ବ୍ୟବହୃତ ମାସ୍କକୁ ପୁଣି ବ୍ୟବହାର ଯୋଗ୍ୟ କରିବ ‘ଚକର ଦେ କୋଭ’

ନୂଆଦିଲ୍ଲୀ: କରୋନା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ପାରିବାରିକ ଖର୍ଚ୍ଚ ସହ ମାସ୍କ କିଣା ଖର୍ଚ୍ଚ ମଧ୍ୟ ମିଶିଯାଇଛି। ଏଥିସହ କିଛି ମାସ୍କ ପରିବେଶ ଉପଯୋଗୀ ମଧ୍ୟ ନୁହେଁ। ତେଣୁ ସମସ୍ତଙ୍କୁ ଏନ-୯୫ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି। ହେଲେ ଏହି ମାସ୍କ ବଜାର ଦର ୭୦ରୁ ୮୦ଟଙ୍କାରୁ କମରେ ମିଳୁନାହିଁ। ତେଣୁ ଲୋକଙ୍କୁ ଅଯଥା ଖର୍ଚ୍ଚରୁ ମୁକ୍ତି ଦେବାକୁ ନୂଆ ମେସିନ ସାମ୍ନାକୁ ଆସିଛି। ଏନ-୯୫ ମାସ୍କକୁ  ପୁନର୍ବାର ବ୍ୟବହାର ଯୋଗ୍ୟ କରାଇବା ପାଇଁ ଦିଲ୍ଲୀ […]

dp

dp

Hemant Lenka
  • Published: Monday, 13 July 2020
  • Updated: 13 July 2020, 02:50 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ପାରିବାରିକ ଖର୍ଚ୍ଚ ସହ ମାସ୍କ କିଣା ଖର୍ଚ୍ଚ ମଧ୍ୟ ମିଶିଯାଇଛି। ଏଥିସହ କିଛି ମାସ୍କ ପରିବେଶ ଉପଯୋଗୀ ମଧ୍ୟ ନୁହେଁ। ତେଣୁ ସମସ୍ତଙ୍କୁ ଏନ-୯୫ ମାସ୍କ ବ୍ୟବହାର କରିବାକୁ କୁହାଯାଉଛି।

ହେଲେ ଏହି ମାସ୍କ ବଜାର ଦର ୭୦ରୁ ୮୦ଟଙ୍କାରୁ କମରେ ମିଳୁନାହିଁ। ତେଣୁ ଲୋକଙ୍କୁ ଅଯଥା ଖର୍ଚ୍ଚରୁ ମୁକ୍ତି ଦେବାକୁ ନୂଆ ମେସିନ ସାମ୍ନାକୁ ଆସିଛି। ଏନ-୯୫ ମାସ୍କକୁ  ପୁନର୍ବାର ବ୍ୟବହାର ଯୋଗ୍ୟ କରାଇବା ପାଇଁ ଦିଲ୍ଲୀ ଆଇଆଇଟି ଏକ ମେସିନ ଉଦ୍ଭାବନ କରିଛି।

ଏହା ବାୟୋ ମେଡିକାଲର ବଜ୍ୟବସ୍ତୁକୁ ସଂକ୍ରମଣ ମୁକ୍ତ କରିବା ସହ ଏମ-୯୫ ମାସ୍କକୁ ମଧ୍ୟ ସଂକ୍ରମଣ ମୁକ୍ତ କରିବାର କ୍ଷମତା ରଖିଛି। ଗୋଟିଏ ମାସ୍କକୁ ୧୦ଥର ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ କରାଇପାରିବ ଏହି ମେସିନ। ଏହାର ନାମ ‘ଚକର ଦେ କୋଭ‘ ରଖାଯାଇଛି । ଏହାକୁ ଆଇସିଏମଆର ମଧ୍ୟ ଗ୍ରୀନ ସିଗ୍ନାଲ ଦେଇଛି।

ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ ଏହି ଯନ୍ତ୍ରଟି ଓଜୋନ ଗ୍ୟାସ ଦ୍ୱାରା ଜୀବାଣୁ ମୁକ୍ତ କରିବ। ଏହା ମାସ୍କରୁ ପ୍ରାୟ ୯୯.୯୯% ଜୀବାଣୁ ଓ ଭାଇରସକୁ ମାରିପାରିବାର କ୍ଷମତା ରଖିଛି। ଏହା ଗୋଟିଏ ମାସ୍କ ବ୍ୟବହାର ଯୋଗ୍ୟ କରିବା ପାଇଁ ୯୦ ମିନିଟ୍‌ ସମୟ ନେବ। ଏହା ସହ ମେସିନ ଦ୍ୱାରା ମାସ୍କକୁ ସଂକ୍ରମଣ ମୁକ୍ତ କରି ଏହାକୁ ୧୦ ଥର ବ୍ୟବହାର ଉପଯୋଗୀ କରିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story