ଇସ୍ତଫା ଗୃହୀତ ହେବା ଯାଏ କାର୍ଯ୍ୟରେ ଯୋଗ ଦେବାକୁ ଆଇଏଏସ୍ ଅଫିସର କାନନ ଗୋପୀନାଥଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ଚଳିତ ମାସ ୨୧ ତାରିଖ ଦିନ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଥିଲେ। କେନ୍ଦ୍ର ସରକାର ତାଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ନେଇନଥିବାରୁ କାର୍ଯ୍ୟକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୭ରେ କେନ୍ଦ୍ର ସରକାର କାନନଙ୍କୁ ଇସ୍ତଫା ପଛର କାରଣ ଜଣାଇବା ପାଇଁ ଜବାବ ତଲବ କରିଛନ୍ତି ବୋଲି ସୂଚନା ରହିଛି। କେରଳର ୨୦୧୨ […]

IAS OFFICER GOPINATH

IAS OFFICER GOPINATH

Subhransu Sekhar
  • Published: Thursday, 29 August 2019
  • Updated: 29 August 2019, 05:52 PM IST

Sports

Latest News

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସ୍ଥିତି ଉପରେ ଅସନ୍ତୋଷ ପ୍ରକାଶ କରି ଚଳିତ ମାସ ୨୧ ତାରିଖ ଦିନ ଆଇଏଏସ୍ ଅଫିସର କାନନ ଗୋପୀନାଥ ଇସ୍ତଫା ଦେଇଥିଲେ। କେନ୍ଦ୍ର ସରକାର ତାଙ୍କ ଇସ୍ତଫା ବାବଦରେ କୌଣସି ନିଷ୍ପତ୍ତି ନେଇନଥିବାରୁ କାର୍ଯ୍ୟକୁ ଫେରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୭ରେ କେନ୍ଦ୍ର ସରକାର କାନନଙ୍କୁ ଇସ୍ତଫା ପଛର କାରଣ ଜଣାଇବା ପାଇଁ ଜବାବ ତଲବ କରିଛନ୍ତି ବୋଲି ସୂଚନା ରହିଛି।

କେରଳର ୨୦୧୨ ମସିହା ବ୍ୟାଚର ୩୩ ବର୍ଷୀୟ ଏହି ଆଇଏଏସ ଅଫିସର ଇସ୍ତଫା ଦେବା ପୂର୍ବରୁ ସେ କେନ୍ଦ୍ର ଶାସିତ ଅଞ୍ଚଳ ଦାଦରା ନଗର ହାବେଲିର ଶକ୍ତି ବିଭାଗର ସଚିବ ଥିଲେ। ତେବେ କେନ୍ଦ୍ର କାର୍ଯ୍ୟକୁ ଫେରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ହେବା ପରେ କଶ୍ମୀରବାସୀ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି କାରଣ ଦର୍ଶାଇ କାନନ ଗୋପୀନାଥ ଇସ୍ତଫା ଦେଇଥିଲେ। ଏହାପରେ ଗଣମାଧ୍ୟମକୁ କହିଥିଲେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ଜମ୍ମୁ-କଶ୍ମୀରବାସୀ ଯଦି ବି ଆନ୍ଦୋଳନ କରିଥାନ୍ତେ ତାହା ତାଙ୍କର ମୌଳିକ ଅଧିକାର। ଦେଶର ଗୋଟିଏ ରାଜ୍ୟରେ ଏଭଳି ସ୍ଥିତି ରହିଥିବା ବେଳେ ସାରା ଭାରତ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ତେଣୁ ଏଥିରେ ଅସନ୍ତୋଷ ପ୍ରକାଶ କରି କାନନ ଇସ୍ତଫା ଦେଇଥିଲେ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story