ଆନନ୍ଦ ମହିନ୍ଦ୍ରାଙ୍କ ଟ୍ୱିଟ୍‌ ପରେ ଇଟ୍‌ଲି ଦାଦିଙ୍କ ଘରେ ପହଞ୍ଚିଲା ଏଲ୍‌ପିଜି

ନୂଆଦିଲ୍ଲୀ: ଚର୍ଚ୍ଚାରେ ଇଡ୍‌ଲି ଦାଦି। ୧ଟଙ୍କାରେ ଇଡ୍‌ଲି ସାମ୍ବର ପ୍ଲେଟ୍‌ ବିକ୍ରିକରି ଚର୍ଚ୍ଚାରେ ତାମିଲ୍‌ ନାଡୁର ୮୦ ବର୍ଷୀୟ ବୃଦ୍ଧା କେ. କମଲାଥାଲ୍‌। ଏତେ କମ୍‌ ଦାମ୍‌ରେ ସେ ଇଡ୍‌ଲି ପ୍ଲେଟ୍‌ ଦେଉଥିବାର ଦେଖି ତାଙ୍କୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସା କରିଥିଲେ। ଗତ ମଙ୍ଗଳବାର ଦିନ ଟ୍ୱିଟ୍‌ କରି ଆନନ୍ଦ ମହିନ୍ଦ୍ରା କହିଥିଲେ, ଏହି ବୃଦ୍ଧାଙ୍କ କାହାଣୀ ଖୁବ୍‌ ଭଲ ଲାଗିଲା। କେ. କମଲାଥାଲ୍‌ଙ୍କ […]

www

www

Biswobandita Swain
  • Published: Thursday, 12 September 2019
  • Updated: 12 September 2019, 03:13 PM IST

Sports

Latest News

ନୂଆଦିଲ୍ଲୀ: ଚର୍ଚ୍ଚାରେ ଇଡ୍‌ଲି ଦାଦି। ୧ଟଙ୍କାରେ ଇଡ୍‌ଲି ସାମ୍ବର ପ୍ଲେଟ୍‌ ବିକ୍ରିକରି ଚର୍ଚ୍ଚାରେ ତାମିଲ୍‌ ନାଡୁର ୮୦ ବର୍ଷୀୟ ବୃଦ୍ଧା କେ. କମଲାଥାଲ୍‌। ଏତେ କମ୍‌ ଦାମ୍‌ରେ ସେ ଇଡ୍‌ଲି ପ୍ଲେଟ୍‌ ଦେଉଥିବାର ଦେଖି ତାଙ୍କୁ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ୍‌ର ଚେୟାରପର୍ସନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସା କରିଥିଲେ।

ଗତ ମଙ୍ଗଳବାର ଦିନ ଟ୍ୱିଟ୍‌ କରି ଆନନ୍ଦ ମହିନ୍ଦ୍ରା କହିଥିଲେ, ଏହି ବୃଦ୍ଧାଙ୍କ କାହାଣୀ ଖୁବ୍‌ ଭଲ ଲାଗିଲା। କେ. କମଲାଥାଲ୍‌ଙ୍କ କାମ ଅତ୍ୟନ୍ତ ପ୍ରଭାବଶାଳୀ। ମୁଁ ଦେଖିଲି  ମହିଳା ଜଣଙ୍କ ଏବେବି କାଠ ଚୁଲିରେ ରୋଷେଇ କରୁଛନ୍ତି। ଯଦି କୌଣସି ଲୋକ ମୋତେ ତାଙ୍କର ଠିକଣା ଦେବେ, ତେବେ ମୁଁ ତାଙ୍କୁ ଭେଟି ତାଙ୍କ ବ୍ୟବସାୟରେ କିଛି ଆର୍ଥିକ ସାହାଯ୍ୟ କରିପାରିବି ଏବଂ ତାଙ୍କୁ ରୋଷେଇ କରିବା ପାଇଁ ଏକ ଏଲ୍‌ପିଜି ଗ୍ୟାସ୍‌ କିଣି ଦେବି। ଗତ ବୁଧବାର ଆନନ୍ଦଙ୍କ ଟ୍ୱିଟ୍‌ର ରିପ୍ଲାଏ ଦେଇ ଭାରତ ଗ୍ୟାସ୍‌ କେ. କମଲାଥାଲ୍‌ଙ୍କ ପାଇଁ ଗ୍ୟାସ୍‌ର ଯୋଗାଡ଼ କରିଥିବା କହିଥିଲେ। ଏହାପରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ମଧ୍ୟ ଆନନ୍ଦଙ୍କ ଟ୍ୱିଟ୍‌ର ରିପ୍ଲାଏ ଦେଇ ବୃଦ୍ଧାଙ୍କ ପାଖରେ ଏକ ଏଚ୍‌.ପି. ଗ୍ୟାସ୍ କନେକ୍ସନ କରିବା କଥା କହିଥିଲେ। ଏଥିସହ ହିନ୍ଦୁସ୍ଥାନ ପେଟ୍ରୋଲିୟମ ପକ୍ଷରୁ ଆନନ୍ଦଙ୍କୁ ଧନ୍ୟବାଦ ମଧ୍ୟ ଦିଆଯାଇଥିଲା। ଆନନ୍ଦଙ୍କ ଟ୍ୱିଟ୍‌ ପରେ କେ. କମଲାଥାଲ୍‌ଙ୍କ କାହାଣୀ ସାମ୍ନାକୁ ଆସିଲା ଏବଂ ତାଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିଲା ବୋଲି କହି ଏଟ୍‌ପି ପକ୍ଷରୁ ଆନନ୍ଦଙ୍କୁ ଧନ୍ୟବାଦ ଦିଆଯାଇଥିଲା।

https://twitter.com/HPCL/status/1171823419588874241

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story