କରୋନା ମୃତକଙ୍କ ପରିବାରକୁ ସରକାର ଦେବେ ୪ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଏଯାବତ ୮୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଦ୍ୱୟଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ଅନ୍ୟ ଜଣେ ଦିଲ୍ଲୀର। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ […]

corona

corona

Subhransu Sekhar
  • Published: Saturday, 14 March 2020
  • Updated: 14 March 2020, 05:31 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଏଯାବତ ୮୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଦ୍ୱୟଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକର ଅନ୍ୟ ଜଣେ ଦିଲ୍ଲୀର। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ ବାବଦରେ ଘୋଷଣା କରିଛି। ୪ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଦେବେ ବୋଲି କୁହାଯାଇଛି।

ଚୀନର ଉହାନରୁ ବ୍ୟାପିଥିବା ଏହି ଭାଇରସରେ ସାରା ବିଶ୍ୱରେ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷାଧିକ ଚିକିତ୍ସାଧୀନ ରହିଛନ୍ତି। ଚୀନରେ ଏଯାବତ ୩୧୭୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦,୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ରହିଛନ୍ତି। ଚୀନ ପରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ସୂଚନା ରହିଛି। ଇଟାଲୀ ପରେ ଇରାନ ତୃତୀୟରେ ରହିଛି। ଏଯାବତ୍ ୫୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧,୩୬୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଦକ୍ଷିଣ କୋରିଆରେ ୬୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୯୭୯ ଜଣ ଚିକିତ୍ସାଧୀନ ରହିଛନ୍ତି। ଆମେରିକାରେ ୪୩ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିବା ବେଳେ ୨୦୩୪ ଜଣ ସଂକ୍ରମିତ ରହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହି ଭାଇରସକୁ ବିଶ୍ୱବ୍ୟାପୀ ମହାମାରୀ (ପାଣ୍ଡେମିକ୍) ବୋଲି ଘୋଷଣା କରିଛି। ପଞ୍ଚମ ଦେଶ ଭାବରେ ଭାରତ ଅନ୍ୟ ଦେଶ ପାଖରୁ ସାମୟିକ ପାଇଁ ଅଲଗା ହୋଇଛି। ଏହା ପୂର୍ବରୁ ଚୀନ୍, ଜାପାନ, ଥାଇଲ୍ୟାଣ୍ଡ ଏବଂ ଆମେରିକା ଅନ୍ୟ ଦେଶ ପାଖରୁ ଅଲଗା ହୋଇଛନ୍ତି। ବ୍ୟବସାୟିକ, ବିମାନ ସେବା ଆଦି ଉପରେ ରୋକ୍ ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story