ଗାନ୍ଧି ପରିବାର ପାଇଁ ବଦଳିଲା ଏସପିଜି ସୁରକ୍ଷା ନିୟମ!

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପେଶାଲ ପ୍ରୋଟେକସନ ଗ୍ରୁପ (ଏସପିଜି) ନିୟମରେ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ ଏହି ସୁରକ୍ଷା ପାଉଛନ୍ତି ସେମାନେ ଏଣିକି ବିଦେଶରେ ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ପାଇବେ। ଗାନ୍ଧି ପରିବାର ବିଦେଶ ଗସ୍ତ ବେଳେ ଅଜ୍ଞାତବାସ ରହୁଥିବାରୁ ମୋଦି ସରକାର ଏପରି ନିୟମ କରିଛନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏସପିଜି ସୁରକ୍ଷା ଦେଶର ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗାନ୍ଧି ପରିବାରଙ୍କୁ ମିଳିଥାଏ। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ […]

rahul-gandhi

rahul-gandhi

Subhransu Sekhar
  • Published: Monday, 07 October 2019
  • Updated: 07 October 2019, 03:15 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସ୍ପେଶାଲ ପ୍ରୋଟେକସନ ଗ୍ରୁପ (ଏସପିଜି) ନିୟମରେ ପରିବର୍ତ୍ତନ କରିଛନ୍ତି। ଯେଉଁମାନେ ଏହି ସୁରକ୍ଷା ପାଉଛନ୍ତି ସେମାନେ ଏଣିକି ବିଦେଶରେ ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ପାଇବେ। ଗାନ୍ଧି ପରିବାର ବିଦେଶ ଗସ୍ତ ବେଳେ ଅଜ୍ଞାତବାସ ରହୁଥିବାରୁ ମୋଦି ସରକାର ଏପରି ନିୟମ କରିଛନ୍ତି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଏସପିଜି ସୁରକ୍ଷା ଦେଶର ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଗାନ୍ଧି ପରିବାରଙ୍କୁ ମିଳିଥାଏ। ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରା ରହିଛନ୍ତି। ପୂର୍ବରୁ ମନମୋହନ ସିଂହଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଉଥିଲା ହେଲେ ଏବେ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଉଛି।

ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ପରେ। ଏହା ପୂର୍ବରୁ ଗତ ଶନିବାର ରାହୁଲ ଗାନ୍ଧି ବ୍ୟାଙ୍କକକ୍ ଗସ୍ତ କରିଛନ୍ତି। ହେଲେ ବ୍ୟାଙ୍କକକର କେଉଁ ସ୍ଥାନକୁ ସେ ଯାଇଛନ୍ତି ତାହା କଂଗ୍ରେସ କି ରାହୁଲ ସ୍ପଷ୍ଟ କରିନାହାନ୍ତି। ପୂର୍ବରୁ ମଧ୍ୟ ୨୦୧୫ ବେଳେ ରାହୁଲ ବିଦେଶ ଗସ୍ତରେ ଯାଇଥିଲେ। ହେଲେ କେଉଁଠିକୁ ଯାଉଥି୍ଲେ ତାହା ବ୍ୟକ୍ତିଗତ କହି ଗୁପ୍ତ ରଖୁଥିଲେ। ତେଣୁ ବିଦେଶରେ ଏସପିଜି ସୁରକ୍ଷା ନେଉନଥିଲେ। ଏବେ କିନ୍ତୁ ସୁରକ୍ଷା ଏବଂ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏସପଜି ପ୍ରୋଟୋକଲ ଭିତରେ ଥିବା ବ୍ୟକ୍ତି ବିଦେଶରେ ଏସପିଜି ସୁରକ୍ଷା ନେବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story