ଗୃହଋଣ ପାଇଁ ସୁଧହାର କମେଇଲା ଏସ୍‌ବିଆଇ : ଜୁଲାଇ ୩୧ଶେଷ ସୁଯୋଗ

ନୂଆଦିଲ୍ଲୀ: ଘର ତିଆରି ଯୋଜନାରେ ଥିବା ଲୋକଙ୍କ  ପାଇଁ ଖୁସି ଖବର। ଗୃହଋଣ ପାଇଁ ସୁଧହାର କମେଇଲା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ)। ଗୃହଋଣ ବାବଦରେ ୦.୨୫ ପ୍ରତିଶତ ହ୍ରାସ କରିଛି ଏସବିଆଇ । ଏଥିରେ ମହିଳାଙ୍କ ପାଇଁ ଅଧିକ ସୁବିଧା ରଖାଯାଇଛି। ବିଶେଷ କରି  ନୂଆ କରି ଗୃହ ଋଣ ନେବାକୁ ଥିବା ମହିଳାଙ୍କୁ ୮.୩୫ ସୁଦ୍ଧରେ ଏହି ଋଣ ମିଳିବ। ନୂତନ ସ୍କିମ୍‌ ଅନୁଯାୟୀ ଗ୍ରାହକଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ମିଳିବ। ଏଥିପାଇଁ […]

sbi-1

sbi-1

Rakesh Mallick
  • Published: Monday, 08 May 2017
  • Updated: 08 May 2017, 09:53 PM IST

Sports

Latest News

ନୂଆଦିଲ୍ଲୀ: ଘର ତିଆରି ଯୋଜନାରେ ଥିବା ଲୋକଙ୍କ  ପାଇଁ ଖୁସି ଖବର। ଗୃହଋଣ ପାଇଁ ସୁଧହାର କମେଇଲା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ)। ଗୃହଋଣ ବାବଦରେ ୦.୨୫ ପ୍ରତିଶତ ହ୍ରାସ କରିଛି ଏସବିଆଇ । ଏଥିରେ ମହିଳାଙ୍କ ପାଇଁ ଅଧିକ ସୁବିଧା ରଖାଯାଇଛି। ବିଶେଷ କରି  ନୂଆ କରି ଗୃହ ଋଣ ନେବାକୁ ଥିବା ମହିଳାଙ୍କୁ ୮.୩୫ ସୁଦ୍ଧରେ ଏହି ଋଣ ମିଳିବ। ନୂତନ ସ୍କିମ୍‌ ଅନୁଯାୟୀ ଗ୍ରାହକଙ୍କୁ ୨୫ ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ ମିଳିବ। ଏଥିପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ ସମୟସୀମା ରହିଛି। ଆହୁରି ମଧ୍ୟ ପୁରୁଷ ଓ ମହିଳା ବର୍ଗ ଲାଗି ଭିନ୍ନ ଭିନ୍ନ ବ୍ୟବସ୍ଥା ରଖାଯାଇଛି।

ଏହି ନିୟମ ଅନୁଯାୟୀ ଦରମା ଉପରେ ହୋମ୍‌ ଲୋନ୍‌ ଆବେଦନ କରୁଥିବା ପୁରୁଷଙ୍କ  ଲାଗି ୦.୨୦ରୁ ୪.୪୦ ପର୍ଯ୍ୟନ୍ତ  ସୁଓହାର ରଖାଯାଇଥିବା ବେଳେ ଅଣଦରମା ପ୍ରାପ୍ତଙ୍କ ପାଇଁ ୦.୧୫ ପ୍ରତିଶତ ସୁଧହାର ରଖାଯାଇଛି। ସେହିପରି ମହିଳାଙ୍କ କ୍ଷେତ୍ରରେ ଯଥାକ୍ରମେ ୦.୨୫ ଏବଂ ୦.୨୦ ସୁଧହାର ଛାଡ଼ କରାଯାଇଛି। ଏହି ସୁଧହାରରେ ଜଣେ ବ୍ୟକ୍ତି ଇମଆଇ ଉପରେ ମାସକୁ ୫୩୦ ଟଙ୍କା ସଞ୍ଚୟ କରିପାରିବ ବୋଲି କୁହାଯାଇଛି। ଏସ୍‌ବିଆଇର ଏହି ନୂତନ ସ୍କିମ୍‌ ଅନ୍ୟ ବ୍ୟାଙ୍କ ଠାରୁ ସବୁଠାରୁ କମ୍‌ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story