କେତେ ସ୍ୱଚ୍ଛ ଗଙ୍ଗା ମାତା?

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ନିର୍ମଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନମାମୀ ଗଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି। ଗଙ୍ଗା ନଦୀର ସଫେଇ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି। ତେବେ ପ୍ରକୃତ ଚିତ୍ର କିନ୍ତୁ ଅଲଗା। ଗୋଟିଏ ପଟେ ଗଙ୍ଗା ସଫେଇ ହେଉଛି ତ ଆଉ ଗୋଟିଏ ପଟେ ନାଳ ନର୍ଦ୍ଦମାର ପାଣି ଆସି ସିଧାସଳଖ ନଦୀରେ ମିଶୁଛି। ବାରାଣାସୀର ଶାହି ନାଳ ଓ ଖିରକିୟା […]

ganga11

ganga11

Ranjit Kumar Jena
  • Published: Thursday, 19 November 2020
  • Updated: 19 November 2020, 03:14 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଗଙ୍ଗା ନଦୀକୁ ସ୍ୱଚ୍ଛ ଏବଂ ନିର୍ମଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ନମାମୀ ଗଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ଗଙ୍ଗା ନଦୀର ସଫେଇ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି। ତେବେ ପ୍ରକୃତ ଚିତ୍ର କିନ୍ତୁ ଅଲଗା। ଗୋଟିଏ ପଟେ ଗଙ୍ଗା ସଫେଇ ହେଉଛି ତ ଆଉ ଗୋଟିଏ ପଟେ ନାଳ ନର୍ଦ୍ଦମାର ପାଣି ଆସି ସିଧାସଳଖ ନଦୀରେ ମିଶୁଛି।

ବାରାଣାସୀର ଶାହି ନାଳ ଓ ଖିରକିୟା ଡ୍ରେନର ମଇଳା ପାଣି ଓ ଶୀତଳା ଧାମର ନାଳ ପାଣି ଗଙ୍ଗାକୁ ଯାଉଛି। କେବଳ ସେତିକି ନୁହେଁ ରାସ୍ତାର ଅଳିଆ ଆବର୍ଜନା ମଧ୍ୟ ନଦୀରେ ପଡୁଥିବା ଦେଖିବାକୁ ମଳିଛି। ବର୍ଷା ଦିନ ଆସିଲେ ଗଙ୍ଗା ନୀଦର ଅବସ୍ଥା ଆହୁରି ଦୁର୍ବିସହ ହୋଇପଡୁଛି। ଫଳରେ ଗଙ୍ଗା ନଦୀ ସ୍ୱଚ୍ଛ ହେବା ବଦଳରେ ଆହୁରି ଦୂଷିତ ହୋଇପଡିଛି। ଏ ନେଇ ଅନେକ ସଚେତନ ନାଗରିକ ସୋସାଲ ମିଡିଆରେ ଭିଡ଼ିଓ ପୋଷ୍ଟ କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି।

https://twitter.com/VaranasiSewage/status/1147801681863704576?s=20

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ଗଙ୍ଗା ସଫେଇ ପାଇଁ ଗଙ୍ଗା ସୁରକ୍ଷା ସମିତିର ଗଠନ କରାଯାଇଛି। ଏହି ସମିତିର ଦାୟିତ୍ୱ ହେଲା ଗଙ୍ଗାକୁ ସ୍ୱଚ୍ଛ ରଖିବା। କିଭଳି ଗଙ୍ଗା ନଦୀ ବିଶୁଦ୍ଧ ହେବ ସେଥିପାଇଁ ପଦେକ୍ଷପ ମଧ୍ୟ ଏହି ସମିତି ହିଁ ନେବ। ନିକଟରେ ସ୍ୱେରେଜ ଟ୍ୟାଙ୍କ ମାଧ୍ୟମରେ ନାଳ ନର୍ଦ୍ଦମାର ପାଣି ଗଙ୍ଗା ନଦୀକୁ ଯିବା ପାଇଁ ଅଟକାଇବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା। କିନ୍ତୁ ଏହି ନିଷ୍ପତ୍ତି କେବଳ କାଗଜ କଲମରେ ସୀମିତ ରହିଯାଇଛି। ସ୍ୱଚ୍ଛତା ନାଁରେ ଗଙ୍ଗା ଘାଟରେ କବଳ ବଡ଼ ବଡ଼ ହୋର୍ଡିଂ ହିଁ ଶୋଭା ପାଉଛି।

ନାଳ ପାଣି ନଦୀ ନିର୍ମଳ ହେବାରେ ବାଧକ ସାଜିଛି। ତୀର୍ଥଯାତ୍ରୀମାନ ଗଙ୍ଗାରେ ବୁଡ ପକାଇବା ପାଇଁ ମଧ୍ୟ ଅମଙ୍ଗ ହେଉଛନ୍ତି। ପାଣି ଦୂଷିତ ହେବା ଯାଗୁଁ ଜଳଜୀବର ଅସ୍ତିତ୍ୱ ଉପରେ ମଧ୍ୟ ବିପଦ ରହିଛି। ଯଦି ଗଙ୍ଗାରେ ନାଳ ନର୍ଦ୍ଦମା ପାଣି ମିଶିବ ତେବେ ଗଙ୍ଗା ମାତା କିଭଳ ସ୍ୱଚ୍ଛ ହେବେ? ଏବେ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗଙ୍ଗା ନଦୀକୁ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ଫଳ ଶୂନ। ନାମକୁ ମାତ୍ର ଚାଲିଛି ଗଙ୍ଗା ସଫେଇ ଅଭିଯାନ।

Pictures of Ganga Ghats in India–finding solace in the lap of river goddess | Times of India Travel

ସୂଚନା ଯୋଗ୍ୟ ଯେ, ୨୦୦୮ରେ ଗଙ୍ଗା ନଦୀକୁ ରାଷ୍ଟ୍ରୀୟ ନଦୀର ମାନ୍ୟତା ମିଳିଥିଲା। ଏହାପରେ ସୁପ୍ରିମକୋର୍ଟ ଗଙ୍ଗା ନଦୀ ପ୍ରବାହିତ ହେଉଥିବା ଅଂଚଳରେ ଥିବା ରାଜ୍ୟଗୁଡିକୁ ନଦୀ ତଟବର୍ତ୍ତି ଅଞ୍ଚଳରେ ସ୍ୱେରେଜ ଟ୍ରିଟମେଂଟ ପ୍ଲାଂଟ ବସାଇବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୯-୧୦ ବର୍ଷରେ ଜଳ ନିଗମ ବିଭାଗ ସର୍ଭେ କରି ୩୬ କୋଟି ଟଙ୍କାର ପ୍ରସ୍ତାବ ତିଆରି କରିଥିଲା। ଏହି ପ୍ରସ୍ତାବ ଜରିଆରେ ୫ ଏମଏଲଡି କ୍ଷମତା ବିଶିଷ୍ଟ ଦୁଇଟି ଏସଟିପି ତଥା ୯ କିଲୋମିଟର ଲମ୍ବ ସ୍ୱେରେଜ ଲାଇନ ବିଛାଇବାକୁ ସର୍ଭେ ହୋଇଥିଲା। ତେବେ ଏହି ପ୍ରସ୍ତାବକୁ ଏଯାଏଁ ମଂଜୁରୀ ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story