ଶାଶୂଙ୍କୁ କାନ୍ଧରେ ଶ୍ମଶାନ ନେଲେ ୪ ବୋହୂ

ମୁମ୍ବାଇ: ଶାଶୂ ବୋହୂର ସମ୍ପର୍କ କଥା ଶୁଣିଲେ ଲାଗେ ଜଣଙ୍କର ଚେଙ୍ଗ ରାଶୀ ତ ଅନ୍ୟ ଜଣଙ୍କର ବେଙ୍ଗ ରାଶୀ। ଏମିତି ଖୁବ୍‌ କମ ଶାଶୂବୋହୂ ଥିବେ ଯେଉଁମାନେ ପରସ୍ପରକୁ ବୁଝୁଥିବେ। ଏମିତି ଅନେକ ଫିଲ୍ମ କାହାଣୀ ରହିଛି ଯେଉଁଥିରେ ଶାଶୂ ବୋହୂଙ୍କୁ ପରସ୍ପରର ଶତ୍ରୁ ଭାବେ ଦର୍ଶାଯାଏ। ଯଦିଓ ଏସବୁ ପ୍ରତ୍ୟେକ ଘରର କହାଣୀ ନୁହେଁ। କିନ୍ତୁ ସାଧାରଣ ଜୀବନରେ ମଧ୍ୟ କେଉଁଠି ଶାଶୂ ଅବହେଳା ହେଉଛି ତ କେଉଁଠି ବୋହୂ ନିର୍ଯ୍ୟାତନା ପାଉଥିବାର ଖବର […]

sasu-maa

sasu-maa

Biswobandita Swain
  • Published: Wednesday, 11 September 2019
  • Updated: 11 September 2019, 03:00 PM IST

Sports

Latest News

ମୁମ୍ବାଇ: ଶାଶୂ ବୋହୂର ସମ୍ପର୍କ କଥା ଶୁଣିଲେ ଲାଗେ ଜଣଙ୍କର ଚେଙ୍ଗ ରାଶୀ ତ ଅନ୍ୟ ଜଣଙ୍କର ବେଙ୍ଗ ରାଶୀ। ଏମିତି ଖୁବ୍‌ କମ ଶାଶୂବୋହୂ ଥିବେ ଯେଉଁମାନେ ପରସ୍ପରକୁ ବୁଝୁଥିବେ। ଏମିତି ଅନେକ ଫିଲ୍ମ କାହାଣୀ ରହିଛି ଯେଉଁଥିରେ ଶାଶୂ ବୋହୂଙ୍କୁ ପରସ୍ପରର ଶତ୍ରୁ ଭାବେ ଦର୍ଶାଯାଏ। ଯଦିଓ ଏସବୁ ପ୍ରତ୍ୟେକ ଘରର କହାଣୀ ନୁହେଁ। କିନ୍ତୁ ସାଧାରଣ ଜୀବନରେ ମଧ୍ୟ କେଉଁଠି ଶାଶୂ ଅବହେଳା ହେଉଛି ତ କେଉଁଠି ବୋହୂ ନିର୍ଯ୍ୟାତନା ପାଉଥିବାର ଖବର ମିଳେ। ଶାଶୂ ବୋହୂର ସମ୍ପର୍କ ନେଇ ଲୋକମାନଙ୍କର ଏକ ନକରାତ୍ମକ ମାନସିକତା ବୃଦ୍ଧି ପାଉଥିବା ବେଳେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକମାନଙ୍କ ଚିନ୍ତାଧାରାକୁ ଏକ ଭିନ୍ନ ଗତି ଦେଇଛି। ମହାରାଷ୍ଟ୍ରର ୪ ଜଣ ବୋହୂ ଶାଶୂଙ୍କ ମୃତ ଶରୀରରକୁ କାନ୍ଧରେ ଶ୍ମାଶାନ ଯାଏ ନେବା ସହ ତାଙ୍କର ଶେଷ ସଂସ୍କାର କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି।

ମହାରାଷ୍ଟ୍ର ବିଡ୍‌ର ଏ ଦୃଶ୍ୟ ଦେଖି ଆଖପାଖ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ୪ ଜଣ ବୋହୂଙ୍କ ନାଁ ହେଇଛି ଉଷା ରାଧାକିଷନ୍‌ ନାଇକୱାଡେ, ମନୀଶା ଜଲିନ୍ଦର ନାଇକୱାଡେ, ଲତା ନବନାଥ ନାଇକୱାଡେ ଏବଂ ମୀନା ମହିନ୍ଦ୍ରା ନାଇକୱାଡେ। ଏହି ୪ ଜଣ ତାଙ୍କ ୮୩ ବର୍ଷୀୟ ଶାଶୂଙ୍କ ପରଲୋକ ପରେ ତାଙ୍କୁ କାନ୍ଧରେ ନେବାର ମନସ୍ଥ କରିଥିଲେ।

ମାଆଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ୪ ଜଣ ପୁଅ ତାଙ୍କ ମାଆଙ୍କ ଶବ ନେବାକୁ ବାହାରିଲେ ବୋହୂମାନେ ସେମାନଙ୍କୁ ଅଟକାଇ ଶାଶୂଙ୍କ ଶବକୁ ନିଜେ ନେବେ ବୋଲି କହିଥିଲେ। ପୁଅମାନେ ମଧ୍ୟ ସେମାନଙ୍କୁ ଏହି କାମ କରିବାକୁ ବିରୋଧ କରିନଥିଲେ। ଆଖ ପାଖର ଲୋକମାନେ ବୋହୂମାନଙ୍କର ଏମିତି କାମ ଦେଖି ସେମାନଙ୍କୁ ଢେର୍‌ ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story