୨ ଭଉଣୀଙ୍କ ଉପରେ କାର୍‌ ଚଢ଼ାଇଦେଲେ ନାବାଳକ

ନୂଆଦିଲ୍ଲୀ: ନିଜ ସମ୍ପର୍କୀୟଙ୍କ ସହ ରାସ୍ତା ପାର୍‌ ହେଉଥିବା ୩ ଶିଶୁଙ୍କ ଉପରେ ମାଡ଼ିଗଲା କାର୍‌। ଏହି ଦୁର୍ଘଟଣାରେ ୨ ନାବାଳିକା ଭଉଣୀଙ୍କର   ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ଓ ସମ୍ପର୍କୀୟ  ଗୁରୁତର ହୋଇଛନ୍ତି। ରାଜଧାନୀ ଦିଲ୍ଲୀରେ ସୋମବାର ବିଳମ୍ବିତ ରାତିରେ ଜଣେ ନାବାଳକ ଦ୍ରୁତ୍‌ ଗତିରେ କାର୍‌ ଚଳାଉଥିବା ବେଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।   ଦିଲ୍ଲୀ ପୁଲିସ୍‌ ଏ ନେଇ ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରିବା ସହ ଘଟଣାର […]

hit-run

hit-run

Niharika Rout
  • Published: Wednesday, 14 October 2020
  • Updated: 14 October 2020, 02:13 PM IST

ନୂଆଦିଲ୍ଲୀ: ନିଜ ସମ୍ପର୍କୀୟଙ୍କ ସହ ରାସ୍ତା ପାର୍‌ ହେଉଥିବା ୩ ଶିଶୁଙ୍କ ଉପରେ ମାଡ଼ିଗଲା କାର୍‌। ଏହି ଦୁର୍ଘଟଣାରେ ୨ ନାବାଳିକା ଭଉଣୀଙ୍କର   ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ଓ ସମ୍ପର୍କୀୟ  ଗୁରୁତର ହୋଇଛନ୍ତି।

ରାଜଧାନୀ ଦିଲ୍ଲୀରେ ସୋମବାର ବିଳମ୍ବିତ ରାତିରେ ଜଣେ ନାବାଳକ ଦ୍ରୁତ୍‌ ଗତିରେ କାର୍‌ ଚଳାଉଥିବା ବେଳେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।   ଦିଲ୍ଲୀ ପୁଲିସ୍‌ ଏ ନେଇ ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି। ନାବାଳକକୁ କଠୋର ଦଣ୍ଡ ଦେବା ପାଇଁ ମୃତକଙ୍କ ବାପା ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ମଡେଲ୍ ଟାଉନ ଅଞ୍ଚଳରେ  ନିଜ ସମ୍ପର୍କୀୟଙ୍କ ସହ ୨ ଭଉଣୀ ଓ ଜଣେ ଭାଇ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ  ଜଣେ ୧୭ ବର୍ଷର ନାବାଳକ ଦ୍ରୁତ ଗତିରେ କାର୍ ଚଳାଇ ଯାଉଥିବା ବେଳେ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।  ଏହି ଦୁର୍ଘଟଣାରେ ୨ ଭଉଣୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେମାନଙ୍କ ବୟସ ଯଥାକ୍ରମେ ୮ ଓ ୫।  ଏହି ଦୁର୍ଘଟଣାରେ ସେମାନଙ୍କ ଭାଇ  ଓ  ସମ୍ପର୍କୀୟ ଗୁରୁତର ହୋଇଛନ୍ତି ।  ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ଘଟାଇଥିବା ଅଭିଯୋଗରେ  କାର୍ ଚଳାଉଥିବା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଦିଲ୍ଲୀ ପୁଲିସ୍‌ ଅଟକ ରଖିଥିବା ବେଳେ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି। ଦୁର୍ଘଟଣା ପରେ କାର୍‌ ସହ ନାବାଳକ ଫେରାର ହୋଇଯାଇଥିବା ବେଳେ ସେଠାରେ ପଡ଼ି ରହିଥିବା ଭଙ୍ଗା ନମ୍ବର ପ୍ଲେଟ ସାହାଯ୍ୟରେ ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story