ଆତଙ୍କବାଦକୁ ନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ କହିଲେ ଏମିତି କଥା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି, ବାଂଲାଦେଶ କେବେ ମଧ୍ୟ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବନି। ଟାଇମ୍ସ ନାଓକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ଆମେ ଆତଙ୍କବାଦକୁ ଅନୁମତି ଦେବୁ, ଆମ ଲୋକ ମଧ୍ୟ ପ୍ରଭାବିତ ହେବେ। ସାର୍କ ବାବଦରେ ମତ ଦେଇ ସେ କହିଥିଲେ, ଆଞ୍ଚଳିକ ସହଯୋଗିତା ସେତେବେଳେ ସଫଳ ହେବ ଯେତେବେଳେ ଗୋଟିଏ ଦେଶର ଅନ୍ୟ ଦେଶର ଅନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ବନ୍ଦ କରିବ। ଭାରତ ସରକାର ଏବଂ […]

sheikh

sheikh

Subrat Kumar Nayak
  • Published: Saturday, 22 December 2018
  • Updated: 22 December 2018, 10:58 PM IST

Sports

Latest News

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି, ବାଂଲାଦେଶ କେବେ ମଧ୍ୟ ଦେଶରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବନି। ଟାଇମ୍ସ ନାଓକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ଯଦି ଆମେ ଆତଙ୍କବାଦକୁ ଅନୁମତି ଦେବୁ, ଆମ ଲୋକ ମଧ୍ୟ ପ୍ରଭାବିତ ହେବେ।

ସାର୍କ ବାବଦରେ ମତ ଦେଇ ସେ କହିଥିଲେ, ଆଞ୍ଚଳିକ ସହଯୋଗିତା ସେତେବେଳେ ସଫଳ ହେବ ଯେତେବେଳେ ଗୋଟିଏ ଦେଶର ଅନ୍ୟ ଦେଶର ଅନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ବନ୍ଦ କରିବ।

ଭାରତ ସରକାର ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାର ତିସ୍ତା ନଦୀ ବିବାଦର ସମାଧାନ ଦିଗରେ କାର୍ଯ୍ୟ କରିବେ ବୋଲି ସେ ଆଶାବାଦୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଉପୁଜିଥିବା କିଛି ଅନ୍ତରୀଣ ବାଧ୍ୟବାଧକତା ପାଇଁ ଏପରି ହୋଇଥିବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ରୋହିଙ୍ଗ୍ୟା ପ୍ରସଙ୍ଗରେ ସେ କହିଥିଲେ, “ରୋହିଙ୍ଗ୍ୟା ମାନଙ୍କୁ ଫେରାଇନେବାପାଇଁ ମ୍ୟାଁମାର ସରକାରଙ୍କ ସହିତ ଆଲୋଚନା କରୁଛୁ। ରୋହିଙ୍ଗ୍ୟାମାନଙ୍କୁ ଅନୁରୋଧ କରିଛୁ ସେମାନେ ଧୀରେ ଧୀରେ ଦେଶ ଛାଡ଼ନ୍ତୁ ଏପରିକି ସେମାନେ ମ୍ୟାଁମାର ଫେରିବାକୁ ଭୟଭୀତ ଏବଂ ରୋହିଙ୍ଗ୍ୟାଙ୍କ ପାଇଁ ସେଠାକାର ସରକାର ବାତାବରଣ ସୃଷ୍ଟି କରିବା ଉଚିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story