ହସ୍ପିଟାଲ ଏବଂ ବିମା କମ୍ପାନୀ ପାଇଁ କରୋନା ଆକ୍ରାନ୍ତ ଦମ୍ପତି ହସ୍ପିଟାଲରେ ହଟହଟା

ନୂଆଦିଲ୍ଲୀ: ଦିଲ୍ଲୀର ଘରୋଇ ହସ୍ପିଟାଲ ଗଙ୍ଗ ରାମ ହସ୍ପିଟାଲ ଏବଂ ବିମା କମ୍ପାନୀ ପାଇଁ ଜଣେ ବୃଦ୍ଧ କରୋନା ଆକ୍ରାନ୍ତ ଦମ୍ପତି ହଟହଟା ହୋଇଛନ୍ତି। ଆକ୍ରାନ୍ତ ଦ୍ୱୟ ଆରୋଗ୍ୟ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହିଁଥିଲେ। ହେଲେ ହସ୍ପିଟାଲ କତ୍ତୃପକ୍ଷ ବିମା କମ୍ପାନୀକୁ ବିଲ୍ ପଠାଉନଥିବାରୁ ବୃଦ୍ଧ ଦମ୍ପତ୍ତି ୧୦ ଘଣ୍ଟା ଧରି ହସ୍ପିଟାଲରେ ହଇରାଣ ହୋଇଥିଲେ। ସ୍ୱରୂପ ଚୌଧୁରୀ (୬୧) ତାଙ୍କ ସ୍ତ୍ରୀ ରେଶମ ଚୌଧୁରୀ (୫୬) ଜୁନ୍ ୩ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। […]

Sir Ganga Ram Hospital

Sir Ganga Ram Hospital

Subhransu Sekhar
  • Published: Thursday, 18 June 2020
  • Updated: 18 June 2020, 11:11 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀର ଘରୋଇ ହସ୍ପିଟାଲ ଗଙ୍ଗ ରାମ ହସ୍ପିଟାଲ ଏବଂ ବିମା କମ୍ପାନୀ ପାଇଁ ଜଣେ ବୃଦ୍ଧ କରୋନା ଆକ୍ରାନ୍ତ ଦମ୍ପତି ହଟହଟା ହୋଇଛନ୍ତି। ଆକ୍ରାନ୍ତ ଦ୍ୱୟ ଆରୋଗ୍ୟ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହିଁଥିଲେ। ହେଲେ ହସ୍ପିଟାଲ କତ୍ତୃପକ୍ଷ ବିମା କମ୍ପାନୀକୁ ବିଲ୍ ପଠାଉନଥିବାରୁ ବୃଦ୍ଧ ଦମ୍ପତ୍ତି ୧୦ ଘଣ୍ଟା ଧରି ହସ୍ପିଟାଲରେ ହଇରାଣ ହୋଇଥିଲେ।

ସ୍ୱରୂପ ଚୌଧୁରୀ (୬୧) ତାଙ୍କ ସ୍ତ୍ରୀ ରେଶମ ଚୌଧୁରୀ (୫୬) ଜୁନ୍ ୩ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ସରକାରୀ ହସ୍ପିଟାଲରେ ବେଡ୍ ନଥିବାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ହସ୍ପିଟାଲରେ ଆଡମିଟ୍ ହେବା ବେଳେ ୨୫ ହଜାର ଟଙ୍କା ଡିପୋଜିଟ୍ କରିଥିଲେ। ଉଭୟ ଦମ୍ପତି ହୋଇଥିବାରୁ ଗୋଟିଏ ରୁମରେ ରଖାଯାଇଥିଲା। ଜୁନ୍ ୧୪ରେ ଉଭୟଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ସ୍ୱରୂପଙ୍କର ବିଲ୍ ୨.୫୨ ଲକ୍ଷ ଏବଂ ତାଙ୍କ ସ୍ତ୍ରୀଙ୍କର ୧.୮୭ ଲକ୍ଷ ବିଲ୍ ହୋଇଥିଲା। ମୋଟ୍ ୪.୬୦ ଲକ୍ଷ ହୋଇଥିଲା। କାଟ୍ ଛାଟ୍ ପରେ ୪.୧୩ ଲକ୍ଷ ହୋଇଥିଲା କରୋନା ବିଲ୍।

ତେବେ ଆକ୍ରାନ୍ତ ସ୍ୱରୂପ ବିମା କମ୍ପାନୀକୁ ବିଲ୍ ପଠାଇବା ପାଇଁ କହିଥିଲେ। ହେଲେ ହସ୍ପିଟାଲ କତ୍ତୃପକ୍ଷ କହିଥିଲେ ଆମକୁ ନଗଦ ଟଙ୍କା ଦରକାର। ଏହାପରେ ସ୍ୱରୂପ ସୋଶାଲ ମିଡିଆରେ ଏହି ଘଟଣା ଛାଡ଼ିବା ପରେ ହସ୍ପିଟାଲ କତ୍ତୃପକ୍ଷ ବିମା କମ୍ପାନୀକୁ ଅପରାହ୍ନ ୪ଟାରେ ଛାଡ଼ିଥିଲେ।, ସଂଧ୍ୟା ୬ଟା ୩୦ରେ ବିମା କମ୍ପାନୀ ବିଲ୍ ପାଇଥିଲା। ଶେଷରେ ସଂଧ୍ୟା ୮ଟାରେ ବୃଦ୍ଧ ଦମ୍ପତି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି ଏଭଳି ଭୁଲ୍ ଆଗାମୀ ଦିନରେ ହେବ ନାହିଁ। ଆକ୍ରାନ୍ତ ଓ ବିମା କମ୍ପାନୀ ସହିତ ସମନ୍ୱୟ ନ ରହିବାରୁ ଏଭଳି ହୋଇଥିଲା ବୋଲି ହସ୍ପିଟାଲ କତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story