଆୱାର୍ଡ ଶୋ’ରେ ସଲ୍ଲୁଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା,କରଣ ଜୋହର,ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଓ ବରୁଣ ଧାୱନ ପରି ଷ୍ଟାର ମାନେ ସାମିଲ ହେବେ। ମେ’ ୨୯ରେ ଏହି ଶୋ’ ଆୟୋଜିତ ହେବ।

Salman-Khan

Salman-Khan

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 09:36 AM IST

Sports

Latest News

ମୁମ୍ୱାଇ: ହିଟ୍ ଏଣ୍ଡ ରନ୍ ମାମଲାରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ବଲିଉଡ୍ ଷ୍ଟାର ସଲମନ୍ ଖାଁଙ୍କୁ। ବମ୍ୱେ ହାଇକୋର୍ଟ ମଙ୍ଗଳବାର ସଲମାନଙ୍କୁ ଦୁବାଇ ଯିବା ପାଇଁ ଅନୁମତି ଦେଇଛନ୍ତି। ଦୁବାଇରେ ସଲମାନ୍ ଏକ ଆୱାର୍ଡ ଶୋ’ରେ ଯୋଗ ଦେବାକୁ ସେଠାକୁ ଯିବେ । ଏହି ଆୱାର୍ଡ ଶୋ’ରେ ସଲ୍ଲୁଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା,କରଣ ଜୋହର,ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଓ ବରୁଣ ଧାୱନ ପରି ଷ୍ଟାର ମାନେ ସାମିଲ ହେବେ। ମେ’ ୨୯ରେ ଏହି ଶୋ’ ଆୟୋଜିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos