ଦୁଷ୍କର୍ମ ଅଭିଯୋଗରେ ଆଇଏଏସ ଅଫିସର ନିଲମ୍ୱିତ

ରାୟପୁର: ନିଜ କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ନିଲମ୍ୱିତ ହୋଇଛନ୍ତି ୨୦୦୭ ବ୍ୟାଚର ଜଣେ ଆଇଏଏସ ଅଫିସର। ତାଙ୍କ ବିରୋଧରେ ଥାନାରେ ଏତଲା ହେବା ପରେ ସଙ୍ଗେସଙ୍ଗେ ଛତିଶଗଡ଼ ସରକାର ତାଙ୍କୁ ନିଲମ୍ୱିତ କରିଛନ୍ତି। ଜଞ୍ଜଗିର-ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିବା ବେଳେ ସେ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଆଇଏଏସ ଅଫିସର ଜନକ ପ୍ରସାଦ ପାଠକ ବୋଲି ଜଣାପଡ଼ିଛି। ମହିଳା (୩୦) ଜଣଙ୍କ କୌଣସି କାର୍ଯ୍ୟରେ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ। […]

ias officer rape

ias officer rape

Subhransu Sekhar
  • Published: Thursday, 04 June 2020
  • Updated: 04 June 2020, 08:20 PM IST

Sports

Latest News

ରାୟପୁର: ନିଜ କାର୍ଯ୍ୟାଳୟରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ନିଲମ୍ୱିତ ହୋଇଛନ୍ତି ୨୦୦୭ ବ୍ୟାଚର ଜଣେ ଆଇଏଏସ ଅଫିସର। ତାଙ୍କ ବିରୋଧରେ ଥାନାରେ ଏତଲା ହେବା ପରେ ସଙ୍ଗେସଙ୍ଗେ ଛତିଶଗଡ଼ ସରକାର ତାଙ୍କୁ ନିଲମ୍ୱିତ କରିଛନ୍ତି। ଜଞ୍ଜଗିର-ଚମ୍ପା ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିବା ବେଳେ ସେ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି।

ଆଇଏଏସ ଅଫିସର ଜନକ ପ୍ରସାଦ ପାଠକ ବୋଲି ଜଣାପଡ଼ିଛି। ମହିଳା (୩୦) ଜଣଙ୍କ କୌଣସି କାର୍ଯ୍ୟରେ ଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ। ହେଲେ ଜିଲ୍ଲାପାଳ ତାଙ୍କ କ୍ୟାବିନଙ୍କୁ ଡ଼ାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ଏହି ଆଇଏଏସ ଅଫିସର ଜଣଙ୍କ ରାଜସ୍ୱ ବିଭାଗର କମିଶନର ଭାବରେ ବଦଳି ହୋଇଥିଲେ। କ୍ଷମତା ସମ୍ପନ୍ନ ବ୍ୟକ୍ତି ହୋଇଥିବା ଦେଖି ମହିଳା ଜଣଙ୍କ ପ୍ରଥମେ ଏତଲା ଦେବା ପାଇଁ ପଛଘୁଞ୍ଚା ଦେଇଥିଲେ।

ଜଞ୍ଜିଗିର-ଚମ୍ପା ପୁଲିସ ମହିଳାଙ୍କ ଏତଲା ଗ୍ରହଣ କରିବା ପରେ ରାଜ୍ୟ ସରକାର ଜନକ ପ୍ରସାଦ ପାଠକଙ୍କୁ ନିଲମ୍ୱିତ କରିଛନ୍ତି। ଏଥିସହ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବାଘଲେ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story